ACF Somya Ranjan ଡେ-ଥ କେସ- ବୋହୁର କିଛି ଏମିତି ଗୂଢ ରହସ୍ୟ ଖୋଲିଲେ Somya ଙ୍କ ମା’ ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଏସେଫଓ ସୋମ୍ୟଙ୍କ ଦେ-ହା-ନ୍ତ ପରେ ତାଙ୍କ ମା ତାଙ୍କୁ ଝୁରି ଝୁରି ବହୁତ କାନ୍ଦୁ ଛନ୍ତି । ପୁଅକୁ ମନେ ପକାଇ ବହୁତ ବଡ ବଡ ରହସ୍ୟର ପ-ର-ଦା-ଫା-ସ କରିଛନ୍ତି ସୋମ୍ୟଙ୍କ ମା ।

ଶେଷ ଦିନ ଯେତେବେଳେ ପୁଅ ତାଙ୍କୁ ଦେଖିଥିଲା ସେତେବେଳେ ପୁଅ ଆଖିରୁ ଦୁଇ ଠୋପା ଲୁହ ଝରି ଯାଇଥିଲା । କାହିଁକି ବିଦ୍ୟା ତାଙ୍କ ପୁଅକୁ ମା-ରି-ଲା ବୋଲି କହି ମନେ ମନେ ବହୁତ କାନ୍ଦୁ ଛନ୍ତି ସୋମ୍ୟଙ୍କ ମା ଓ ମାଗୁଛନ୍ତି ନ୍ୟା-ୟ । ବନ୍ଧୁଗଣ ଗତ କିଛି ସମୟ ହେବ ସୋମ୍ୟଙ୍କ ମା ମିଡିଆ ସାମ୍ନାରେ ଆଉ ଗୋଟେ ବଡ ବୟାନ ଦେଇଛନ୍ତି ।

ବନ୍ଧୁଗଣ ଏହି ବୟାନ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବଡ ବୟାନ ବିଷୟରେ ।

ସୋମ୍ୟଙ୍କ ମାଙ୍କ ମତରେ-‘ବୋହୁର ଖ-ରା-ପ ଚ-ରି-ତ୍ର, ମୋ ପୁଅ ସହ ତାର ଭଲ ସ-ମ୍ପ-ର୍କ ନଥିଲା । ବିବାହ ପୂର୍ବରୁ ସେ ମୋ ପୁଅ ସହ ସ-ମ୍ପ-ର୍କରେ ରହିବନି ବୋଲି ଏଗ୍ରିମେଣ୍ଟ କରିଥିଲା । ସମ୍ପତ୍ତି ବାଡି ଓ ଟଙ୍କା ଦେଇ ସେ ମୋ ପୁଅ ସହ ବାହା ହୋଇଥିଲା । ବିବାହ ପୂର୍ବରୁ ମଧ୍ୟ ସେ (ବିଦ୍ୟା) ତାର ଘର ପାଖରେ ଥିବା ଏକ ଟୋକାକୁ ଭଲ ପାଉଥିଲା । ଏହା ବିଷୟରେ ତାର ବାପା ମା ମଧ୍ୟ ଜାଣିଥିଲେ’ । ନିଜ ପୁଅକୁ ନ୍ୟାୟ ଦେବାକୁ କହିଛନ୍ତି ସୋମ୍ୟଙ୍କ ମା ।

ସୋମ୍ୟଙ୍କ ମାମୁ ଏହି ଘ-ଟ-ଣା-କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସୋମ୍ୟଙ୍କ ମୃ-ତ୍ୟୁ ପଛରେ ରହିଛି ସାଂ-ଘା-ତି-କ ଷ-ଡ-ଯ-ନ୍ତ୍ର । ସୋମ୍ୟଙ୍କୁ ଅନ୍ୟ ଏକ ସ୍ଥାନରେ ମ-ରା- ଯା-ଇ ତାଙ୍କ କ୍ଵାଟରରେ ରଖା ଯାଇଥିଲା । କାରଣ ଘ-ଟ-ଣା ସ୍ଥଳରେ ଜ-ଳି-ବା-ର କୌଣସି ଚିହ୍ନ ବର୍ଣ୍ଣ ନାହିଁ । ରୋଷେଇଆ ଓ ବିଦ୍ୟା ଭାରତୀଙ୍କ କଥାରେ ତା-ଳ-ମେ-ଳ ନାହିଁ ।

ସୋମ୍ୟଙ୍କ ମାମୁ ମଧ୍ୟ ଏକ ବଡ ବୟାନ ଦେଇଛନ୍ତି । ତାଙ୍କ ମାମୁଙ୍କ ମତରେ-‘ଯେତେବେଳେ ତାଙ୍କ (ସୋମ୍ୟ) ଦେ-ହ-ରେ ସେ ନିଜେ କି-ରୋ-ସି-ନ ଢା-ଳି-ଲେ ସେତେବେଲେ ଏ(ବିଦ୍ୟା) ତ ସେଠି ତରକାରୀ ବାଢୁ ଥିଲେ ସେହି ସମୟରେ ତାଙ୍କୁ କି-ରୋ-ସି-ନ ଗ-ନ୍ଧ ହୋଇଥିବ ତା ହେଲେ ଏ ତ ପଚାରିଥିବେ । ଦ୍ଵିତୀୟରେ ହେଉଛି ସେଦିନ ରୋଷେଇଆ ମିଲ ନେଇ ଡିଏଫଓଙ୍କ ପାଖକୁ ଯାଉଥିଲେ ସେଦିନ ତ ଡିଏଫଓ ଫିଷ୍ଟ କରୁଥିଲେ ତା ହେଲେ ସେ ମିଲ ନେଇ କାହା ପାଖକୁ ଯାଉଥିଲେ ।

ସେ ସବୁ ମି-ଛ କଥା କହି ସେମାନେ ମନୋଗଢା କାହାଣୀ ବନାଉ ଛନ୍ତି’ । ବର୍ତ୍ତମାନ ପୋ-ଲି-ସ ଏହି ମା-ମ-ଲା-କୁ ଆଧାର କରି କ-ଡା-କ-ଡି ତ-ଦ-ନ୍ତ କରୁଛି । ଆଗାମୀ ସମୟରେ ସୋମ୍ୟଙ୍କୁ ନ୍ୟାୟ ନିଶ୍ଚୟ ମିଳିବ ବୋଲି ପୋ-ଲି-ସ କହିଛନ୍ତି । ତେବେ ଏଥିରେ ଆପଣ ମାନଙ୍କ ମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *