Manish Anurag ମୃତ୍ୟୁ ମାମଲା: ଦେଖନ୍ତୁ କିପରି ଥିଲା ହୋଟେଲ South City ରେ ସାଙ୍ଗମାନଙ୍କ ସହିତ ମନୀଷଙ୍କ ରଙ୍ଗୀନ ରାତି, ଭାଇରାଲ ହେବାରେ ଲାଗିଛି ଆଉ ଏକ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ରହସ୍ୟ ମୟୀ ଏବଂ ଆଶ୍ଚର୍ଯ୍ୟ ଜନକ ଖବର ହେଉଛି ସାମ୍ବାଦିକ ନବୀନ ଦାସ ଙ୍କ ପୁଅ ମନୀଷ ଅନୁରାଗ ଙ୍କ ସ-ନ୍ଦେ-ହ ଜନକ ମୃ-ତ୍ୟୁ କୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚିତ ରହୁଛି । ତେବେ କିଏ କିପରି ଏବଂ କାହିଁକି ମନୀଷ ଙ୍କୁ ମା-ରି-ଲା ତାହା ବର୍ତ୍ତମାନ ସୁଦ୍ଧା କିଛି ଜଣା ପଡି ନାହିଁ । ତେବେ ବାପା ନବୀନ ଦାସ ଙ୍କ କହିବା କଥା କି ତାଙ୍କ ପୁଅ କୁ ତାଙ୍କ ସାଙ୍ଗ ମାନେ ଅ-ପ-ହ-ର-ଣ କରି ମା-ରି ଦେଇଛନ୍ତି ।

ତେବେ ମୃ-ତ୍ୟୁ ର ରହସ୍ୟ କଣ ତାହା ପୋଲିସ ବର୍ତ୍ତମାନ ତ-ଦ-ନ୍ତ କରୁଛି । ତେବେ ମନୀଷ ଅନୁରାଗଙ୍କ ମୃ-ତ୍ୟୁ ଘଟଣାରେ ଧିରେ ଧିରେ ଗୁ-ମ-ର ଫି-ଟୁ ଥିବାବେଳେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଗତ ଶନିବାର ରାତିରେ ମନୀଷ ସାଙ୍ଗମାନଙ୍କ ସହ ହୋଟେଲ୍‌ ସାଉଥ୍‌ ସିଟିକୁ ଯାଇଥିଲେ । ତେବେ ହୋଟେଲ୍‌ରେ ବିଲ୍ ପେମେଣ୍ଟକୁ ନେଇ ସାଙ୍ଗମାନଙ୍କ ସହ ମନୀଷ ବଚସା ହୋଇଥିଲା ବୋଲି ସୂଚନା ମିଳିଛି ।

ଏସବୁ ଭିତରେ ଏବେ ଚର୍ଚ୍ଚାରେ ଅଛି ଭୁବନେଶ୍ୱର ଉପକଣ୍ଠ ପାତ୍ରପଡ଼ାରେ ଥିବା ହୋଟେଲ ସାଉଥ୍ ସିଟି । ରାତିରେ ରଙ୍ଗୀନ ହେଉଥିଲା ଏହି ବାର୍ କମ୍ ରେଷ୍ଟୁରାଣ୍ଟ । ଉଡୁଥିଲା ଟଙ୍କା । ବିଳମ୍ବିତ ରାତି ଯାଏ ଜମୁଥିଲା ନାଚଗୀତର ଆସର । ମନୀଷ ମଧ୍ୟ ଏହି ରଙ୍ଗୀନ ରାତିରେ ନୃତ୍ୟ କରୁଥିଲେ ତେବେ କରୋନା କଟକଣା ସତ୍ତ୍ୱେ ବିଳମ୍ବିତ ରାତି ଯାଏ ବାର୍ ଚାଲୁଥିଲେ ମଧ୍ୟ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିଲା ? ଏହାର କାରଣ କ’ଣ ?

ସୂଚନା ଅନୁସାରେ, ଏହି ବାର୍‌କୁ ଜଣେ ପୋଲିସ କର୍ମଚାରୀ ଚଳାଉଥିଲେ । ଲି-ଜ୍‌-ରେ ନେଇ ସେ ଏହି ବାର୍‌କୁ ଚଳାଉଥିଲେ ବୋଲି ଚର୍ଚ୍ଚା ହେଉଛି । ଏ ଦିଗରେ ମଧ୍ୟ ବର୍ତ୍ତମାନ କମିଶନରେଟ ପୋଲିସ ଛାନ୍‌ଭିନ୍‌ କରୁଛି ।  ଅନ୍ୟପକ୍ଷେ, ଗତ ରବିବାର ଭୋର୍‌ ସମୟରେ ମନୀଷଙ୍କ ପାଖକୁ ୨ଟି ପର୍ଯ୍ୟାୟରେ ପରିବାର ଲୋକ ଅନ୍‌ଲାଇନ୍‌ରେ ଟଙ୍କା ପଠାଇ ଥିଲେ ।  ମାମଲାର ତ-ନା-ଘ-ନା ଭିତରେ ସାମ୍ନାକୁ ଆସିଛି ଏହି ତଥ୍ୟ ।

ଅସୁବିଧାରେ ପଡ଼ିଥିବା କହି ରବିବାର ଭୋରରେ ମନୀଷ ଘର ଲୋକଙ୍କୁ ଫୋନ୍ କରି ଜଣାଇଥିଲେ । ଏ ବାବଦକୁ ସେ ଟଙ୍କା ମାଗିଥିଲେ । କିଛି ଲୋକେ ତାଙ୍କୁ ମା-ର-ପି-ଟ କରିବା ସହ ଟଙ୍କା ମାଗୁଥିବା କହିବା ପରେ ଘର ଲୋକେ ତାଙ୍କୁ ଟଙ୍କା ପଠାଇଥିଲେ । ତେବେ ଏହାର କଣ ରହସ୍ୟ ରହିଛି ଏ ସବୁ ପୋଲିସ ବର୍ତ୍ତମାନ ତ-ଦ-ନ୍ତ କରିବାରେ ଲାଗିଛି ଏବଂ ଆଶା କରୁଛୁ କି ବହୁତ ଶୀଘ୍ର ମୁଖ୍ୟ ଅ-ପ-ରା-ଧୀ ଧରା ପଡିଯିବେ ।

Leave a Reply

Your email address will not be published. Required fields are marked *