ଏହାର କେବଳ 1 ଚାମଚ ଲଗାଇ ଦିଅନ୍ତୁ, ପ୍ରାଇଭେଟ ପାର୍ଟ କୁଣ୍ଡିଆ ଏକଦମ ଗାୟବ ହେଇଯିବ- Health Tips

ବନ୍ଧୁଗଣ ଅନେକ ସମୟରେ ଆମ ଶରୀରର ବିଭିନ୍ନ ଅଙ୍ଗରେ କୁଣ୍ଡିଆ ରୋଗ ଦେଖିବାକୁ ମିଳିଥାଏ । ଶରୀରର କିଛି ଅଙ୍ଗରେ ବ୍ୟାକ୍ଟେରିଆ ଉତ୍ପନ୍ନ ହୋଇଗଲେ ସେହି ଜାଗାରେ ଇନଫେକସନ ହୋଇଯାଇଥାଏ ଯାହାଫଳରେ କୁଣ୍ଡିଆ ଆଦି ରୋଗ ହୋଇଥାଏ ।

ବନ୍ଧୁଗଣ ସେହି ଅଙ୍ଗରେ ବହୁତ ଅଧିକ କୁଣ୍ଡେଇ ହୋଇଥାଏ । ଆପଣ ମାନେ ନିଜକୁ ରୋକି ନ ପାରି କୁଣ୍ଡାଇ ଦିଅନ୍ତି । ବନ୍ଧୁଗଣ ଯଦି ଆପଣ ମାନେ ଏହି କୁଣ୍ଡିଆ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଘରୋଇ ଉପଚାର ନେଇ ଆସିଛୁ ଯାହାକୁ କରି ଆପଣ ନିଜର କୁଣ୍ଡିଆ ରୋଗକୁ ସଂପୂର୍ଣ୍ଣ ଦୂର କରିପାରିବେ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଏହାକୁ ଅତି ସହଜରେ ନିଜ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପଚାର ବନେଇବା ପାଇଁ ତିନୋଟି ସାମଗ୍ରୀର ଆବଶ୍ୟକତା ପଡିବ । ପ୍ରଥମ ସାମଗ୍ରୀଟି ହେଉଛି ନଡିଆ ତେଲ । ଆପଣ ମାନେ ଏହି ଉପଚାରକୁ ବନେଇବା ପାଇଁ ୪ ଚାମଚ ନଡିଆ ତେଲର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଏହାପରେ ଆପଣ ମାନଙ୍କୁ ଦ୍ଵିତୀୟ ସାମଗ୍ରୀ ଦରକାର ବୋରୀକ ଏସିଡ । ଆପଣ ମାନଙ୍କୁ ଏହି ବୋରୀକ ଏସିଡ ଯେକୌଣସି ମେଡ଼ିସିନ ଦୋକାନରେ ବହୁତ ସହଜରେ ମିଳିଯିବ ।

ଚାଉଳ ଓ ଗହମର ପୋକ ବାହାର କରିବା ପାଇଁ ଏହାର ବ୍ୟବହାର କରାଯାଇଥାଏ । ଆମ ଉପଚାର ପାଇଁ ଆପଣ ମାନେ ଅଧା ଚାମଚ ବୋରୀକ ଏସିଡର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଏହି ଉପଚାର ପାଇଁ ଆପଣଙ୍କୁ ଶେଷ ସାମଗ୍ରୀ ଦରକାର କର୍ପୁର । ଏହି ଉପଚାର ପାଇଁ ଆପଣ ଦୁଇ ଖଣ୍ଡ କର୍ପୁରକୁ ଗୁଣ୍ଡ କରି ପ୍ରୟୋଗ କରନ୍ତୁ । ଏହାପରେ ଏହି ତିନୋଟି ସାମଗ୍ରୀକୁ ଆପଣ ମାନେ ଭଲ ଭାବରେ ମିକ୍ସ କରିଦିଅନ୍ତୁ ।

ବନ୍ଧୁଗଣ ରାତିରେ ଶୋଇବା ବେଳେ ଆପଣ ମାନେ ଏହି ମିଶ୍ରଣକୁ ନିଜ କୁଣ୍ଡିଆ ସ୍ଥାନରେ ଲଗାଇ ସୋଇ ପଡନ୍ତୁ । ସଖାଳେ ଉଠିବା ପରେ ଆପଣ ଥଣ୍ଡା ପାଣିରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ । ବନ୍ଧୁଗଣ ମାତ୍ର ଗୋଟିଏ ଥର ବ୍ୟବହାରରେ ଆପଣ ମାନଙ୍କୁ ଏହାର ଭଲ ଫଳ ଦେଖିବାକୁ ମିଳିବ ।

ଯଦି ଆପଣଙ୍କର କୁଣ୍ଡିଆ ରୋଗ ଅଧିକ ପୁରୁଣା ଅଛି ତା ହେଲେ ଆପଣ ତିନି ଦିନ ଏହାର ବ୍ୟବହାର କରନ୍ତୁ ଦେଖିବେ ଆପଣଙ୍କ କୁଣ୍ଡିଆ ରୋଗ ସଂପୂର୍ଣ୍ଣ ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଶୀଘ୍ର ଏହି ଉପଚାରକୁ ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *