ଏ ଦୁନିଆରେ ଆଉ ନାହାନ୍ତି ଋଷ ରାଷ୍ଟ୍ରପତି Vladimir Putin….

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦମୀର ପୁଟିନଙ୍କର ଦେହାନ୍ତ ହୋଇଥିବାର ଆଶଙ୍କା କରାଯାଉଛି । ତେବେ ଅନେକ ଲୋକଙ୍କର କହିବା ଅନୁସାରେ ତାଙ୍କର ଦେହାନ୍ତ ସତରେ ହୋଇଛି କି ନାହିଁ ଏହା ଏକ ଆଶଙ୍କାର ମାହୋଲ ସୃଷ୍ଟି କରୁଛି । କାରଣ ସେ ବଞ୍ଚିଛନ୍ତି କି ନାହିଁ ତାହା ସଠିକ ଭାବରେ କହିବା ଅସମ୍ଭବ ହୋଇଯାଇଛି । ବିଶ୍ଵ ଇକୋନୋମିକ ଫାରୋମରେ ୟୁକ୍ରେନ ରାଷ୍ଟ୍ରପତିଙ୍କର ଏପରି କିଛି ବୟାନ ଥିଲା ।

ଯେଉଁ କଥାକୁ ନେଇ ଗଣ ମାଧ୍ୟମରେ ବର୍ତ୍ତମାନ ସମୟରେ ବହୁତ ଜୋରସେ ଏହି କଥା ପ୍ରଘଟ ହେବାରେ ଲାଗି ପଡିଛି । ତେବେ ସେଠାରେ ୟୁକ୍ରେନ ରାଷ୍ଟ୍ରପତି ଯୋଗ ଦେଇଥିଲେ । ତେବେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଏବେ ଦେଖିବାକୁ ମିଳୁନାହିଁ । ତେବେ ତାଙ୍କର ବାର୍ତ୍ତା ଏକ ଭିଡିଓ ମାଧ୍ୟମରେ ଜାରୀ କରାଯାଉଛି । ତେବେ ଯଦି ସତରେ ଋଷ ରାଷ୍ଟ୍ରପତିଙ୍କର ଦେହାନ୍ତ ହୋଇଯାଇଛି ।

ତେବେ ଋଷ ଦେଶର ବର୍ତ୍ତମାନ ସମୟର ଅବସ୍ତା କିପରି ରହିଛି । ଏହା ସହିତ ସେହି ଦେଶରେ ଭାର ଏବେ କିଏ ସମ୍ଭାଳୁଛନ୍ତି । ତେବେ ସେଠାରେ ଏବେ କିଏ ସବୁ ନିଷ୍ପତ୍ତି ନେଉଛି ବୋଲି ଜେଲେଂସ୍କି କହିଛନ୍ତି । ତେବେ ଜେଲେଂସ୍କିଙ୍କର ବୟାନକୁ ଋଷ ସରକାର ଘୋର ବିରୋଦ୍ଧ କରିଛନ୍ତି । ଏହା ସହିତ ଏହି କଥାକୁ ବହୁତ ନିନ୍ଦା ମଧ୍ୟ କରିଛନ୍ତି । ତେବେ ବହୁତ ଶୀଘ୍ର ଋଷ ଅଧୀନରେ ୟୁକ୍ରେନ ଶାଷିତ ହେବ ବୋଲି କୁହାଯାଇଛି ।

ତେବେ ଋଷ ଓ ଋଷର ରାଷ୍ଟ୍ରପତି ପୁଟିନଙ୍କର ପ୍ରତି ଜେଲେଂସ୍କିର ବହୁତ ଭୟ ଅଛି ବୋଲି ଜଣା ପଡୁଛି । ଏହା ସହିତ ପଶ୍ଚିମ ଦେଶ ମାନଙ୍କୁ ଯୁଦ୍ଧାସ୍ତ୍ର ଯୋଗାଇଦେବାର ମଧ୍ୟ ଜେଲେଂସ୍କି ଅପିଲ କରି କହିଛନ୍ତି । ତେବେ ସେଥିମଧ୍ୟରୁ ବହୁ ପରିମାଣର ଟାଙ୍କରର ଆବଶ୍ୟକତା ରହିଛି । ତେବେ ଟାଙ୍କର ସହାୟତାରେ ଋଷ ଓ ୟୁକ୍ରେନ ସେନାକୁ ଅଧିକ ଭୟଭୀତ କରିହେବ ବୋଲି ମଧ୍ୟ କୁହାଯାଇଛି ।

ତେବେ ଏହି ପ୍ରସଙ୍ଗକୁ ନେଇ ସବୁ ଆଡେ ଏକ ଚର୍ଚା ପରିସର ସୃଷ୍ଟି ହେବାକୁ ଯାଉଛି । ତେବେ ଏହି ପ୍ରସଙ୍ଗ ଆଗାମୀ ସମୟରେ କେଉଁ ମୋଡ ନେଉଛି ତାହା ନିଶ୍ଚୟ ଆଗାମୀ ସମୟରେ ବୟାନ ଶୁଣି ହିଁ ଜଣା ପଡିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ଆଗକୁ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *