ACFO Somya ଙ୍କ ମା’ ଖୋଲିଲେ ବିଦ୍ୟାଙ୍କର ଏହି ସାଂଘାତିକ ରହସ୍ୟ, କଣ ଅଟେ ଏହି ନାଲି ପୁଟୁଳା ରହସ୍ୟ ? କଣ କହୁଛନ୍ତି ସୋମ୍ୟଙ୍କ ମା’, ଦେଖନ୍ତୁ ଏହି Video

ବନ୍ଧୁଗଣ ଏସିଏଫଓ ସୋମ୍ୟଙ୍କ ଦେ-ହା-ନ୍ତ ପରେ ବହୁତ ବଡ ବଡ ରହସ୍ୟର ପ-ର-ଦା-ଫା-ସ ହେଉଛି । ଟା-ର୍ଗେ-ଟ-ରେ ଅଛନ୍ତି ତାଙ୍କ ପତ୍ନୀ ବିଦ୍ୟା ଓ ଡିଏଫଓ ଅଫିସର । ସୋମ୍ୟ ଗତ କିଛି ଦିନ ତଳେ ନିଜ ସରକାରୀ କ୍ଵାଟର ଘରେ ଜଳି ମୃ-ତ୍ୟୁ ବରଣ କରିଥିଲେ ।

ତାଙ୍କ ମୃ-ତ୍ୟୁ ପଛର ରହସ୍ୟକୁ ଖୋଲିବା ପାଇଁ ତ-ଦ-ନ୍ତ କରୁଛି ପୋ-ଲି-ସ । ସୋମ୍ୟଙ୍କ ଦେ-ହା-ନ୍ତ ପାଇଁ ତାଙ୍କ ପରିବାର ଲୋକେ ବିଦ୍ୟାଙ୍କୁ ଦାୟୀ କରୁଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସୋମ୍ୟଙ୍କ ବାପା ମା ଏକ ନୂଆ ଅ-ଭି-ଯୋ-ଗ ଆଣିଛନ୍ତି । ହସ୍ପିଟାଲରେ ବିଦ୍ୟାଙ୍କ ହାତରେ ଥିବା ଏକ ପୁଟୁଳିକୁ ନେଇ ଏହି ଅ-ଭି-ଯୋ-ଗ ଆଣି ଛନ୍ତି ସୋମ୍ୟଙ୍କ ବାପା ଓ ମା ।

ତା ହେଲେ ବନ୍ଧୁଗଣ କଣ ରହିଛି ସେହି ପୁଟୁଳିର ର-ହ-ସ୍ୟ ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ସେହି ପୁଟୁଳିରେ ରହିଥିଲା ଟଙ୍କା, ସୁନା ଓ ଦୁଇଟି ମୋବାଇଲ । ସେହି ପୁଟୁଳିକୁ ବିଦ୍ୟା ନିଜ ମାଙ୍କ ହାତକୁ ଦେଇଥିଲେ । ପୁଟୁଳି ଦେଇ ବିଦ୍ୟା କହିଥିଲେ ଆକୁ ଖୋଜୁ ଖୋଜୁ ଟିକେ ଡେରି ହେଇଗଲା । ଏନେଇ ସୋମ୍ୟଙ୍କ ମା ଏକ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ଏହି ଚା-ଞ୍ଚ-ଲ୍ୟ-କ-ର ଘ-ଟ-ଣା ମଧ୍ୟରେ ଥିବା ରହସ୍ୟର ଧୀରେ ଧୀରେ ପ-ର-ଦା-ଫା-ସ ହେଉଛି ।

ସୋମ୍ୟଙ୍କ ମା ଏକ ବଡ ବୟାନ ଦେଇଛନ୍ତି ଓ କହିଛନ୍ତି-‘ ଯେଉଁ ଦିନ ପୁଅକୁ ଆଣି ହସ୍ପିଟାଲରେ ପହଞ୍ଚିଲେ ସେ (ବିଦ୍ୟା) ଗାଡି ଭିତରୁ ବାହାରିଲା । ମୁ ମୋ ପୁଅକୁ ଦେଖି କାନ୍ଦୁ ଥିଲି ମୋ ପୁଅ ମୋତେ ଚାହିଁ ଲୁହ ଝରାଉ ଥିଲା । ପାଟି ଟା ଉଠାଇ ପାରିଲା ନାହିଁ ହେଲେ ସେ କଣ ଗୋଟେ କହିବାକୁ ଚାହୁଁ ଥିଲା କିନ୍ତୁ କହିପାରିଲା ନାହିଁ । ଏହା ପରେ ତା ମାମୁଙ୍କ ହାତକୁ ନେଇ ତା ଛାତି ଉପରେ ରଖିଲା’ ।

ଏହା ପରେ ଆଗକୁ ସୋମ୍ୟଙ୍କ ମା କାନ୍ଦି କାନ୍ଦି କହିଲେ-‘ ସେହି ସମୟରେ ସେ (ବିଦ୍ୟା) ଏକ ପୁଟୁଳି ନେଇ ତା ମା ହାତରେ ଧରେଇ ଥିଲା ଓ କହିଥିଲା, ଏଥିପାଇଁ ଡେରି ହେଇଗଲା ନେ ଏଥିରେ ସୁନା ଅଛି ଟଙ୍କା ଅଛି ଆକୁ ନେଇ ରଖ’ ।

 

ବନ୍ଧୁଗଣ ସ୍ଵାମୀ ଯ-ନ୍ତ୍ର-ଣା-ରେ ସୋଇ ଛ-ଟ-ପ-ଟ ହେଉଥିବା ବେଳେ ସ୍ତ୍ରୀ ତାର ମା ହାତକୁ ଦେଉଥିଲା ଟଙ୍କା, ସୁନା ଓ ମୋବାଇଲ ବ୍ୟାଗ । ବନ୍ଧୁଗଣ ଏହି ବ୍ୟାଗ ପାଇଁ ମୃ-ତ ସୋମ୍ୟଙ୍କ ମା ତାଙ୍କ ବୋହୁ ବି-ରୋ-ଧ-ରେ ଆଣିଛନ୍ତି ସାଂ-ଘା-ତି-କ ଅ-ଭି-ଯୋ-ଗ । ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମଧ୍ୟରେ ବିଦ୍ୟା ଧରିଥିବା ସେହି ପୁଟୁଳିକୁ ଦେଖି ପାରୁଥିବେ ।

ପରଳାଖେମୁଣ୍ଡି ଏସ୍ଟିଓ ରାମକୃଷ୍ଣ ମଧ୍ୟ ଏହି କଥାର ପ-ର-ଦା-ଫା-ସ କରିଛନ୍ତି । ତାଙ୍କ କହିବା ଅନୁଯାଇ ବିଦ୍ୟା ଭାରତୀ ଅଧା ରାସ୍ତାରେ ଓଲହାଇ ସେହି ବ୍ୟାଗଟିକୁ ଆଣି ଥିଲେ । ତେବେ ଫ୍ରେଣ୍ଡ୍ସ ଏଥିରେ ଆପଣଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *