ଶ୍ରୀକୃଷ୍ଣ କୁହନ୍ତି ! ଘରକୁ ଦରିଦ୍ରତା ଆସିବାର ମୁଖ୍ୟ ଏହି 9 ଟି କାରଣ ! ସତର୍କ ରୁହନ୍ତୁ… Shree Krishna Vani

ମା’ ଲକ୍ଷ୍ମୀ କୌଣସି ସ୍ଥାନରେ ଅଧିକ ସମୟ ଧରି ରହିନଥାନ୍ତି । ତେଣୁ ମା’ ଲକ୍ଷ୍ମୀଙ୍କୁ ଚଞ୍ଚଳା ବୋଲି କୁହାଯାଇଥାଏ । ହେଲେ ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ମନ ପସନ୍ଦ ଅନୁଯାଇ ନୀତିନିୟମ ସହକାରେ କାର୍ଯ୍ୟ କରିଥାଏ । ମା’ ଙ୍କୁ ସଦା ସର୍ବଦା ପ୍ରସନ୍ନ କରି ରଖିଥାଏ । ସେହି ବ୍ୟକ୍ତିର ଘରେ ହିଁ ମା’ ଲକ୍ଷ୍ମୀ ରହିବା ସହିତ ଧନବୈଭବ ବୃଦ୍ଧି ପାଇଥାଏ । ତେଣୁ ମା’ ଲକ୍ଷ୍ମୀଙ୍କୁ କେଉଁ କାର୍ଯ୍ୟ ପସନ୍ଦ ଓ କେଉଁ କାର୍ଯ୍ୟ ନାପସନ୍ଦ ସେହି ସମ୍ପର୍କରେ ଚାଲନ୍ତୁ ଆଲୋଚନା କରିବା ।

1- ଯେଉଁ ବ୍ୟକ୍ତିର ସବୁବେଳେ ଅଇଁଠା ଛାଡିକି ଆସିବାର ଅଭ୍ଯାସ ରହିଥାଏ । ବା ଅନ୍ନ ଛାଡିଲା ପରେ ତାକୁ ନେଇ ଡଷ୍ଟବିନରେ ପକାଇ ଦେଇଆସେ । ସେହି ବ୍ୟକ୍ତି ଉପରେ ମା’ ଲକ୍ଷ୍ମୀ ରୁଷ୍ଠ ରହିଥାନ୍ତି । ତେଣୁ ଯେତିକି ଖାଇପାରିବେ ସେହି ମାତ୍ରାରେ ଭୋଜନ ଆଣିବା ଉଚିତ ।

2- ସୂର୍ଯ୍ୟ ଅସ୍ତ୍ର ପରେ ଘରେ ଝାଡୁ କରନ୍ତୁ ନାହିଁ । ଘରର ଜୋତା, ଚପଲ ଘରର ଇଆଡେସିଆଡେ ଖେଳାଇ ବା ଓଲଟା ହୋଇ ରହିବା ଉଚିତ ନୁହେଁ । ତେଣୁ ଜୋତାଚପଲ ଗୁଡିକୁ ସାଇଜ କରି ଯଥା ସ୍ଥାନରେ ରଖନ୍ତୁ । 3- ଘରେ ବାରମ୍ବାର କ୍ଷୀର ଉତୁରିବାକୁ ଅଶୁଭ ବୋଲି ମନା ଯାଇଥାଏ । ଯାହା ଦ୍ଵାରା ଘରେ ଅଭାବଅନାଟନ ଦେଖାଯାଇଥାଏ । ତେଣୁ ଏଥିପ୍ରତି ସର୍ବଦା ସତର୍କ ରହିବା ଉଚିତ ।

4- ରବିବାର ଦିନ ତୁଳସୀ ବୃକ୍ଷରେ ପାଣି ଦିଅନ୍ତୁ ନାହିଁ । ତୁଳସୀ ପୂଜା କରୁଥିଲେ, ନୀତି ନିୟମ ମାନି ତୁଳସୀ ପୂଜା କରନ୍ତୁ । ନଚେତ ଏହାର ବିପରୀତ ପରିଣାମ ସ୍ୱରୂପ ଘରେ ଅନେକ ଅଶାନ୍ତି ଦେଖାଦେଇଥାଏ । ଏଥିସହ ସବୁବେଳେ ଅଶାନ୍ତି ଦେଖାଯାଉଥିବା ଘରେ ମା’ ଲକ୍ଷ୍ମୀ ରହିବାକୁ ପସନ୍ଦ କରନ୍ତି ନାହିଁ ।

5- ବିନା ବ୍ରଶ କରି ଚା’ କି ଜଳଖିଆ ସେବନ କରିବା ଅନୁଚିତ । ଏପରି କରିବା ଦ୍ଵାରା ଘରର ସଦସ୍ୟଙ୍କ ସ୍ଵାସ୍ଥଅବସ୍ଥା ଖରାପ ହୋଇଥାଏ । ଏଭଳି ଲୋକଙ୍କୁ ମା’ ଲକ୍ଷ୍ମୀ ପସନ୍ଦ କରନ୍ତି ନାହିଁ । 6- ଗାଧୁଆ ଘରେ ସ୍ନାନ କରିବା ସହ ଗାଧୁଆ ଘରକୁ ପରିଷ୍କାର କରି ରଖିବା ମଧ୍ୟ ଦରକାର । ନଚେତ ସେହି ବ୍ୟକ୍ତିର ଚନ୍ଦ୍ରମାଙ୍କର ସ୍ଥିତି ଦୁର୍ବଳ ହେବା ଯୋଗୁ ଆର୍ଥିକ ସ୍ଥିତି ମଧ୍ୟ ବିଗିଡି ଯାଇଥାଏ ।

7- ଘରେ ଅଧିକ ସମୟ ଧରି ଅଇଁଠା ବାସନକୁ ପଡି ରହିବାକୁ ଦିଅନ୍ତୁ ନାହିଁ । ନଚେତ ସେହି ଘର ଉପରେ ମା’ ଲକ୍ଷ୍ମୀଙ୍କ ଶୁଭଦ୍ରୁଷ୍ଟି ପଡିନଥାଏ । ଯାହା ଦ୍ଵାରା ସେଘୀ ଘରକୁ ଦୁଃଖ ଓ ଦରିଦ୍ରତା ମାଡି ଆସିଥାଏ । 8-ସଂପୂର୍ଣ୍ଣ ଘରର ପରିଷ୍କାର ଓ ପରିଚ୍ଛନତା ଉପରେ ଦ୍ରୁଷ୍ଟି ରଖନ୍ତୁ । 9- ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *