କଣ ଖାଇଲେ ପେଟର ଚର୍ବି ସାତ ଦିନ ଭିତରେ କମିଯିବ ? 15+ GK With Answers

ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ । ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଚାଲନ୍ତୁ ତାହା ଆଲୋଚନା କରିବା ।

1- କେଉଁ ଫଳ ଖାଇଲେ 300 ଟି ରୋଗ ଠିକ ହୋଇଥାଏ ?

ଉତ୍ତର- ଅମୃତଭଣ୍ଡା ।

2- ଜଣେ ମଣିଷର ମସ୍ତିସ୍କ ରେ କେତେ ପ୍ରତିଶତ ପାଣି ଅଛି ?

ଉତ୍ତର- 80% ।

3- ଶିକ୍ଷା କ୍ଷେତ୍ରରେ କେଉଁ ରାଜ୍ୟ ପ୍ରଥମରେ ରହିଛି ?

ଉତ୍ତର- କେରଳ ।

4- ଭଗବାନ ବୁଦ୍ଧ ଙ୍କୁ କେଉଁଠି ଜ୍ଞାନ ପ୍ରାପ୍ତି ହୋଇଥିଲା ?

ଉତ୍ତର- ବୋଧଗୟା ।

5- କେଉଁ ବାସନରେ ଖାଦ୍ୟ ପ୍ରସ୍ତୁତ କରିଲେ ଅଧିକ ସ୍ଵାଦିଷ୍ଟ ଲାଗେ ?

ଉତ୍ତର- ମାଟି ।

6- ଓଡିଶାର କେଉଁ ଜିଲ୍ଲା ରେ ହାଇକୋର୍ଟ ଅବସ୍ଥିତ ?

ଉତ୍ତର- କଟକ ।

7- କେଉଁ ଜୀବ ର କ୍ଷୀର ଡେଙ୍ଗୁ ରୋଗ କୁ ଭଲ କରିଥାଏ ?

ଉତ୍ତର- ଛେଳି ।

8- ଲେମ୍ବୁ ରୁ କେଉଁ ଭିଟାମିନ ମିଳିଥାଏ ?

ଉତ୍ତର- ଭିଟାମିନ-ସି ।

9- ପୁରା ବିଶ୍ବରେ ସମୁଦାୟ ଦେଶ ସଂଖ୍ୟା କେତେ ?

ଉତ୍ତର- 195 ଟି ।

10- ସିକିମ ଭାରତର ରାଜ୍ୟ କେବେ ହୋଇଥିଲା ?

ଉତ୍ତର- 1975 ମସିହା ରେ ।

11- ବନ୍ଦେ ଉତ୍କଳ ଜନନୀ ର ଲେଖକ କିଏ ?

ଉତ୍ତର- ଲକ୍ଷ୍ମୀକାନ୍ତ ମହାପାତ୍ର ।

12- କଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ?

ଉତ୍ତର- ପିଆଜ ।

13- ଭାରତର ସବୁଠାରୁ ସୁସ୍ଥ ସହର କେଉଁଠି ଅଛି ?

ଉତ୍ତର- ଇନ୍ଦୋର ।

14- ପାଣିରେ ଲୁଣ ପକାଇ ଗାଧୋଇଲେ କେଉଁ ରୋଗ ଭଲ ହୁଏ ?

ଉତ୍ତର- ଚର୍ମ ରୋଗ ।

15- ସଜନା ଗଛର ପତ୍ର ଖାଇଲେ ମନୁଷ୍ୟର କଣ ବଢିଥାଏ ?

ଉତ୍ତର- ଆଇରନ ।

16- କଣ ଖାଇଲେ ପେଟର ଚର୍ବି ସାତ ଦିନ ଭିତରେ କମିଯିବ ?

ଉତ୍ତର- ଲେମ୍ବୁ ପାଣି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ନିଜର ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *