ଦେଖନ୍ତୁ Babushan-Prakruti ଙ୍କ ରାପିଡ଼ ରାଉଣ୍ଡ, କିପରି ଉଭୟ ଉଭୟଙ୍କ ପସନ୍ଦ-ନାପସନ୍ଦର ଦେଉଛନ୍ତି ଜବାବ…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଗୋଟିଏ ରିୟାଲିଟି ସୋ କୁ ବାବୁସାନ ଏବଂ ପ୍ରକୃତି ଯାଇଥିଲେ । ଏବଂ ସେମାନେ ସେଠାରେ ଚଳଚିତ୍ରକୁ ନେଇ କିଛି ବିଶେଷ କଥା କହିଥିଲେ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟବସ୍ତୁ କ’ଣ ଅଟେ ? ପ୍ରକୃତି କହିଥିଲେ ଯେ ବାବୁସାନ ଜଣେ ଭଲ ଅଭିନେତା ଅଟନ୍ତି । ବାବୁସାନଙ୍କ ଠାରୁ ବହୁତ କିଛି ଜିନିଷ ଶିଖିବାକୁ ମିଳିଥିଲା ବୋଲି କହିଥିଲେ ପ୍ରକୃତି । ବାବୁସାନ ତାଙ୍କ ଫ୍ୟାନ୍ସ ମାନଙ୍କୁ କହିଥିଲେ ଯେ ଦିର୍ଘ ଅଢେଇ ବର୍ଷ ପରେ ମୁଁ ଆପଣ ମାନଙ୍କ ପାଇଁ ଗୋଟିଏ ଚଳଚିତ୍ର ନେଇ ଆସିଛି ।

ଏବଂ ଆପଣ ମାନଙ୍କ ପାଇଁ ହିଁ ମୁଁ ତିଆରି ହେଇଛି । ଆପଣ ମାନେ ଏହି ଚଳଚିତ୍ର ନିଶ୍ଚିତ ଭାବରେ ଦେଖନ୍ତୁ । ଏଠାରେ ଉଭୟ ଉଭୟଙ୍କ ବିଷୟରେ ବେସ କିଛି କଥା ସେୟାର କରିଥିଲେ । ତେବେ ଖାଇବାରେ କଣ ପସନ୍ଦ ତଥା ନ ପସନ୍ଦ ? କେଉଁ ଜାଗାକୁ ଯିବାକୁ ଭଲ ଲାଗେ ?

ମନପସନ୍ଦ ଡ୍ରେସ ତଥା କେଉଁ ରଙ୍ଗର ପୋଷାକ ଭଲ ଲାଗେ । ଉଭୟ ବେସ ଭଲ ଭାବରେ ଜାଣିଥିଲେ ଏହିସବୁ କଥା । କିନ୍ତୁ ବର୍ତ୍ତମାନ ଯାହା କି ଆପଣ ମାନେ ଜାଣିଛନ୍ତି ଯେ ବାବୁସାନ ଏବଂ ତାଙ୍କ ସ୍ତ୍ରୀ ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି କେବଳ ପ୍ରକୃତିକୁ ନେଇ । ତୀବ ପ୍ରକୃତି ନିଜେ ଏହି ବାବଦରେ କହିଥିଲେ ବାବୁସାନ ଜଣେ ଛୋଟପିଲା ନୁହଁନ୍ତି । ଏବଂ ମୁଁ କାହିଁ କାହା ଘର ଭାଙ୍ଗିବି ଏବଂ କେଉଁଥିରେ ଭାଙ୍ଗିଲି ?

ସେ ମୋର ଜଣେ ଭଲ ସାଙ୍ଗ । କିନ୍ତୁ ତାଙ୍କ ପରିବାର ମୋ ନାମରେ ଯେଉଁ ଆଲିଗେସନ ଲଗାଇଛନ୍ତି ତାହା ମୁଁ କେବେ ମଧ୍ୟ ଭୁଲିବି ନାହିଁ । ଏବଂ ଏହା ବିରୁଦ୍ଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି । ଅପର ପାର୍ଶ୍ଵରେ ଅପରାଜିତା ମହାନ୍ତି ମଧ୍ୟ କହିଛନ୍ତି ଯେ ପ୍ରକୃତି ଙ୍କ ପାଇଁ ବାବୁସାନ ଧୀରେ ଧୀରେ ଘରୁ ଦୂରେଇବାକୁ ଲାଗିଲେ ତଥା ଘର ସହିତ ସମ୍ପର୍କ ରଖିବା କମାଇଦେଲେ ।

ନିଜ ସ୍ତ୍ରୀ ଏବଂ ଛୁଆ କଥା ସଂପୂର୍ଣ୍ଣ ଭାବରେ ଭୁଲି ଘର ବାହାରେ ବାହାରେ ରହିଲେ । ଏବଂ କେବେ ନିଜ ପରିବାରକୁ ସଂପୂର୍ଣ୍ଣ ଭାବରେ ଭୁଲିଯାଇଛନ୍ତି । ଅପରାଜିତା ମହାନ୍ତି ଏହା ମଧ୍ୟ କହିଛନ୍ତି ଯେ ମିଡିଆ ମାଧ୍ୟମରେ ମୁଁ ମୋ ପୁଅକୁ ଏତିକି କହିବାକୁ ଚାହୁଁଛି ଯେ କୌଣସି ବିଷୟକୁ ନେଇ ଚିନ୍ତା କରିବାର ନାହିଁ ଆମ୍ଭେ ତୋ ସହିତ ଅଛୁ । ଏହା ସହିତ ଘରକୁ ଫେରିବାକୁ କହିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *