Interesting Odia Gk- କଣ ଖାଇଲେ ଜନ୍ମ ହୁଅନ୍ତି ଜାଆଁଳା ଛୁଆ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶ ଦୁନିଆରେ ଏପରି ବହୁ ଗୁଡିଏ କଥା ରହିଥାଏ । ଯାହାକୁ ଜାଣିବା ଓ ତାହାକୁ ଜାଣି କିଛି ଜ୍ଞାନ ଆହରଣ କରିବା ଦରକାର ହୋଇଥାଏ । ଯାହା ଦ୍ଵାରା ଜ୍ଞାନ ଜାଣି ନିଜେ ଉପକୃତ ହେବ ସହ ଅନ୍ୟ ସହିତ ମଧ୍ୟ ଜ୍ଞାନ ବାଣ୍ଟିବା ଦ୍ଵାରା ଜ୍ଞାନବର୍ଦ୍ଧକ ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରିବା ।

୧ – ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପିତା ପ୍ରଥମେ କିଏ କହିଥିଲେ ?

ଉତ୍ତର ;- ସୁବାଷ ଚନ୍ଦ୍ର ବୋଷ ।

୨ -ସବୁଠାରୁ ଅଧିକ ଗରମ ରକ୍ତ କେଉଁ ଜୀବର ?

ଉତ୍ତର ;- ଛେଳି ।

୩ – କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ଦାମ ?

ଉତ୍ତର ;- ଲାଲ ଚନ୍ଦନ ।

୪ -କେଉଁ ଦେଶରେ ଗୋଟିଏ ଜେଲ ନାହିଁ ?

ଉତ୍ତର ;- ନେଦରଲାଣ୍ଡ ।

୫ -ସୂର୍ଯ୍ୟ ନଗରୀ କାହାକୁ କୁହାଯାଏ ?

ଉତ୍ତର ;- ଯୋଧପୁର ।

୬ – ଭାରତ ଛାଡ ଆନ୍ଦୋଳନ ସ୍ଲୋଗାନ କିଏ ଦେଇଥିଲେ ?

ଉତ୍ତର ;- ମହାତ୍ମା ଗାନ୍ଧୀ ।

୭ – ରବର ଟାୟାର କିଏ ଆବିଷ୍କାର କରିଥିଲେ ?

ଉତ୍ତର ;- ଡନଲପ୍ ।

୮ – ଲୁହା ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର ;- ଭାରତ ।

୯ – କଣ ଖାଇଲେ ଜାଆଁଳା ଛୁଆ ଜନ୍ମ ହୁଅନ୍ତି ?

ଉତ୍ତର ;- ପାଳଙ୍ଗ ଓ ବିଟ୍ ।

୧୦ -କେଉଁ ରାଜ୍ୟରେ ମାତ୍ର ୨୨ ଟି ଜିଲ୍ଲା ରହିଛି ?

ଉତ୍ତର ;-  ହରିୟାଣା ।

୧୧ – ଶିଳାଙ୍ଗ କେଉଁ ରାଜ୍ୟର ରାଜଧାନୀ ଅଟେ ?

ଉତ୍ତର ;- ମେଘାଳୟ ।

୧୨ – ଉତ୍ତର ପ୍ରଦେଶର ସବୁଠାରୁ ବଡ ସହରର ନାମ କଣ ?

ଉତ୍ତର ;- କାନପୁର ।

୧୩ – କଳାମାଟିରେ କେଉଁ ଚାଷ କରାଯାଏ ?

ଉତ୍ତର ;- କପା ।

୧୪ – ଆମେରିକାର ଗାନ୍ଧୀ କାହାକୁ କୁହାଯାଏ ?

ଉତ୍ତର ;- ମାର୍ଟିନ ଲୁଥର ।

 

୧୫ – କେଉଁ ଦେଶରେ ମଧ୍ୟ ରାତ୍ରିରେ ସୂର୍ଯ୍ୟ ଉଦୟ ହୁଏ ?

ଉତ୍ତର ;- ନରୱେ ।

୧୬ – କେଉଁ ଦେଶରେ ସବୁଠାରୁ ଅଧିକ ଡାକଘର ରହିଛି ?

ଉତ୍ତର ;- ଭାରତ ।

ମଶା କେଉଁ ବ୍ଲଡ଼ ଗୃପ ବ୍ୟକ୍ତିକୁ ଅଧିକ କାମୁଡନ୍ତି ?

ଉତ୍ତର ;- O ଗୃପ ।

୧୭  – ସାପର ସମୁଦାୟ କେତୋଟି ଦାନ୍ତ ରହିଛି ?

ଉତ୍ତର ;- 200 ଦାନ୍ତ ।

୧୮  – ମଣିଷ ଆଖିର କେଉଁ ଭାଗ ଦାନ କରାଯାଏ ?

ଉତ୍ତର ;- କର୍ଣ୍ଣିଆ ।

 

୧୯ – ଶରୀରର କେଉଁ ଅଂଶରେ କେବେ ଝାଳ ବହେ ନାହିଁ ?

ଉତ୍ତର ;- ଓଠ ।

୨୦ – କେଉଁ ଜୀବର ରକ୍ତ କଳା ରଙ୍ଗର ହୋଇଥାଏ ?

ଉତ୍ତର ;- କଡକନାଥ କୁକୁଡା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ଜ୍ଞାନପୂର୍ଣ୍ଣ ପୋଷ୍ଟପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *