ଅନୁଗୁଳ ମହୋତ୍ସବରେ ଧମାଲ କଲେ କଣ୍ଠଶିଳ୍ପୀ Arunita Kanjilal, ଓଡିଶାକୁ ନେଇ କହିଦେଲେ କିଛି ଏମିତି କି ହେଉଛି ପ୍ରଶଂସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁତ ଭଲ ଲାଗିଲା ଅନୁଗୁଳ ଆସିଲି । ଅନୁଗୁଳ ମହୋତ୍ସଭକୁ ଆସି ବହୁତଖୁସି ଲାଗିଲା । ହଁ ବନ୍ଧୁଗଣ ଯୀ ଟିଭି ଚାନେଲର ଏକ ବହୁତ ବଡ ରିୟାଲିଟି ସୋ ହେଉଛି ଇଣ୍ଡିଆନ ଆଇଡଲ । ତେବେ ଏହି ସୋ’ ରେ ଭାଗ ନେଇ ନିଜ ନିଜର ଗୀତର କଳା ପଦର୍ଶନ ଦେଖାଇବା ଅନେକ ଲୋକ ଅନେକ ଦୂର ଦୂର ଜାଗାରୁ ଆସିଥାନ୍ତି । ତେବେ ସେଠାରେ ଭାଗ ନେଇ ନିଜର ବେଷ୍ଟ କରିବାକୁ ସମସ୍ତେ ଆଗ୍ରହୀ ରହିଥାନ୍ତି ।

ତେବେ ସେହିପରି ଜଣେ କଳକାର ଅରୁନିତା କାଞ୍ଜିଲାଲ ସେହି ରିୟଲିଟି ସୋ’ ରେ ଭାଗ ନେଇଥିଲେ । ତାପରେ ସେଠାରୁ ନିଜର ବେଷ୍ଟ ଦେଇ ଇଣ୍ଡିଆନ ଆଇଡଲରେ ସଫଳତା ହାସଲ କରିପାରିଥିଲେ । ତେବେ ସେହି ଅରୁନିତା କାଞ୍ଜିଲାଲ ଅନୁଗୁଳରେ ଆୟୋଜିତ ହୋଇଥିବା ଅନୁଗୁଳ ମହୋତ୍ସଭକୁ ଆସିଥିଲେ । ତାପରେ ସେଠାରେ ସେ ସ୍ଟେଜ ପ୍ରୋଗ୍ରାମ ମଧ୍ୟ କରିଥିଲେ । ତାପରେ ଅରୁନିତା କାଞ୍ଜିଲାଲଙ୍କୁ  ମିଡିଆ ସାମ୍ନାରେ ମଧ୍ୟ ଅନୁଗୁଳ ମହୋତ୍ସଭ ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ ।

ତେବେ ଅରୁନିତା କାଞ୍ଜିଲାଲଙ୍କର କହିବା ଅନୁସାରେ ସେ ଓଡିଶାର ଅନୁଗୁଳକୁ ଆସି ଆନନ୍ଦ ଅନୁଭବ ଅଛନ୍ତି । ଏହା ସହିତ ଏତେ ସୁନ୍ଦର ଭାବରେ ଅନୁଗୁଳ ମହୋତ୍ସଭର ଆୟୋଜନ ମଧ୍ୟ କରଯାଇଥିଲା । ଯାହାକୁ ଦେଖି ସେ ବହୁତ ଖୁସି ଅନୁଭବ କରିଥିଲେ । ତେବେ ତାଙ୍କୁ ଏଠାକୁ ଆସିବାକୁ ନିମନ୍ତ୍ରଣ କରାଯାଇଥିବାରୁ ସେ ବହୁତ ଖୁସି ଅଛନ୍ତି ।

ତେବେ ସେ ଏଠାକୁ ଆସି ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମରେ ଜଣେ ପାର୍ଟ ହୋଇ ପର୍ଫର୍ମ କରିବାର ସୁଯୋଗ ମିଳିଛି । ସେ ପ୍ରୋଗ୍ରାମରେ ପଫମ୍ କରିବା ସମୟରେ ଲୋକ ମାନଙ୍କର ଏତେ ଭଲ ପାଇବା ତାଙ୍କ ପ୍ରତି ଦେଖି ସେ ଖୁସିରେ ଭାବ ବିହ୍ଵଳ ହୋଇଯାଇଥିଲେ । ଯଦି ପୁଣି ଥରେ ସୁଯୋଗ ମିଳେ । ତେବେ ସେ ନିହାତି ଭାବରେ ଓଡିଶା ଆସିବେ । କାରଣ ସେ ଓଡିଶା ବହୁତ ହିଁ ଭଲ ପାଇଥାନ୍ତି । ତାଙ୍କର ଓଡିଶା ମାଟି ପ୍ରତି ସମ୍ମାନ ଓ ଭଲ ପାଇବା ମଧ୍ୟ ରହିଛି ।

ତେବେ ଓଡିଶାର ସ୍ମୃତି ସବୁ ଦିନ ପାଇଁ ମନେ ରହିବ ବୋଲି ସେ କହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଚାହୁଁଥିଲେ । ଆମ ପେଜକୁ  ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରିଦିଅନ୍ତୁ ।  ଧନ୍ୟବାଦ

Leave a Reply

Your email address will not be published. Required fields are marked *