ଦୁନିଆର ସବୁଠୁ ଧନୀ 10 କ୍ରିକେଟର ! ଜାଣନ୍ତୁ କେତେ ନମ୍ବରରେ ଅଛନ୍ତି Virat ଓ Dhoni ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶବ୍ୟାପୀ ସବୁଆଡେ କ୍ରିକେଟପ୍ରେମୀ ଭରପୁର ହୋଇ ରହିଥାନ୍ତି । ତେବେ କେବଳ କ୍ରିକେଟ ଦେଖିବାକୁ ନୁହେଁ ବଂର କ୍ରିକେଟ ଖେଳୁଥିବା କ୍ରିକେଟର ମାନଙ୍କର ମଧ୍ୟ ବହୁତ ଚାହିଦା ରହିଛି । ତେବେ କ୍ରିକେଟର ମାନେ ବହୁତ କିଛି ଉତ୍ସରୁ ଟଙ୍କା କମାଇବାର ସୁଯୋଗ ପାଇଥାନ୍ତି । ତେବେ ସେମାନଙ୍କର ପ୍ରତ୍ଯେକଟି ମ୍ଯାଚ ପାଇଁ ତ ସାଲରି ତାଙ୍କୁ ମିଳିଥାଏ ।

ଏହା ସହିତ ଯେଉଁ କ୍ରିକେଟରଙ୍କର ଯେତେ ଚାହିଦା ରହିଥାଏ । ସେହି ଅନୁସାରେ ସେ ବିଭିନ୍ନ କମ୍ପାନୀ ପାଇଁ ଆଡଭାଇଜ କରି ମଧ୍ୟ ଟଙ୍କା କମାଇଥାନ୍ତି । ତେବେ ଚାଲନ୍ତୁ ଦୁନିଆର ସବୁଠାରୁ ବଛା ବଛା ଧନୀ କ୍ରିକେଟର ମାନଙ୍କ ବିଷୟରେ ଜାଣିବା । ତେବେ ଏହି ଧନୀ କ୍ରିକେଟରଙ୍କ ଲିଷ୍ଟର ଦଶମ ସ୍ଥାନ ଯୁବରାଜ ସିଂହ ଅଛନ୍ତି । ଯାହାଙ୍କ ଖେଳ ପାଇଁ ସେ ବହୁତ ଚର୍ଚାରେ ରହିଥାନ୍ତି ।

ତେବେ ଏହି କ୍ରିକେଟରଙ୍କୁ bcci ଙ୍କ ତରଫରୁ ସାଲରି ତ ମିଳିଥାଏ । ତେବେ ଏହା ଛଡା ତାଙ୍କର ବେସ୍ତ ପର୍ଫରମାନ୍ସ ପାଇଁ ତାଙ୍କୁ ବହୁତ ଗୁଡିଏ ବ୍ରାଣ୍ଡର ବ୍ରାଣ୍ଡଆମ୍ବାସିଟର କରିବା ଆରମ୍ଭ କରିଦେଇଥିଲେ । ତେବେ ବର୍ତ୍ତମାନ ସମୟରେ ଯୁବରାଜ ସିଙ୍ଘଙ୍କର ପାଖାପାଖି ସମ୍ପତ୍ତି ୨୫୦ କୋଟି ଟଙ୍କା ହୋଇପାରେ । ତେବେ ଏହି ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଶେନ ୱାଟସନ ।

ତେବେ ଏହି ଅଷ୍ଟ୍ରେଲିଆ କ୍ରିକେଟରଙ୍କର ମଧ୍ୟ ବହୁତ ଚାହିଦା ରହିଛି । ଯାହାଙ୍କର ବର୍ତ୍ତମାନ ସମୟରେ ୨୭୫ କୋଟି ପାଖାପକ୍ଷୀ ସମ୍ପତ୍ତି ରହିଛି । ତେବେ ଏହି ଲିଷ୍ଟରେ ଅଷ୍ଟମ ସ୍ଥାନରେ ଭିରେନ୍ଦ୍ର ସେହୱାଗ ଅଛନ୍ତି । ତେବେ ଏହି କ୍ରିକେଟର ମଇଦାନକୁ ଆସିଲା ପରେ ଚଉକା ଛକା ଗଦାଇ ଦେଇଥାନ୍ତି । ତେଣୁ ଏହି କ୍ରିକେଟରଙ୍କର ବର୍ତ୍ତମାନର ସମ୍ପତ୍ତି ପାଖାପାଖି ୨୭୭ କୋଟି ଟଙ୍କା ହେବ ।

ତେବେ ଏହି ଲିଷ୍ଟରେ ସପ୍ତମ ସ୍ଥାନରେ ଅଛନ୍ତି ଶେନ ବର୍ନ । ତେବେ ଏହି କ୍ରିକେଟରଙ୍କ ପାଖାପାଖି ୩୫୦ କୋଟି ଟଙ୍କା ରହିଛି । ତେବେ ଏହି ଲିଷ୍ଟରେ ଷଷ୍ଠ ସ୍ଥାନରେ ଅଛନ୍ତି କିଙ୍ଗ ଅଫ କୋହଲୀ ଅର୍ଥାତ ଭିରାଟ କୋହଲୀ । ଯିଏକି କ୍ରିକେଟ ଦୁନିଆରେ ପୁରା ଦବଦବା ମଚେଇକି ରଖିଛନ୍ତି ।

ତେବେ ଏହି କ୍ରିକେଟରଙ୍କ ସମ୍ପତ୍ତି ପାଖାପାଖି ୪୧୦ କୋଟି ପାଖାପାଖି ହେବ । ତେବେ ଏହି ଲିଷ୍ଟରେ ପଞ୍ଚମ ସ୍ଥାନରେ ୱେଷ୍ଟଇଣ୍ଡିଜ ବ୍ରିଆନ ଲାରା ଅଛନ୍ତି । ଯାହାଙ୍କର ସମ୍ପତ୍ତି ୪୨୫ କୋଟି ପାଖାପାଖି ହେବ । ତେବେ ଏହି ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ରିକୀ ପୋନଟିଙ୍ଗ । ତେବେ ଏହି ଅଷ୍ଟ୍ରେଲିଆ କ୍ରିକେଟରଙ୍କର ସମ୍ପତ୍ତି ପାଖାପାଖି ୪୬୦ କୋଟି ଭଳି ହେବ । ତେବେ ନମ୍ବର ତୃତୀୟରେ ଅଛନ୍ତି ସାଉଥ ଆଫ୍ରିକାର ବହୁତ ବଡ ଅଲ ରାଉଣ୍ଡର ଯାକୱେସ କାଲିସ ।

ଏହି କ୍ରିକେଟରଙ୍କର ସମ୍ପତ୍ତି ହେଉଛି ୫୧୦ କୋଟି । ଏହି ଲିଷ୍ଟର ଦିତୀୟରେ ଅଛନ୍ତି ମହେନ୍ଦ୍ର ସିଙ୍ଘ ଧୋନୀ । ତେବେ ଏହି କ୍ରିକେଟରଙ୍କର ସମ୍ପତ୍ତି ପାଖାପାଖି ୮୦୦ କୋଟି ଟଙ୍କା ହେବ । ତେବେ ଧନୀ କ୍ରିକେଟରଙ୍କର ଲିଷ୍ଟରେ ସବୁଠାରୁ ଆଗୁଆ ତଥା ପ୍ରଥମ ସ୍ଥାନ ଅଧିକାର କରିଥିବା କ୍ରିକେଟର ଜଣଙ୍କ ହେଉଛନ୍ତି ସଚିନ ତେନ୍ଦୁଲକର । ଯାହାଙ୍କୁ କ୍ରିକେଟ ର ଭଗବାନ ବୋଲି ମଧ୍ୟ କୁହାଯାଇଥାଏ । ତେବେ ତାଙ୍କର ସମ୍ପତ୍ତି ପାଖାପାଖି ୮୫୦ କୋଟି ଭଳି ହେବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *