ଡିଜିଙ୍କ ମୁହଁରେ କାହିଁକି ତାଲା ? ଏତେ ବଡ ଘଟଣା ପରେ ମୁହଁରେ ତୁଣ୍ଡି, ଲୋକେ କହିଲେ ସେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡିଜିଙ୍କ ମୁହଁରେ ତାଲା । ଏତେ ସବୁ ହେଲା ପରେ ଡିଜିଙ୍କ ମୁହଁରୁ କିଛି ମଧ୍ୟ ପ୍ରତିକ୍ରିୟା ମିଳିପରିନାହିଁ । ହଁ ବନ୍ଧୁଗଣ ଏପରି କିଛି ତଥ୍ୟ ସାମ୍ନାକୁ ଆସିଛି । ତେବେ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ guli mada କରାଯାଇ hatya କରଯାଇଥିଲା । ତାହା ପୁଣି ଜଣେ ପୋଲିସ ASI କର୍ମଚାରୀ ଦ୍ଵାରା ଏପରି ଏକ ଅଭାବନୀୟ ଘଟିଥିଲା । ଯାହାକୁ ନେଇ ସବୁଆଡେ ଚର୍ଚା ହେବାରେ ଲାଗିଛି ।

ହେଲେ ଏହି ପ୍ରସଙ୍ଗକୁ ନେଇ ପୋଲିସ ଡିଜିଙ୍କ କୌଣସି ମଧ୍ୟ ପ୍ରତିକ୍ରିୟା ମିଳିପାରିନାହିଁ । ପଚାରିଲେ ମଧ୍ୟ ଡିଜି ନିଜର ମୁହଁ ବୁଲାଇ ଦେଉଛନ୍ତି । ତେବେ ଏହି ପ୍ରସଙ୍ଗକୁ ନେଇ ଡିଜିଙ୍କର ଏପରି ମନଭାବକୁ ଦେଖି ଏହା କେଉଁ କଥାର ସଂକେତ ବୋଲି ବହୁତ ବଡ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ? ତେବେ ନିକଟ ଅତୀତରେ ସ୍ଵାସ୍ଥ ମନ୍ତ୍ରୀଙ୍କର ଏକ ସଭାକୁ ଆସିବା ସ୍ଥଳେ ପୋଲିସ ASI ଗୋପାଳ ଦାସ ୩ ରାଉଣ୍ଡ guli mari ଆଟ-ଆକ କରିଥିଲେ ।

ତେବେ ଯେଉଁଥିରେ ମନ୍ତ୍ରୀ ନବ ଦାସଙ୍କ ସ୍ଵାସ୍ଥ ଅବସ୍ଥା ବହୁ ଗୁରୁତର ହେବା ସହ ତାଙ୍କର ମେଡିକାଲରେ ତାଙ୍କର ପରଲୋକ ମଧ୍ୟ ହୋଇଯାଇଥିଲା । ତେବେ ଜଣେ ପୋଲିସ କର୍ମଚାରୀ ଏପରି guliକାଣ୍ଡ ଘଟାଇ ଜଣେ ଉଚ ପଦସ୍ଥ କ୍ଯାବିନେଟ ମନ୍ତ୍ରୀଙ୍କୁ ଆକ୍ର-ଅମଣ କରିଥିଲା । ତେବେ ସେହି ପୋଲିସ ଦଳର ମୁଖିଆ ହୋଇ ମଧ୍ୟ ପୋଲିସ ଡିଜି ଘଟଣା ଘଟିଥିବା ସ୍ତଳକୁ ଯାଉନାହାନ୍ତି କି ଏହି ପ୍ରସଙ୍ଗ ଉପରେ ତଦନ୍ତ କରୁଥିବା ଟିମ ସହିତ ଅଧିକ କିଛି ଆଲୋଚନା ମଧ୍ୟ କରୁ ନାହାନ୍ତି ।

ତେବେ ପୋଲିସ ଡିଜି କାହାର ନିର୍ଦ୍ଧେଶକୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାହିଁ ବସିଛନ୍ତି । ତେବେ କାହାର ନିର୍ଦ୍ଧେଶ ପାଇଲା ପରେ ପୋଲିସ ଡିଜି ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କ ମୃ-ତ୍ୟୁକୁ ନେଇ ତଦନ୍ତ ଚାଲିଥିବା ଟିମରେ ସାମିଲ ହୋଇ କାର୍ଜ୍ଯାନୁଷ୍ଠାନ କରିବେ । ତେବେ ଏପରି ଭାବରେ ପୋଲିସ ଡିଜିଙ୍କ ମୌନ ହୋଇ ରହିବା ଘଟଣା ବହୁ ଲୋକଙ୍କ ମାନେ ବହୁ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଅନେକ କିଛି ପ୍ରଶ୍ନର ଉତ୍ତର ପାଇବା ପାଇଁ ଅନାଇ ବସିଛନ୍ତି ।

ତେବେ ପୋଲିସ ଡିଜିଙ୍କ ଏହି ପ୍ରସଙ୍ଗ ଉପରେ କିଛି ମଧ୍ୟ ନିଜସ୍ୱ ପ୍ରତିକ୍ରିୟା ମିଳିପାରିନାହିଁ । ଯଦି ଏହି ପୋଷ୍ଟଟି ଭଲ ଆପଣ ମାନଙ୍କୁ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *