ବାଗେଶ୍ଵର ଧାମରେ ଜନ୍ମ ନେଲେ ପ୍ରଭୁ ହନୁମାନ… ସତହେଲା କି ମାଳିକା ବଚନ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସତ ହୋଗଲା ମାଳିକା ବଚନ ! ବାଗେଶ୍ଵର ଠାରେ ଜନ୍ମ ନେଲେ ପ୍ରଭୁ ହନୁମାନ ! ତେବେ ପୁଣି ଥରେ ଧରା ପୃଷ୍ଠରେ ଜନ୍ମ ନେଇଛନ୍ତି ସେହି ବୀର ପୁରୁଷ ଭଗବାନ ହନୁମାନ ! ତେବେ ଏହା ଶୁଣିକି ଆପଣ ଆଶ୍ଚର୍ଯ୍ୟଚକିତ ହୋଇପାରନ୍ତି କି ବିଶ୍ବାସ ମଧ୍ୟ ନକରିପାରନ୍ତି । ହେଲେ ଏହା ହେଉଛି ସଂପୂର୍ଣ୍ଣ ଏକ ସତ୍ୟ ଘଟଣା । ତେବେ ଏଠାରେ ଯାହା ମଧ୍ୟ ଘଟିଛି ବୋଲି ଶୁଣିବାର ଚର୍ଚା ହେଉଛି ।

ତାହା ଘଟିବ ବୋଲି ବହୁ ଆଗରୁ ମାଳିକାରେ ମଧ୍ୟ ଲେଖା ହୋଇସାରିଥିଲା । ଯାହାକି ଅତି ସୁସ୍ପଷ୍ଠ ଭାବରେ ମହାପୁରୁଷ ଅଚ୍ୟୁତ ଦାସଙ୍କ ୬୦୦ ବର୍ଷ ତଳର ପ୍ରାଚୀନ ଲେଖାରେ ହିଁ ରହିଥିଲା । ତେବେ ମାଳିକାରେ ଯାହା ମଧ୍ୟ କଥା ଲିପିବଦ୍ଧ ହୋଇ ରହିଛି । ଯାହା ଦିନକୁ ଦିନ ଗୋଟିଏ ପରେ ଗୋଟିଏ ସତ୍ୟ ହେବାରେ ଲାଗିଛି । ଯାହାକି ସବୁ ଲୋକ ଏହି କଥା ସହ ସଂପୂର୍ଣ୍ଣ ଭାବରେ ଅଗଗତ ମଧ୍ୟ ଅଛନ୍ତି ।

ତେବେ ଜଣେ ମହିଳାଙ୍କର କିଛି ବର୍ଷ ହେଲା ପିଲାଟିଏ ହେଇନଥିଲା । ଯେଉଁ କାରଣରୁ ନିଜ କୋଳରେ ଏକ ସନ୍ତାନଟିଏ ହେଉ ବୋଲି ନିଜର ମନବାଞ୍ଛା ଧରି ମହିଳା ଜଣଙ୍କ ବାଗେଶ୍ଵର ଧାମରେ ଥିବା ବାବାଙ୍କ ନିକଟକୁ ଯାଇଥିଲେ । ତେବେ ସେଠାରେ ଥିବା ବାବାଙ୍କ ନିକଟରେ ମହିଳା ଜଣଙ୍କ ନିଜର ସନ୍ତାନସନ୍ତତି ହେଉ ନାହିଁ ବୋଲି ଜଣାଇଥିଲେ । ତେବେ କିଛି ମାସ ଭିତରେ ଏକ ଅଲୌକିକ ଘଟଣା ବାଗେଶ୍ଵର ଧାମରେ ଦେଖିବାକୁ ମିଳିଥିଲା ।

ଅବିକଳ ଭଗବାନ ହନୁମାନଙ୍କ ରୂପରେ ପ୍ରଭୁ ଜନ୍ମ ନେଇଛନ୍ତି ଏହି କଳିଯୁଗରେ ଧରା ପୃଷ୍ଠରେ । ଯାହାକୁ ନେଇ ଏବେ ସବୁଆଡେ ଚର୍ଚା ହେଉଛି । ଏହା ସହିତ କାହିଁ କୁଆଡୁ ମଧ୍ୟ ବାଗେଶ୍ଵର ଧାମକୁ ଲୋକଙ୍କର ସୁଅ ମଧ୍ୟ ଛୁଟିବା ଆରମ୍ଭ ହୋଇଯାଇଛି । ତେବେ ଭାରତର ପଶ୍ଚିମ ପଟୁ ବିଦେଶୀ ଶତ୍ରୁ ମାନେ କୁଆଡେ କଟକ ଉପରେ ଆକ୍ରମଣ କରିବେ ।

ତାପରେ କଳିଯୁଗରେ ଜନ୍ମ ହୋଇଥିବା ମାନବଧାରୀ ପ୍ରଭୁ ହନୁମାନ ନିଜର ଭକ୍ତକୁ ରକ୍ଷା କରିବେ ବୋଲି ମାଲିକାରେ ଲେଖା ହୋଇଥିଲା । ତେବେ ସେହି ସମୟ କଣ ନିକଟବର୍ତ୍ତୀ ହୋଇଯାଇଛି । ମାଳିକାରେ ଲେଖା ହୋଇଥିବା ଭଗବାନ ହନୁମାନଙ୍କର କଥା ମଧ୍ୟ ସତ୍ୟ ହୋଇଯାଇଛି ବୋଲି ଚର୍ଚା ଉଠୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *