ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦେଶ ଦୁନିଆରେ ଏପରି ବହୁ ଗୁଡିଏ କଥା ରହିଥାଏ । ଯାହାକୁ ଜାଣିବା ଓ ତାହାକୁ ଜାଣି କିଛି ଜ୍ଞାନ ଆହରଣ କରିବା ଦରକାର ହୋଇଥାଏ । ଯାହା ଦ୍ଵାରା ଜ୍ଞାନ ଜାଣି ନିଜେ ଉପକୃତ ହେବ ସହ ଅନ୍ୟ ସହିତ ମଧ୍ୟ ଜ୍ଞାନ ବାଣ୍ଟିବା ଦ୍ଵାରା ଜ୍ଞାନବର୍ଦ୍ଧକ ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରିବା ।
୧ – ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରପିତା ପ୍ରଥମେ କିଏ କହିଥିଲେ ?
ଉତ୍ତର ;- ସୁବାଷ ଚନ୍ଦ୍ର ବୋଷ ।
୨ -ସବୁଠାରୁ ଅଧିକ ଗରମ ରକ୍ତ କେଉଁ ଜୀବର ?
ଉତ୍ତର ;- ଛେଳି ।
୩ – କେଉଁ ଗଛର କାଠ ସୁନା ଠାରୁ ବି ଅଧିକ ଦାମ ?
ଉତ୍ତର ;- ଲାଲ ଚନ୍ଦନ ।
୪ -କେଉଁ ଦେଶରେ ଗୋଟିଏ ଜେଲ ନାହିଁ ?
ଉତ୍ତର ;- ନେଦରଲାଣ୍ଡ ।
୫ -ସୂର୍ଯ୍ୟ ନଗରୀ କାହାକୁ କୁହାଯାଏ ?
ଉତ୍ତର ;- ଯୋଧପୁର ।
୬ – ଭାରତ ଛାଡ ଆନ୍ଦୋଳନ ସ୍ଲୋଗାନ କିଏ ଦେଇଥିଲେ ?
ଉତ୍ତର ;- ମହାତ୍ମା ଗାନ୍ଧୀ ।
୭ – ରବର ଟାୟାର କିଏ ଆବିଷ୍କାର କରିଥିଲେ ?
ଉତ୍ତର ;- ଡନଲପ୍ ।
୮ – ଲୁହା ର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର ;- ଭାରତ ।
୯ – କଣ ଖାଇଲେ ଜାଆଁଳା ଛୁଆ ଜନ୍ମ ହୁଅନ୍ତି ?
ଉତ୍ତର ;- ପାଳଙ୍ଗ ଓ ବିଟ୍ ।
୧୦ -କେଉଁ ରାଜ୍ୟରେ ମାତ୍ର ୨୨ ଟି ଜିଲ୍ଲା ରହିଛି ?
ଉତ୍ତର ;- ହରିୟାଣା ।
୧୧ – ଶିଳାଙ୍ଗ କେଉଁ ରାଜ୍ୟର ରାଜଧାନୀ ଅଟେ ?
ଉତ୍ତର ;- ମେଘାଳୟ ।
୧୨ – ଉତ୍ତର ପ୍ରଦେଶର ସବୁଠାରୁ ବଡ ସହରର ନାମ କଣ ?
ଉତ୍ତର ;- କାନପୁର ।
୧୩ – କଳାମାଟିରେ କେଉଁ ଚାଷ କରାଯାଏ ?
ଉତ୍ତର ;- କପା ।
୧୪ – ଆମେରିକାର ଗାନ୍ଧୀ କାହାକୁ କୁହାଯାଏ ?
ଉତ୍ତର ;- ମାର୍ଟିନ ଲୁଥର ।
୧୫ – କେଉଁ ଦେଶରେ ମଧ୍ୟ ରାତ୍ରିରେ ସୂର୍ଯ୍ୟ ଉଦୟ ହୁଏ ?
ଉତ୍ତର ;- ନରୱେ ।
୧୬ – କେଉଁ ଦେଶରେ ସବୁଠାରୁ ଅଧିକ ଡାକଘର ରହିଛି ?
ଉତ୍ତର ;- ଭାରତ ।
ମଶା କେଉଁ ବ୍ଲଡ଼ ଗୃପ ବ୍ୟକ୍ତିକୁ ଅଧିକ କାମୁଡନ୍ତି ?
ଉତ୍ତର ;- O ଗୃପ ।
୧୭ – ସାପର ସମୁଦାୟ କେତୋଟି ଦାନ୍ତ ରହିଛି ?
ଉତ୍ତର ;- 200 ଦାନ୍ତ ।
୧୮ – ମଣିଷ ଆଖିର କେଉଁ ଭାଗ ଦାନ କରାଯାଏ ?
ଉତ୍ତର ;- କର୍ଣ୍ଣିଆ ।
୧୯ – ଶରୀରର କେଉଁ ଅଂଶରେ କେବେ ଝାଳ ବହେ ନାହିଁ ?
ଉତ୍ତର ;- ଓଠ ।
୨୦ – କେଉଁ ଜୀବର ରକ୍ତ କଳା ରଙ୍ଗର ହୋଇଥାଏ ?
ଉତ୍ତର ;- କଡକନାଥ କୁକୁଡା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ଜ୍ଞାନପୂର୍ଣ୍ଣ ପୋଷ୍ଟପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ