ଆଜି ବିବାହ କରିବେ କ୍ଯାପଟେନ Dibya Shankar, ନିଜ ପୁଅର ସାଙ୍ଗ ହେବ ବାପାଙ୍କ ସ୍ତ୍ରୀ, ବୟସ ଶୁଣି ଚମକି ପଡିବେ ଆପଣ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପୁଅ ସାଙ୍ଗକୁ ବାହା ହୋଇବେ କ୍ଯାପଟେନ ଦିବ୍ୟଶଙ୍କର । ଆଜି ହେବ କ୍ଯାପଟେନ ଦିବ୍ୟଶଙ୍କରଙ୍କର ବାହାଘର ! ତେବେ ହଁ ବନ୍ଧୁଗଣ ସୂଚନା ମୁତାବିକ କ୍ଯାପଟେନ ଦିବ୍ୟଶଙ୍କର ଦିତୀୟ ବାହାଘରକୁ ନେଇ ଚର୍ଚ୍ଚା ସବୁଆଡେ ହେଉଛି । ତେବେ ଗତ ୧୦ ବର୍ଷ ପୂର୍ବରୁ ହିଁ  ଦିବ୍ୟଶଙ୍କର ନିଜର ପ୍ରଥମ ସ୍ତ୍ରୀଙ୍କୁ ଛାଡପତ୍ର ଦେଇସାରିଥିଲେ । ତେବେ ଆଜି ଦିବ୍ୟଶଙ୍କର ଦିତୀୟ ବାହାଘର ପୁରୀର ଏକ ରିସର୍ଟରେ ନିରାଡମ୍ବର ଭାବରେ ଆୟୋଜନ କରାଯାଇଛି ।

ଯେଉଁଠାରେ ଅଳ୍ପ ଲୋକ ତଥାବନ୍ଧୁ ଘରପରିବାର କିଛିଅ ସାଙ୍ଗସାଥିଙ୍କୁ ନେଇ ବାହାଘର ହେଉଛି । ତେବେ କ୍ଯାପଟେନ ଦିବ୍ୟଶଙ୍କର ବାହା ହେଉଥିବା ଯୁବତୀ ଜଣଙ୍କ ହେଉଛନ୍ତି ଦିବ୍ୟଶଙ୍କରଙ୍କର ପୁଅର ସାଙ୍ଗ । ଏହା ଛଡା ଯୁବତୀଙ୍କ ବୟସ ମାତ୍ର ହେଉଛି ୧୯ ବର୍ଷ । ତେବେ କ୍ୟାପେଟେନ ଦିବ୍ୟଶଙ୍କର ବୟସ ହେଉଛି ୫୬ ବର୍ଷ । ତେବେ ଦିବ୍ୟଶଙ୍କରର ପୁଅକୁ ହେଉଛି ୨୨ ବର୍ଷ ।

ତେବେ ନିଜ ଠାରୁ ବହୁତ ଅଳ୍ପ ବର୍ଷର ଝିଅ ତଥା ପୁଅର ସାଙ୍ଗକୁ ବାହା ହେଉଥିବା କ୍ଯାପଟେନ ଦିବ୍ୟଶଙ୍କର ସବୁଆଡେ ଏବେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ତେବେ କ୍ଯାପ୍ଟେନ ଦିବ୍ୟଶଙ୍କର ୧୯ ବର୍ଷୀୟା ଯୁବତୀଙ୍କ ସହ ପ୍ରେମ ବିବାହ ହୋଇଛି ସୂଚନା ମିଳିଛି । ତେବେ ଉଭୟ ଉଭୟଙ୍କୁ କିଛି ଦିନ ଆଗରୁ ପ୍ରେମ କରି ଆଜି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି । ତେବେ କ୍ଯାପଟେନଙ୍କୁ ବାହା ହେବାକୁ ଯାଉଥିବା ଯୁବତୀ ଜଣଙ୍କ ଭୁବନେଶ୍ବରର ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି ।

ତେବେ ଉଭୟ ଯୁବତୀ ଓ କ୍ୟାପେତ୍ନ ଦିବ୍ୟଶଙ୍କର ଫେବୃଆରି ୨୫ ତାରିଖ ତଥା ଆଜି ବାହାଘର ହୋଇବାକୁ ଯାଉଛି । ଯେଉଁଠାରେ ଉଭୟ ଉଭୟଙ୍କର ହାତ ଧରି ବାହା ହେବା ସହ ସବୁଦିନ ପାଇଁ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ । କ୍ଯାପଟେନ ଦିବ୍ୟଶଙ୍କର ମଧ୍ୟ ନିଜ ନିଜ ବାହାଘରକୁ ନେଇ ହଁ ବୋଲି ଶୀକୃତି ଦେଇ ପ୍ରତିକ୍ରିୟା ରଖିଛନ୍ତି । ତେବେ ଉଭୟ କ୍ୟାପେଟେନ ଓ ସେ ବାହା ହୋଇଥିବା ଯୁବତୀଙ୍କର ବୈବାହିକ ଜୀବନ ବହୁତ ଭଲରେ ଅତିବାହିତ ହେବ ବୋଲି ଆଶା ରହୁଛି ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହ ଅଧିକରୁ ଅଧିକ ଲାଟେଷ୍ଟ ଇନଫରମେସନର ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *