ସକାଳ ସମୟରେ ଏହି ପ୍ରାଥନା କରନ୍ତୁ… ସବୁ ଦୁଃଖ ଦୂର ହେବ, ମନୋସ୍କାମନା ଶୀଘ୍ର ପୂରଣ ହେବ !

ବନ୍ଧୁଗଣ ସକାଳୁ ପ୍ରାତଃ ଉଠିବା ଦ୍ଵାରା ବହୁତ ଭାଲ ବୋଲି ମନା ଯାଇଥାଏ । ତେବେ ସକାଳୁ ଶୀଘ୍ର ଉଠି ପ୍ରାଥନା କରିବା ଦ୍ଵାରା ମଧ୍ୟ ବ୍ୟକ୍ତିର ମନ ପ୍ରଫୁଲ୍ଲିତ ରହିବା ସହ ଆଧ୍ୟାତ୍ମିକ ଭାବନା ମନରେ ଆସିଥାଏ । ଯାହା ଦ୍ଵାରା ସେହି ବ୍ୟକ୍ତି ନିଜ ଜୀବନରେ ବହୁ କିଛି ଉନ୍ନତି କରିଥାଏ । ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ଏହି ଚମତ୍କାରୀ 1 ମନ୍ତ୍ରକୁ ଊଚାରଣ କରିବେ । ତେବେ ଆପଣଙ୍କର ବହୁବିଦ୍ଧ ମଙ୍ଗଳ ନିଜର ତଥା ନିଜ ପରିବାରରେ ହୋଇଥାଏ ।

ସେହି ବ୍ୟକ୍ତିର ଜୀବନରୁ ଅଭାବ, ଅନାଟନ ମଧ୍ୟ ଧୀରେ ଧୀରେ ଦୂର ହେବାରେ ଲାଗିଥାଏ । ଏଥିସହ ଘରପରିବାରରେ ସର୍ବଦା ଶାନ୍ତିର ପରିବେଶ ଦେଖିବବାକୁ ମିଳିବ । ଯଦି କୌଣସି ପରିବାରର ଜଣେ ବି ସଦସ୍ୟ ସକାଳଉ ଉଠି ଏହି ମନ୍ତ୍ରଟିକୁ ଜପ କରିଥାଏ । ତେବେ ସେହି ବ୍ୟକ୍ତି କରିଥିବା ଭାଲ କର୍ମର ଫଳର ପ୍ରଭାବ ପୁରା ପରିବାର ଉପରେ ଦେଖିବାକୁ ମିଳିଥାଏ ।

ଏହା ଦ୍ଵାରା ଘରେ ସକାରାତ୍ମକ ଊର୍ଜାର ମଧ୍ୟ ସଂଚାର ଘଟିଥାଏ । ତେବେ ଏହି ବିଶେଷ ଏକ ମନ୍ତ୍ର ଶାସ୍ତ୍ରରେ ବର୍ଣ୍ଣିତ ରହିଛି । ଯାହା ଦ୍ଵାରା ବ୍ୟକ୍ତିକୋ କୋଟି ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ବ୍ୟକ୍ତିର ଅନେକ କିଛି ମନୋସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ । କୌଣସି ବ୍ୟକ୍ତି ଯଦି ଘରେ କୌଣସି ପ୍ରାଥନା ବା ମନ୍ତ୍ର ଊଚାରଣ କରିଥାଏ । ତାହା ଦ୍ଵାରା ସେହି ପ୍ରାଥନା ବା ମନ୍ତ୍ର ଊଚାରଣରୁ ସୃଷ୍ଟି ହେଉଥିବା ଧ୍ଵନି ସେହି ବ୍ୟକ୍ତିର କାନରେ ପଡିବା ସହ ସଂପୂର୍ଣ୍ଣ ଘର ପରିବାର ମଧ୍ୟ ଏହାକୁ ଶୁଣିପାରିଥାନ୍ତି ।

ଯାହା ଦ୍ଵାରା ବ୍ୟକ୍ତିର ଜ୍ଞାନେନ୍ଦ୍ରିୟ ଓ ମାଂସପେଶୀ ଖୋଲିଯାଇଥାଏ । ମନରେ ଅନେକ ପ୍ରକାର ପଜିଟିଭ ଭାବନା ମଧ୍ୟ ଆସିଥାଏ । ତେଣୁ ସକାଳୁ ଶୀଘ୍ର ଉଠି ନିଜର ମୁହଁ ଧୋଇ ଦେଇ ଉତ୍ତର ଦିଗକୁ ମୁଖ କରି ବସିବା ଉଚିତ । ଏହାପରେ ହନୁମାନ ଚାଳିଶାକୁ ଗୋଟିଏ ଥର ଜପ କରନ୍ତୁ ।

ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ପାଠ କରୁଥାଏ । ସେହି ବ୍ୟକ୍ତିର ସବୁ ଅସୁବିଧା ପରିସ୍ଥିତିକୁ ଭଗବାନ ବଜରଙ୍ଗୀବାଳୀ ଦୂର କରିଦେଇଥାନ୍ତି । ଏହାପରେ ଆପଣ ଭଗବାନ ଭୋଳାଶଙ୍କରଙ୍କର ଓମ୍ ନମଃ ଶିବାୟ ମନ୍ତ୍ରଟିକୁ ଜପ କରନ୍ତୁ । ଆପଣ ଯଦି ଚାହୁଁଥିବେ ।

ତେବେ ଭଗବାନ ମହାଦେବଙ୍କର ଅନ୍ୟ କୌଣସି ମନ୍ତ୍ର ମଧ୍ୟ ଜପ କରିପାରିବେ । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସବୁ ବାଧାବିଘ୍ନ ପ୍ରଭୁ ଭୋଳାଶଙ୍କର ଦୂର କରିଥାନ୍ତି । ଆପଣଙ୍କ ଜୀବନର ସବୁ ଶତ୍ରୁଙ୍କୁ ପ୍ରଭୁ ଆପଣଙ୍କ ଠାରୁ ଦୂର କରିଦେଇଥାନ୍ତି । ଏଥିସହ ଆପଣଙ୍କୁ ଉନ୍ନତିର ମଗରେ ମଧ୍ୟ ପ୍ରଭୁ ପରିଚାଳିତ କରିଥାନ୍ତି । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *