Amazon ଜଙ୍ଗଲର ଭୟାନକ ରହସ୍ୟର ପ୍ରମାଣ ! ଦେଖି ଆପଣ ମଧ୍ୟରେ ଚିନ୍ତାରେ ପଡିଯିବେ…(Amazon Forest Mystery)

ନମସ୍କାର ବନ୍ଧୁଗଣ । ତେବେ ଆମ ପୃଥିବୀ ଯେତିକି ବଡ ସେତିକି ମଧ୍ୟ ସୁନ୍ଦର । ଏହା ସହିତ ଏହା ମଧ୍ୟ ସେତିକି ରହସ୍ୟମୟ ! ଏହି ପୃଥିବୀରେ ବହୁତ କିଛି ସ୍ଥାନ ରହିଛି । ଯାହା ବିଷୟରେ ଆମେ ଯେତେ ଜାଣିଲେ ବି କେଉଁଠି ନା କେଉଁଠି ତାହା ଅଜଣା ହୋଇ ରହିଜାଏ । ତେବେ ସେଥିମଧ୍ୟରୁ ଆମାଜନ ଜଙ୍ଗଲ ଅନ୍ୟତମ । ଆମାଜନ ଜଙ୍ଗଲ ବିଷୟରେ ବହୁତ ଲୋକ ବହୁତ କିଛି ବିଷୟରେ ନିହାତି ଭାବରେ ଜାଣିଥିବେ । ତେବେ ସେଥିମଧ୍ୟରୁ ଆପଣଙ୍କୁ ଏପରି କିଛି ରହସ୍ୟ କଥା କହିବା ପାଇଁ ଯାଉଛୁ ।

ଯାହା ହୁଏତ ଆପଣ ପ୍ରଥମରୁ କେବେବି ଶୁଣିବାକୁ ପାଇନଥିବେ । ତେବେ ଆମାଜନରେ ଏପରି ଏକ ନଦୀ ରହିଛି । ଯାହାକୁ ଫୁଟନ୍ତା ନଦୀର ଆକ୍ଷା ମିଳିଛି । ଏହି ନଦୀର ପାଣି ଏତେ ମାତ୍ରାରେ ଗରମ ହୋଇ ସବୁବେଳେ ରହିଥାଏ । ଯେ ଏଥିରେ ଆପଣ ଯଦି ଆଳୁ ଅଣ୍ଡା ଭଳି କିଛି ଜିନିଷ ସିଝାଇବେ । ତାହା ସଙ୍ଗେ ସଙ୍ଗେ ସିଝିଯିବ । ଏହି ପାଣି ମଧ୍ୟରେ ଯେଉଁ ଜୀବର ଶରୀର ଆସି ପଡିଯାଏ । ତାହା ଆଉ କେବେ ବି ମଧ୍ୟ ମିଳିନଥାଏ ।

ଏହି ନଦୀର ଏତେ ଗରମ କାହିଁକି ତାହାର ପତ୍ତା ଆଜି ପର୍ଯ୍ୟନ୍ତ କୌଣସି ବୈଜ୍ଞାନିକ ମଧ୍ୟ ସଠିକ ଭାବରେ ଦେଇପାରିନାହାନ୍ତି । ଆମାଜନ ଜଙ୍ଗଲର ଆଉ ଏକ ରହସ୍ୟ ହେଉଛି ଚାଲୁଥିବା ଗଛ । ତେବେ ଗଛ କେବେ କଣ ଚାଲିପାରେ । ହେଲେ ଆମାଜନ ଜଙ୍ଗଲରେ ରହୁଥିବା ଅନେକ ପ୍ରଜାତିର ଗଛ ମଧ୍ୟରୁ ଏପରି ଏକ ମୁଭିଙ୍ଗ ଟ୍ରୀ ବା ଚଳନ୍ତା ଗଛ ରହିଛି । ଯେ ସୂର୍ଯ୍ୟ ଯେଉଁ ସ୍ଥାନରେ ପଡି ପଡି ଯାଇଥାଏ । ଗଛଟି ସେହି ସ୍ଥାନ ଦେଇ ଦେଇ ଆଗକୁ ମଧ୍ୟ ନିଜର ସ୍ଥାନ ପରିବର୍ତ୍ତନ କରି ଚାଲିଥାଏ ।

ତେବେ ଆମାଜନ ଜଙ୍ଗଲର ଆଉ ଏକ ରହସ୍ୟ ହେଉଛି  ଯାଇଣ୍ଟ ସ୍ନେକ ବା ସାପ । ତେବେ ଜଙ୍ଗଲ ମାତ୍ରେ ଛୋଟ ହେଉ ଅବା ବଡ ସାପ ରହିଥାଏ । ଏହା କିଛି ନୂଆ କଥା ନୁହେଁ । ଯଦିଓ ଏତେ ବଡ  ସାପ ଏହି ଆମଜାନ ଜଙ୍ଗଲରେ ରହିଥାଏ । ଯାହା ଆପଣ ଭାବୁଥିବା ସାପର ଆକାର ଠାରୁ ଢେର ଗୁଣ ବଡ ହୋଇଥାଏ । ତେବେ ପାଖାପାଖି ସାପର ଲମ୍ବ ୧୦୦ ଫୁଟ ଓ ସାପର ମୁହଁ ୬ ଫୁଟ ଭଳି ଏକ ବିଶାଳକାୟ ସାପ ଏଠାରେ ଦେଖିବାକୁ ମିଳିଥାଏ ।

ତେବେ ଏପରି ବହୁ ରହସ୍ୟ ପୂର୍ଣ୍ଣ କଥା ଆମାଜନ ଜଙ୍ଗଲରେ ଭରି ହୋଇ ରହିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *