Dimple-Sumit ବିବାଦ ଘଟଣାରେ ମୁହଁ ଖୋଲିଲେ Ollywood ଅଭିନେତ୍ରୀ Bidusmita, କହିଲେ କିଛି ଏମିତି…ଶୁଣି ଆପବ କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଓ ତପସ୍ଵିନୀଙ୍କ ପାରିବାରିକ ମାମଲାରେ ପ୍ରତିଦିନ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚା ଚାଲିଛି । ଅନେକ ଲୋକ ଏହି ମାମଲାକୁ ନେଇ ନିଜ କଡା ପ୍ରତିକ୍ରିୟା ଦେଉଛନ୍ତି । ତେବେ ଲୋକମାନଙ୍କର ସମସ୍ତ ପ୍ରତିକ୍ରିୟା ସୁମିତ ଓ ତାଙ୍କ ପରିବାର ବିରୋଧରେ ଅଛି । ଗତ କିଛି ସମୟ ତଳେ ସୁମିତ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ ।

ସୁମିତ ଭିଡିଓ ଅପଲୋଡ କରିବା ପରେ ହିଁ ଲୋକମାନେ ଗୋଟେ ପରେ ଗୋଟେ ଭିଡିଓ ଅପଲୋଡ କରି ପ୍ରତିକ୍ରିୟା ଦେଉଛନ୍ତି । ବନ୍ଧୁଗଣ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି ତେବେ ଗତ କିଛି ସମୟ ତଳେ ଓଡିଆ ଅଭିନେତ୍ରୀ ବିଦୁସ୍ମିତା ଏହି ମାମଲାକୁ ନେଇ ଏକ ବିଶେଷ ପ୍ରତିକ୍ରିୟା ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । 

ବିଦୁସ୍ମିତା କହିଛନ୍ତି’ମୁ କାଲିର ଘଟଣା ଦେଖି ବହୁତ ଇନ୍ସପାୟାର ହୋଇଥିଲି । କାଲି ରାତିରେ ସେହି ସ୍ଥାନରେ ଥିବା ମହିଳା ମାନେ ଗୋଟେ ଝିଅକୁ ନ୍ୟାୟ ଦେବା ପାଇଁ ତାକୁ ସମର୍ଥନ କରିଛନ୍ତି ତା ହେଲେ ଆମେ କାହିଁକି ସମର୍ଥନ ଦେବା ନାହିଁ । ଏହି କେସଟି ଯେବେଠୁ ଆରମ୍ଭ ହୋଇଛି ମୋ ମନ ଭିତରେ ବି ବହୁତ କିଛି ଚାଲିଛି । ଗୋଟେ ଝିଅ ତାର ଅଧିକାର ପାଇବା ପାଇଁ ସେ କେତେ ଲଢେଇ କରୁଛି କେତେ କଷ୍ଟ କରୁଛି’ ।

ଆଗକୁ ବିଦୁସ୍ମିତା କହିଛନ୍ତି’ଯଦି ତାଙ୍କର ସ୍ଵାମୀ ସୁମିତ ତାଙ୍କୁ କୋର୍ଟ ମ୍ୟାରେଜ କଲା ବେଳେ ତାଙ୍କୁ ଘରେ ରଖିବା ପରେ ବାହାଘର ଦିନ ହିଁ ଆସି ନାହାନ୍ତି ତା ହେଲେ ଏହା ବହୁତ ବଡ ଅନ୍ୟାୟ ଗୋଟେ ଝିଅ ପାଇଁ । ମୁ ନିଜେ ହେଉଛି ଗୋଟେ ଝିଅ ସେହି ହିସାବରେ ମୋ ମନକୁ ଶାନ୍ତି ମିଳିଲା ନାହିଁ ତେଣୁ ମୋତେ ଆଜି ବାହାରିକି କହିବା ପାଇଁ ଇଛା ହେଲା କି ନିଶ୍ଚୟ ତପସ୍ଵିନୀଙ୍କୁ ନ୍ୟାୟ ମିଳିବା ଦରକାର’ ।

ଆଗକୁ ବିଦୁସ୍ମିତା କହିଛନ୍ତି’ତାଙ୍କ ଶାଶୁ ଘର ଲୋକ ଓ ତାଙ୍କ ଘରେ ମଧ୍ୟ କିଛି ମହିଳା ଅଛନ୍ତି ଯେଉଁ ମାନେ ଗୋଟେ ମହିଳାର ଦୁଃଖ ନିଶ୍ଚୟ ବୁଝିବା ଉଚିତ । ଗୋଟେ ତାଙ୍କ ଘରର ବୋହୁ ସେ ଘର ସାମ୍ନାରେ ମାସେ ହେଲାଣି ଶୀତ ଥଣ୍ଡାରେ ବସି ଛନ୍ତି । ସେ ତ ବେସୀ କିଛି ଡିମାଣ୍ଡ କରୁ ନାହାନ୍ତି ସେ କେବଳ ଯାହାଙ୍କ ସହ ବିବାହ କରିଥିଲେ ତାଙ୍କୁ ତାଙ୍କ ସ୍ଵାମୀ ଦରକାର ସେ କହିଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବିଦୁସ୍ମିତା ନିଜର ପ୍ରତିକ୍ରିୟା ଦେଇଛନ୍ତି । ତେବେ ବିଦୁସ୍ମିତାଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *