ଜୟ ହୋ NCB ! Aryan, ତୁମ ବାପା ଶାହାରୁଖ ଯାହା ଦେଇ ପାରିଲାନି ତାହା ଜେଲ୍ ଆଉ NCB ତୁମକୁ ଦେଲା, Aryan Khan ଙ୍କ ମାମଲାରେ କିଛି ଏମିତି କହିଲେ Ram Gopal Varma, ଦେଖନ୍ତୁ Video

ବନ୍ଧୁଗଣ ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆରିୟାନ ଖାନ ବର୍ତ୍ତମାନ ସମସ୍ତ ସ୍ଥାନରେ ଚର୍ଚାରେ ଅଛନ୍ତି । ଡ୍ର-ଗ୍ସ କେ-ସ-ରେ ଫ-ସି-ଥି-ବା ଅରିୟାନ ବହୁତ କମ ବର୍ଷ ବୟସରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପିଲା ଦିନରୁ ଲକ୍ଜରି ଲାଇଫରେ ବଞ୍ଚୁ ଥିବା ଅରିୟାନଙ୍କୁ ବର୍ତ୍ତମାନ ଜେ-ଲ-ରେ ରହିବାକୁ ପଡୁଛି । ଗତ ଅକ୍ଟୋବର ୨ ତାରିଖରେ ଆରିୟାନଙ୍କୁ ବେ-ଲ ମିଳି ନାହିଁ ।

ଅରିୟାନଙ୍କ ବେ-ଲ ପାଇଁ ତାଙ୍କ ପରିବାର ଲୋକ ବହୁତ ଚିନ୍ତାରେ ଅଛନ୍ତି । ଏହି ସମୟରେ ଶାହରୁଖ ନିଜ ଓକିଲକୁ ବଦଳାଇ ଛନ୍ତି । ପ୍ରଥମେ ଶାହରୁଖ ସତିଶ ମନସିନ୍ଦେଙ୍କୁ ନିଜ ପୁଅ ପାଇଁ ଛିଡା କରେଇ ଥିଲେ ହେଲେ ଏବେ ସେ ଅମିତ ଦେସାଇଙ୍କୁ ରଖିଛନ୍ତି । ଅମିତ ଦେସାଇ ଗୋଟେ ସମୟରେ ସଲମାନ ଖାନଙ୍କୁ ହି-ଟ ଆ-ଣ୍ଡ ର-ନ କେ-ସ-ରେ ବଞ୍ଚାଇ ଥିଲେ । ଅରିୟାନଙ୍କୁ ବର୍ତ୍ତମାନ ଅନେକ ବଲିଉଡ କଳାକାରଙ୍କ ସମର୍ଥନ ମିଳୁଛି ।

ଶାହରୁଖଙ୍କୁ ସମର୍ଥନ ଦେବା ଲିଷ୍ଟରେ ବର୍ତ୍ତମାନ ବଲିଉଡର ଫେମସ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନାମ ବି ଯୋଡା ଯାଇଛି । ସେ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ଦ୍ଵାରା ଶାହରୁଖ ଖାନଙ୍କୁ ସମର୍ଥନ ଦେଇଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବଲିଉଡର ଫେମସ ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟରେ ଲେଖିଛନ୍ତି- ‘ଗୋଟେ ବାପା ହେବା ହେତୁ ଶାହରୁଖ ନିଜ ପୁଅ ଆରିୟାନଙ୍କୁ କେବଳ ସୁପର ଷ୍ଟାର ବନେଇ ପାରିବେ । ହେଲେ ଆରିୟାନଙ୍କୁ ସୁପର ଷ୍ଟାର କରିବା ପଛରେ ଏନସିବିର ବି ବିଶେଷ ଭୂମିକା ରହିଛି । ଆରିୟାନଙ୍କୁ ଏହି ପରିସ୍ଥିତିରେ ବହୁତ କିଛି ଶିଖିବାକୁ ମିଳିଛି ଓ ତାଙ୍କୁ ଏହା ତାଙ୍କ ଜୀବନରେ ବହୁତ ସହାୟକ କରିବ’ ।

ଏହା ପରେ ଆଗକୁ ରାମ ଗୋପାଳ ଲେଖିଛନ୍ତି- ‘ମୁ ଏହି କଥା ସର୍ତ୍ତ ଲଗାଇ କହିପାରିବି ଯେ, ଅରିୟାନ ଖାନ ଭବିଷ୍ୟତରେ କହିବେ ମୁ ମୋର ପିତା ଠାରୁ ଅଧିକ ଜେ-ଲ ଆଉ ଏନସିବି ଠାରୁ ଜୀବନ ବିଷୟରେ ଶିଖିଲି । ନିଜ ପୁଅକୁ ସୁପର ଷ୍ଟାର କରେଇବା ପାଇଁ ଶାହରୁଖ ଏନସିବିକୁ ଧନ୍ୟବାଦ କହିବା ଉଚିତ । ଶାହରୁଖଙ୍କ ଅସଲି ଫ୍ୟାନ ହୋଇଥିବାରୁ ମୁ କେବଳ ଏହା ହିଁ ଚି-ତ୍କା-ର କରି କହିବି, ଜୟ ଏନସିବି’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାମ ଗୋପାଳ ବର୍ମାଙ୍କ ଏହି ସମର୍ଥନ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *