ମନ୍ମଥ ବାବୁ ଆପଣଙ୍କ ଝିଅ ଆପଣଙ୍କ ହାତରେ ନାହିଁ ତ ଆଉ କାହା ହାତରେ ଅଛି ? ‘ମା’ ମୁହଁ ପାଇ ହାତରୁ ଖସିଯାଇଛି…ଯଦି ଆପଣ ତାକୁ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଆଇନଜୀବୀ ମୋନାଲିସା ଗନ୍ତାୟତ କହିଛନ୍ତି ମନ୍ମଥ ମିଶ୍ର କହିଛନ୍ତି ଯେ ମୋ ଝିଅ ମୋ ହାତରେ ନାହିଁ । ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ଯେ ଆପଣଙ୍କ ଝିଅ ବର୍ତ୍ତମାନ କାହା ହାତରେ ଅଛି ? ବାବୁସାନଙ୍କ ମୁଣ୍ଡରେ ପସିବାର ଅଛି ଯେ ତାଙ୍କର ମା’ ଯିଏ ଜନ୍ମ କରିଥିବା ମା’ କେତେ ଦୁଖଃ ତଥା ସେ କେତେ ଭାଙ୍ଗିପଡିଛନ୍ତି ? ଏହା ପଛର ଦୁଖଃ କିଏ ଦେଇଛି ? ତେବେ ତୃପ୍ତି କହିଥିଲେ ଯେ ବାବୁସାନଙ୍କର ମାନସିକ ସ୍ଥିତି ଠିକ ନଥିଲା ଏବଂ ଠିକ ସେହି ସମୟରେ ପ୍ରକୃତିମିଶ୍ର ତାଙ୍କ ଲାଇଫକୁ ଏଣ୍ଟ୍ରି ମାରିଲେ ।

ତେବେ ପ୍ରକୃତିଙ୍କ ଏହିଭଳି ବୁଝିବା ଦରକାର ଥିଲା ଯେ ସେ ସ୍ଵାମୀ ସ୍ତ୍ରୀ ଏବଂ ସେମାନେ ବହୁତ ଖୁସିରେ ଥିଲେ । ଏଠାରେ ଅଧିକ ଗୁରୁତ୍ଵର ରୋଲ ରହୁଅଛି ପ୍ରକୃତିମିଶ୍ରଙ୍କର । ସେ ନିଜକୁ ବାବୁସାନଙ୍କ ଠାରୁ ଦୂରେଇ ରଖିବା ହେଉଛି ବୁଦ୍ଧିମତାର କାମ । ମାତ୍ର ତୃପ୍ତି ମହାନ୍ତି କ୍ଲିୟରରେ କହିଛନ୍ତି ଯେ ଦେଢ ବର୍ଷ ହେବ ମୋର ଜୀବନ ସଂପୂର୍ଣ୍ଣ ଭାବରେ ବର୍ବାଦ ହୋଇଗଲାଣି ।

ସ୍ଵାମୀ ଘରକୁ ଆସୁନାହାଁନ୍ତି । ସେ ନିଜର ବୈବାହିକ ଦୁଖକୁ ଲୋକଙ୍କ ଆଗରେ ଜଣାଇଛନ୍ତି । ମାତ୍ର ଏଥିରେ ବିବେକ ଥିବା ଝିଅ ଯିଏ କହୁଛି ଯେ ମୁଁ ନ୍ୟାସନାଲ ଆୱାର୍ଡ ପାଇଛି, ତେବେ ଚିନ୍ତା କରିବା କଥା ଯେ ସେ କେତେ ଜଣଙ୍କ ଜୀବନକୁ ସଜାଡି ପାରୁଛନ୍ତି ? ପ୍ରକୃତି ମିଶ୍ର ଯାହା କହିଛନ୍ତି ଯେ ମୋର ଯେତେ ଇନକମ ସେଥିରେ ମୁଁ ୧୦ ଟା ଘରକୁ ଚଳାଇ ପାରିବି ମାତ୍ର ସାରା ଓଡିଶା ବାସୀ ପ୍ରକୃତିଙ୍କ ଉପରେ ହସୁଛନ୍ତି ।

ଏବଂ ପୁଷ୍ପ ପଣ୍ଡା ଗୋଟିଏ ଭଲ କଥା କହିଛନ୍ତି ଯେ ତୁମ୍ଭେ ମାନେ କିଏ ଯେ ଜଣଙ୍କ ଲାଇଫରେ ଆସି ଜଣଙ୍କ ଜୀବନ ତଥା ପରିବାରକୁ ନଷ୍ଟ କରିବା ? କାରଣ ଏହା ଏକ ପରିବାର କଥା । ଯେହେତୁ ଏହା ଫ୍ୟାମିଲି ମ୍ୟାଟର ଅଟେ ତେବେ ବାବୁସାନ ନିଶ୍ଚିତ ଭାବରେ ନିଜର ପ୍ରତିକ୍ରିୟା ରଖିବେ ଯେ ସେ କ’ଣ ଚାହୁଁଛନ୍ତି ? ହିନ୍ଦୁ ସମାଜରେ ପ୍ରଥମ ସ୍ତ୍ରୀ ଥାଉ ଥାଉ ଆପଣ ଦ୍ଵିତୀୟ ସ୍ତ୍ରୀ ରଖି ପାରିବେ ନାହିଁ । ପ୍ରଥମ ସ୍ତ୍ରୀ କୁ ଡିଭୋର୍ସ ଦେବାପରେ ଆପଣ ଦ୍ଵିତୀୟ ସ୍ତ୍ରୀ ରଖି ପରିବେ ।

ମାତ୍ର ପରିବାର ମାନେ କ’ଣ ଏହା ବାବୁସାନଙ୍କର ନିଶ୍ଚିତ ଭାବରେ ବୁଝିବା ଦରକାର । ତୃପ୍ତି ମହାନ୍ତି ଜଣେ ଉଚ୍ଚ ଶିକ୍ଷିତ ମହିଳା ଅଟନ୍ତି । ଏବଂ ସେ ଜାଣିଛନ୍ତି କେତେବେଳେ କେଉଁ ପଦକ୍ଷପ ନେବାର ଅଛି । ଏଣୁ ସେ ଯାହା କରିଲେ ବହୁତ ଭଲ କରିଲେ । ଏହିଭଳି ନିଜର ମନ୍ତବ୍ୟ ରଖିଛନ୍ତି ଆଇନଜୀବୀ ମୋନାଲିସା ଗନ୍ତାୟତ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *