Pintu ଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଏମିତି କଣ କହିଦେଲେ ଡାକ୍ତର ଶୁଣି କାନ୍ଦି ପକାଇଲେ ପିନ୍ଟୁ ନନ୍ଦ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ନେଇ ଏମିତି କହିଲେ ଡାକ୍ତର । ଯାହାକୁ ଶୁଣିକି ଭାଙ୍ଗିପଡିଛନ୍ତି ଅଭିନେତା ପିନ୍ଟୁ ନନ୍ଦ ! ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କ ଲିଭର ଶିରୋସିସ ସମସ୍ଯାରେ ସ୍ଵାସ୍ଥବସ୍ତା ଗୁରୁତର ହୋଇଯାଇଛି । ତେବେ ଲିଭର ଶିରୋସିସ ପାଇଁ ପିନ୍ଟୁ ନନ୍ଦଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟର ନିହାତି ଭାବରେ ଆବଶ୍ୟକତା ରହୁଅଛି । ତେବେ ଏଥିପାଇଁ ବହୁ ଅର୍ଥର ଆବଶ୍ୟକାତା ରହୁଥିବାରୁ ପିନ୍ଟୁ ନନ୍ଦ ନିଜର ସ୍ଵାସ୍ଥର ଚିକିତ୍ସା ପାଇଁ

ଓଡିଶାବାସୀଙ୍କୁ ନିଜ ଶକ୍ଷ ଅନୁସାରେ କିଛି ଆର୍ଥିକ ସାହାଜ୍ଯ କରିବାକୁ ନିବେଦନ କରିଥିଲେ । ତେବେ ଏଥିପାଇଁ ବହୁ ସଦହୃଦୟଙ୍କ ପ୍ରଚେଷ୍ଟା ବଳରେ ପିନ୍ଟୁ ନନ୍ଦଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ତେବେ କିଛି ଦିନ ଧରି ପିନ୍ଟୁ ନନ୍ଦ ସେଠାରେ ରହି ଚିକିତ୍ସିତ ହେଉଥିବା ସମୟରେ ଡାକ୍ତରଙ୍କ ମୁହଁରୁ ଏପରି କିଛି କଥା ଶୁଣି ନିଜକୁ ଆଊହ ସମ୍ଭାଳି ପାରିନଥିଲେ ।

ତେବେ ପିନ୍ଟୁ ନନ୍ଦଙ୍କୁ ଚିକିତ୍ସା କରିବା ପାଇଁ ଥିବା ଡାକ୍ତର କହିଥିଲେ । ଯେ ପିନ୍ଟୁଙ୍କର ସ୍ଵାସ୍ଥ ଅବସ୍ଥା ଦିନକୁ ଦିନ ବହୁ ଗୁରୁତର ହୋଇ ହୋଇ ଯାଉଛି । ଯେଉଁ କାରଣରୁ ତାଙ୍କର ଚିକିତ୍ସା ଦିଲୀ ଠାରେ କରାନଯାଇ ହାଇଦ୍ରାବାଦ କିମ୍ବା ଚେନ୍ନାଇର କୌଣସି ବଡ ହସ୍ପିଟାଲରେ କରିବାକୁ ପଡିବ । ତେବେ ଏହି କଥା ଶୁଣି ପିନ୍ଟୁ ନନ୍ଦ ନିଜର କୋହକୁ ନିଜ ଭିତରେ ଆଊହ ଚାପି ନଧରି ଭାବ ବିହ୍ଵଳ ହୋଇପଡିଥିଲେ ।

ତେବେ ଅଭିନେତା ପିନ୍ଟୁ ଦୀର୍ଘ ୨୭ ବର୍ଷ ଧରି ଓଡିଆ କଳା ଜଗତ ସହ ହରୁଷ୍ଠପୃଷ୍ଠ ଭାବରେ ଜଡିତ ଅଛନ୍ତି । ତେବେ ତାଙ୍କର ଅଭିନୟ ପାଇଁ ସେ ଅନେକ ଲୋକଙ୍କୁ ହସାଇ କନ୍ଦାଇ ତଥା ମନୋରଞ୍ଜନର ଖୋରାକ ଯୋଗାଇ ବହୁ ଲୋକଙ୍କ ହୃଦୟରେ ଜଣେ କଳାକାର ହିସାବରେ ସ୍ଥାନ ବନାଇ ପାରିଛନ୍ତି । ତେବେ ସମସ୍ତ ଓଡିଶାବାସୀ ତଥା ପିନ୍ଟୁ ନନ୍ଦଙ୍କର ଶୁଭଚିନ୍ତକଙ୍କର ଠାକୁରଙ୍କର ନିକଟରେ ଏତିକି ପ୍ରାଥନା ରହୁଛି ।

ପିନ୍ଟୁ ନନ୍ଦ ନିଜ ଜୀବନର ସ୍ଵାସ୍ଥସମସ୍ଯା ଯୁଦ୍ଧରେ ଲଢି ଆରୋଗ୍ଯ ହୋଇ ଆମ ସମସ୍ତଙ୍କ ନିକଟକୁ ପୁଣି ଫେରି ଆସନ୍ତୁ । ଏହା ସହିତ ନିଜ ଅଭିନୟ ମାଧ୍ୟମରେ ସମସ୍ତଙ୍କର ପୁଣି ଥରେ ମନୋରଞ୍ଜନ କରନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *