Odia Gk- କଣ ଖାଇଲେ Kidney ସବୁବେଳେ ସୁସ୍ଥ ରହିଥାଏ ? କଣ ଆପଣ କହି ପାରିବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଛି ଜ୍ଞାନପୂର୍ଣ୍ଣ କଥାକୁ ନେଇ ପ୍ରସ୍ତୁତ ହୋଇଛି ସାଧାରଣ ଜ୍ଞାନ ! ସାଧାରଣ ପ୍ରତୁଏକଟି ମନୁଷ୍ୟର ଜ୍ଞାନବର୍ଦ୍ଧକ କରିବାରେ ସହାୟକ ହୋଇଥାଏ । ଯାହା ଦ୍ଵାରା ଜଣେ ବ୍ୟକ୍ତି ଏହାକୁ ଜାଣି ନିଜର ଜ୍ଞାନକୁ ଅନ୍ୟ ସାମ୍ନାରେ ବାଣ୍ଟି ସେମାନଙ୍କର ମଧ୍ୟ ଜ୍ଞାନ ବୃଦ୍ଧି କରିପାରିବେ । ଚାଲନ୍ତୁ କିଛି ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରିନେବା ।

୧;- ୨୦୧୮ ପୁରୁଷ ହକି ବିଶ୍ଵକପର ବିଜେତା କିଏ ?

ଉତ୍ତର;- ୨୦୧୮ ପୁରୁଷ ହକି ବିଶ୍ଵକପର ବିଜେତା ହେଉଛି ବେଲଜିୟମ ।

୨;-ଇଂରେଜ ମାନେ ଓଡିଶାକୁ କେବେ ଜୟ କରିଥିଲେ ?

ଉତ୍ତର;-ଇଂରେଜ ମାନେ ଓଡିଶାକୁ ୧୮୦୩ ମସିହା ଜୟ କରିଥିଲେ । ।

୩;- ଶିଶୁଦିବସ ରୂପେ କାହାର ଜନ୍ମଦିନକୁ ପାଳନ କରାଯାଏ ?

ଉତ୍ତର;-ଶିଶୁଦିବସ ରୂପେ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ପାଳନ କରାଯାଏ ।

୪;- କେଉଁ ଦେଶରେ ସବୁଠାରୁ ଅଧିକ ଧନୀ ଲୋକ ଅଛନ୍ତି ?

ଉତ୍ତର;- ଆମେରିକା ଦେଶରେ ସବୁଠାରୁ ଅଧିକ ଧନୀ ଲୋକ ଅଛନ୍ତି ।

୫;- ଆମେ ସବୁବେଳେ କେତେ ଲିଟର ପାଣି ପିଇବ ଉଚିତ ?

ଉତ୍ତର;- ୩-୪ ଲିଟର ଦିନକୁ ପାଣି ପିଇବା ଉଚିତ ।

୬;- ମଣିଷ ମୁଣ୍ଡରେ କେତେ ଖଣ୍ଡ ହାଡ ରହିଥାଏ ?

ଉତ୍ତର;-ମୁଣ୍ଡରେ ୮ ଖଣ୍ଡ ହାଡ ରହିଥାଏ ।

୭;- ଓଡିଶାର ସବୁଠାରୁ ସ୍ୱଳ୍ପ ସ୍ଵାକ୍ଷର ଜିଲ୍ଲାର ନାମ କଣ ?

ଉତ୍ତର;- ଓଡିଶାର ସବୁଠାରୁ ସ୍ୱଳ୍ପ ସ୍ଵାକ୍ଷର ଜିଲ୍ଲାର ନାମ ହେଉଛି ମାଲକାନଗିରି ।

୮;- ଭାରତୀୟ ନୌସେନାର ଜନକ ବୋଲି କାହାକୁ କୁହାଯାଏ ?

ଉତ୍ତର;- ଭାରତୀୟ ନୌସେନାର ଜନକ ଛତ୍ରପତି ଶିବାଜୀ ମହାରାଜଙ୍କୁ କୁହାଯାଏ ।

୯;-କ’ ଣ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ?

ଉତ୍ତର;- ପିଆଜ ଖାଇଲେ କିଡନୀ ସବୁବେଳେ ସୁସ୍ଥ ରହିଥାଏ ।

୧୦;-ଚୂନରେ ପାଣି ମିଶାଇଲେ କେଉଁ ଗ୍ଯାସ ବାହାରେ ?

ଉତ୍ତର;-ଚୂନରେ ପାଣି ମିଶାଇଲେ କାର୍ବନ ଡାଇଅକ୍ସାଇଡ ଗ୍ଯାସ ବାହାରିଥାଏ ।

୧୧;- ଏମିତି କେଉଁ ଜୀବ ଅଛି ଯାହାର କେବେବି ମୃ-ତ୍ୟୁ ହୋଇନଥାଏ ?

ଉତ୍ତର;- ଯେଲିଫିସ ଜୀବର କେବେବି ମୃ-ତ୍ୟୁ ହୋଇନଥାଏ ।

୧୨;-ଭାରତର ସର୍ବପ୍ରଥମେ ଟ୍ରେନ କେଉଁଠାରେ ଚାଲିଥିଲା ?

ଉତ୍ତର;- ଥାନେରେ ଟ୍ରେନ ଚାଲିଥିଲା ।

୧୩;-ଭାରତର ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ କେଉଁଠାରେ ଅଛି ?

ଉତ୍ତର;- ଅହମ୍ମଦାବାଦ ଠାରେ ସବୁଠାରୁ ବଡ କ୍ରିକେଟ ଷ୍ଟାଡିୟମ ଅଛି ।

୧୪;-ବିଶ୍ଵର କେଉଁ ଦେଶରେ ଲୋକେ ସବୁଠାରୁ କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି ?

ଉତ୍ତର;-ଆମେରିକା ଦେଶରେ ସବୁଠାରୁ ଅଳ୍ପ ଲୋକ ରୋଗରେ ଆକ୍ରାନ୍ତ ହୁଅନ୍ତି ।

୧୫;-ଭାରତର ସବୁଠାରୁ ଛୋଟ ପଡୋଶୀ ଦେଶର ନାମ କଣ ?

ଉତ୍ତର;- ଭୁଟାନ ହେଉଛି ଭାରତର ଛୋଟ ପଡୋଶୀ ଦେଶ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆହୁରି ମଧ୍ୟ ଜ୍ଞାନପୂର୍ଣ୍ଣ କଥା ଜାଣିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *