Prakruti ଙ୍କ ମା’ ନିଜ ଝିଅକୁ Support କରି କହିଲେ ‘ଏତେ ଅଭଦ୍ର ସେ ପରିବାର, ମୋ ଝିଅକୁ ରାସ୍ତା ମଝିରେ ଗୁଣ୍ଡା ଲଗେଇ…’ Video ଦେଖିଲେ ମୁଣ୍ଡରେ ହାତ ଦେବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତିଙ୍କ ମା’ କହିଛନ୍ତି ଯେ ଯେହେତୁ ଜୀବନ ଅଛି ଏଣୁ ସମସ୍ୟା ନିଶ୍ଚିତ ଭାବରେ ରହିବ । ଏବଂ ଯେହେତୁ ଏହା ଏକ ଚଳଚିତ୍ର ଦୁନିଆ ଏଠାରେ ଅନେକ ଛୋଟ ମୋଟ ଘଟଣା ନିଶ୍ଚିତ ଭାବରେ ଘଟେ । ଏବଂ ଏଥି ନିମନ୍ତେ ଏହା ଘଟିଥାଏ ଯେ ତୃତୀୟ ଲୋକର କିଛି ପ୍ରୋବ୍ଲେମ ରହିଥାଏ, ତେବେ ସେ ଯାହା ମଧ୍ୟ ହେଉ ଏହିଭଳି ଘଟେ । ମାତ୍ର ଯଦି କିଛି ଏହିଭଳି ହୋଇଛି ତେବେ ଆମ୍ଭେ ଆଇନର ସହାୟତା ନେଇ ପାରିଥାନ୍ତେ । ମାତ୍ର ଯେଉଁ ଘଟଣା ରାସ୍ତାରେ ଘଟିଲା ତାହା ଆଦୌ ଘଟିବାର ନଥିଲା ।

ତେବେ ଯେଉଁଭଳି ଭାବରେ ଏକ ଅଭଦ୍ରାମିର ପରିଚୟ ସେହି ପରିବାର ଦେଲେ, ତଥା ଯେଉଁଭଳି ଭାବରେ ତୃପ୍ତି ନିଜ ବାପାଙ୍କୁ ଆଣି ଗୁଣ୍ଡା ଆଣି ପ୍ରିପ୍ଲାନିଂ କରି ପିଲାଧରି ସୁ-ଟି-ଙ୍ଗ କରିଲେ । ମାତ୍ର ଯେଉଁଭଳି ଚୁଟିଝିଙ୍କି ରାସ୍ତାରେ ଏହିଭଳି ଅଭଦ୍ରାମି କରିଲେ ତାହା ଆଦୌ ଭଦ୍ରାମି ର ପରିଚୟ ଦିଏନାହିଁ ବୋଲି କହିଛନ୍ତି କ୍ରୀଷ୍ଣ ମିଶ୍ର । ମାତ୍ର ପ୍ରକୃତି ୮ ବର୍ଷ ହେଲା ବାହାରେ ରହୁଛନ୍ତି ଏବଂ ବାବୁସାନ ସହିତ ମଧ୍ୟ ଗୋଟିଏ ଚଳଚିତ୍ର କରିଥିଲେ ଦଶମ ଶ୍ରେଣୀରେ ।

ବର୍ତ୍ତମାନ ପ୍ରେମମ କରିଛନ୍ତି ବୋଲି କହିଛନ୍ତି ପ୍ରକୃତିଙ୍କ ମା । ଇଣ୍ଡଷ୍ଟ୍ରିରେ ହିରୋ ହିରୋଇନ ମାନେ ଏକାଠି ବସନ୍ତି ତଥା ରୁହନ୍ତି ଏହା ସମସ୍ତେ ଜାଣିଛନ୍ତି । ମାତ୍ର ଯଦି ସେହିଭଳି କିଛି ସନ୍ଦେହ ଥିଲା ତେବେ ଆଇନଗତ ସହାୟତା କାହିଁକି ନେଲେନାହିଁ ? ମାତ୍ର ପ୍ରକୃତି ଗୋଟେ ଝିଅ କିନ୍ତୁ ତୃପି କେବଳ ଗୋଟିଏ ଝିଅ ନୁହେଁ, ସେ ଜଣେ ଝିଅ, ଗୋଟିଏ ବୋହୁ, ଗୋଟିଏ ମା’ ଅଟନ୍ତି ।

ମାତ୍ର ଏ ସବୁ କରିବା ପୂର୍ବରୁ ତୃପ୍ତି ଥରେ ଜଣାଇଥିଲେ କି ପ୍ରଶ୍ନ କରିଛନ୍ତି ପ୍ରକୃତିଙ୍କ ମା’ । ପ୍ରଥମେ ବାବୁସାନ ଙ୍କ ପୁଅଙ୍କୁ ସମ୍ଭାଳିବାର କର୍ତବ୍ୟ ତାଙ୍କ ମାତା ପିତାଙ୍କର । ଏହାପରେ ଯିଏ ଦ୍ଵିତୀୟ ବ୍ୟକ୍ତି ତାଙ୍କୁ କହିବେ । ମାତ୍ର ନିଜ ପୁଅକୁ ବୁଝାଇବା ବଦଳରେ ଅନ୍ୟକୁ କହିବାର କିଛି ଅର୍ଥ ନାହିଁ । ଏହି ବାବଦରେ ମହିଳାକର୍ମୀ ଜୟଶ୍ରୀ ମହାପାତ୍ର କହିଛନ୍ତି ଯେ ମଣିଷର ଶରୀର ଭାବଢଙ୍ଗରୁ ସବୁକିଛି ଅନୁମାନ କରାଯାଇପାରିବ ।

ଉଭୟଙ୍କ ପକ୍ଷରୁ ଯଦି ନୈତିକତା ରକ୍ଷା କରିଥାନ୍ତେ ତେବେ ଓଡିଶା ବାସୀଙ୍କର ପ୍ରଶଂସାଟି ସନ୍ନମାନରେ ବଦଳିଯିବ । ତେବେ ଏଠାରେ ପ୍ରଶ୍ନ ଯଦି ପ୍ରକୃତିଙ୍କର ବମ୍ବେ ଯିବାର ଥିଲା ତେବେ ତାଙ୍କ ପରିବାର ଲୋକେ କାହିଁକି ନେଇ ଗଲେନାହିଁ ? ବନ୍ଧୁଗଣ ବର୍ତ୍ତମାନ ଏହିଭଳି ଅନେକ ପ୍ରଶ୍ନ ଆଇନଜୀବୀ ତଥା କିଛି କଳାକାର ମାନେ ମଧ୍ୟ ପ୍ରଶ୍ନ କରିଛନ୍ତି । ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *