କଣ ପିଇଲେ ବ୍ଲଡ଼ ପ୍ରେସର 2 ଦିନରେ ଭଲ ହେବ ? ଏହା ସହ ଜଣା ଅଜଣା ସାଧାରଣ ଜ୍ଞାନ ପ୍ରଶ୍ନ ଓ ଏହାର ଉତ୍ତର ।

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- ଶହେ ଟଙ୍କିଆ ନୋଟ ରେ କେତୋଟି ଭାଷା ରହିଛି ?

ଉତ୍ତର- 17ଟି ।

2- କେଉଁ ଦେଶକୁ ମୋତି ମାନଙ୍କର ଦେଶ କୁହାଯାଏ ?

ଉତ୍ତର- ବହରିନ ।

3- କେଉଁ ଦେଶରେ ରାଷ୍ଟ୍ରପତି ଙ୍କ କାର୍ଯ୍ୟକାଳ କେବଳ ଗୋଟିଏ ବର୍ଷ ପାଇଁ ହୋଇଥାଏ ?

ଉତ୍ତର- ସୁଇଜରଲ୍ୟାଣ୍ଡ ।

4- କିଏ ଜନ୍ମ ହେବା ପରେ ଦୁଇ ମାସ ପର୍ଯ୍ୟନ୍ତ ସୋଇ ରହିଥାଏ ?

ଉତ୍ତର- ଭାଲୁ ।

5- କମଳା ଖାଇଲେ କେଉଁ ରୋଗ ଠିକ ହୁଏ ?

ଉତ୍ତର- ମୋଟାପଣ ।

6- କେଉଁ ରାଜ୍ୟରେ ସବୁଠାରୁ ଅଧିକ ସେଓ ଉତ୍ପାଦନ ହୁଏ ?

ଉତ୍ତର- ଜାମ୍ମୁ କାଶ୍ମୀର ।

7- ଶାଶ ବୋହୂ ମନ୍ଦିର କେଉଁ ଠାରେ ରହିଛି ?

ଉତ୍ତର- ଉଦୟପୁର ।

8- ମନୁଷ୍ୟର ଗୋଟିଏ ଆଖି ର ଓଜନ କେତେ ହୋଇଥାଏ ?

ଉତ୍ତର- 8 ଗ୍ରାମ ।

9- କେଉଁ ଦେଶର ଆଳୁ ଚାଷ କରାଯାଏ ନାହିଁ ?

ଉତ୍ତର- ବେନିଆ ।

10- ପର୍ବତ ମାନଙ୍କର ରାଣୀ କାହାକୁ କୁହାଯାଏ ?

ଉତ୍ତର- ମସୁରୀ ।

11- କେଉଁ ଦେଶକୁ ସୁନ୍ଦରୀ ମାନଙ୍କର ଦେଶ କୁହାଯାଏ ?

ଉତ୍ତର- ଫ୍ରାନ୍ସ ।

12- କେଉଁ ଜୀବ ଉପରେ ମଦ ପକାଇଲେ ସେ ମରିଯାଏ ?

ଉତ୍ତର- ବିଛା ।

13- କେଉଁ ଦେଶର ସବୁଠାରୁ ଅଧିକ ଡାକଘର ଅଛି ?

ଉତ୍ତର- ଭାରତ ।

14- ଭାରତର ପ୍ରବେଶ ଦ୍ଵାର କାହାକୁ କୁହାଯାଏ ?

ଉତ୍ତର- ମୁମ୍ବାଇ ।
15- ଭାରତର ସବୁଠାରୁ ଅଧିକ ପ୍ରଦ୍ଯୁସିତ ସହତ କେଉଁଠି ଅଛି ?

ଉତ୍ତର- ଦିଲ୍ଲୀ ।

16- ଚା ପିଇଲେ କେଉଁ ମାରାତ୍ମକ ରୋଗ ହୋଇଥାଏ ?

ଉତ୍ତର- ପାଇରିଆ ।

17- ସକାଳୁ କଣ ପିଇଲେ ବ୍ଲଡ଼ ପ୍ରେସର ଠିକ ହୋଇଯାଏ ?

ଉତ୍ତର- ପଇଡ ପାଣି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *