Tirupati Balaji ମନ୍ଦିରର ଏମିତି 10 ଟି ରହସ୍ୟ ଯାହା ଦେଖି ବୈଜ୍ଞାନିକ ମାନେ ବି ହେଲେ ଆଶ୍ଚର୍ଯ୍ୟ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ତିରୁପତି ବାଲାଜି ମନ୍ଦିର ବିଷୟରେ ନିଶ୍ଚୟ ଶୁଣିଥିବେ । ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ଏହି ମନ୍ଦିରଟିକୁ କେହି ବନେଇ ନାହାନ୍ତି । ଏହି ମନ୍ଦିରରେ ଭଗବାନ ସ୍ଵୟଂ ପ୍ରକଟ ହୋଇଥିଲେ । ଏହି ମନ୍ଦିରଟି ହେଉଛି ସ୍ଵାମୀ ଭେଙ୍କେଟେଶ୍ଵରଙ୍କର । ସ୍ଵାମୀ ଭେଙ୍କେଟେଶ୍ଵରଙ୍କ ଏହି ମୂର୍ତ୍ତିରେ ତାଙ୍କର ଅସଲି କେଶ ଅଛି । ତିରୁପତି ବାଲାଜି ମନ୍ଦିର ସର୍ବାଧିକ ପ୍ରସିଦ୍ଧ ମନ୍ଦିର ଗୁଡିକ ମଧ୍ୟରୁ ଗୋଟିଏ ଅଟେ ।

ଏହି ମନ୍ଦିର ସହ ଜଡିତ ଅନେକ ରହସ୍ୟ ରହିଛି ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମନ୍ଦିର ସହ ଜଡିତ ସେହି ସମସ୍ତ ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସ୍ଵାମୀ ଭେଙ୍କେଟେଶ୍ଵରଙ୍କୁ ବିଷ୍ଣୁ ଭଗବାନଙ୍କ ସ୍ୱରୂପ ମାନା ଯାଇଥାଏ । ଏହି ମନ୍ଦିରଟି ଆନ୍ଧ୍ର ପ୍ରଦେଶର ଚିତୋର ଜିଲ୍ଲାରେ ଅବସ୍ଥିତ ।

ଏହି ମନ୍ଦିରର ଇତିହାସ ପଞ୍ଚମ ଶତାଦ୍ଧିରୁ ଆରମ୍ଭ ହୋଇଛି । ଭଗବାନ ଭେଙ୍କେଶ୍ଵରଙ୍କ ମୂର୍ତ୍ତି କେହି ବି ବନେଇ ନାହାନ୍ତି । ଏହି ମୂର୍ତ୍ତିଟି ସ୍ଵୟଂ ଏହି ସ୍ଥାନରେ ପ୍ରକଟ ହୋଇଛି । ବାଲାଜିଙ୍କ ମୂର୍ତ୍ତିରେ ଅସଲ ରେଶମ କେଶ ଅଛି ଓ ଏହି କେଶରେ କେବେବି କୁଞ୍ଚ ପଡେ ନାହିଁ । ବନ୍ଧୁଗଣ ଏହି ମନ୍ଦିରରେ କେଶ ଦାନ କରିବାର ଏକ ବଡ ମହତ୍ଵ ରହିଛି । ମନସ୍କାମନା ପୂରଣ ହେବା ପାଇଁ ଲୋକମାନେ ଏହି ସ୍ଥାନରେ କେଶ ଅର୍ପଣ କରନ୍ତି । ସବୁଦିନ ପାଖାପାଖି ୨୦ ହଜାର ଲୋକ ଏହି ସ୍ଥାନରେ କେଶ ଅର୍ପଣ କରନ୍ତି ।

ମନ୍ଦିରରେ ଥିବା ପ୍ରତିଭାକୁ ଦେଖି ଯଦି ଧ୍ୟାନରେ ଶୁଣିବେ ତା ହେଲେ ସେଥି ମଧ୍ୟରୁ ଲହରର ଧ୍ୱନି ଶୁଣା ଯାଇଥାଏ । ଏହି ମନ୍ଦିରରୁ ପାଖାପାଖି ୨୩ କିଲୋମିଟର ଦୂରରେ ଏକ ଗାଁ ରହିଛି । ସେହି ଗାଁର ଲୋକମାନେ ପ୍ରାଚୀନ ପ୍ରଥାର ପାଳନ କରି ଜୀବନ ଅତିବାହିତ କରନ୍ତି । ସେହି ଗାଁର ନାମ କାହାକୁ ବି ହେଲେ ଜଣା ନାହିଁ ଓ ବାହାରୁ ଆସିଥିବା ଲୋକମାନଙ୍କ ପାଇଁ ସେହି ଗାଁର ପ୍ରବେଶ ନି-ଷେ-ଧ ଅଛି ।

ସେହି ଗାଁରୁ ଆସିଥିବା ସମସ୍ତ ଫଳ, ଫୁଲ ଓ ଭୋଗ ଆଦି ଭଗବାନ ବାଲାଜିଙ୍କ ପୂଜାରେ ବ୍ୟବହାର କରାଯାଇଥାଏ । ବନ୍ଧୁଗଣ ବାଲାଜି ମନ୍ଦିରରେ ଏକ ଦୀପ ଅଛି ଯାହା ଗତ ହଜାର ହଜାର ବର୍ଷ ହେବ ଜଳୁଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସେହି ଦୀପରେ କୌଣସି ତେଲ ବା ଘିଅ ଦିଆଯାଉ ନାହିଁ ।

ଅନ୍ୟ ମନ୍ଦିର ପରି ଏହି ମନ୍ଦିରରେ ମଧ୍ୟ ତୁଳସୀ ପତ୍ର ଭୋଗ ରୂପେ ଚଢା ଯାଇଥାଏ ହେଲେ ତୁଳସୀ ପତ୍ରକୁ ପ୍ରସାଦ ରୂପେ ଭକ୍ତ ମାନଙ୍କୁ ଦିଆଯାଇ ନଥାଏ । ସେହି ତୁଳସୀ ପତ୍ରକୁ ମନ୍ଦିର ପରିଷଦରେ ଥିବା ଏକ କୂପରେ ପକା ଯାଇଥାଏ । ତା ହେଲେ ବନ୍ଧୁଗଣ ବାଲାଜି ମନ୍ଦିର ସହ ଜଡିତ ଏହି ସବୁ ରହସ୍ୟ ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *