କଣ ଆପଣ Bank ରୁ ଋଣ ନେଇଛନ୍ତି କି ? ଆପଣଙ୍କ ପାଇଁ ଆସିଲା ଏକ ବଡ ଖୁସି ଭଲ ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ଯାଙ୍କରୁ ଋଣ କରିଛନ୍ତି କି ! ଆପଣ ମାନଙ୍କ ପାଇଁ ଆସିଯାଇଛି ଏକ ବଡ ଓ ନୂଆ ଖବର ! ତେବେ RBI ର ଏକ ନୂଆ ପ୍ରସ୍ତାବ ଲାଗୁ କରାଗଲେ ତାହା ଆପଣ ମାନଙ୍କୁ ନିହାତି ଭାବରେ ଉପକୃତ କରାଇବ । ତେବେ ସମସ୍ତ ଲୋକ ନିଜର କୌଣସି ନା କୌଣସି ବଡ ଧରଣର କାର୍ଯ୍ୟ ପାଇଁ ନିଜର ଆର୍ଥିକ ଅଭାବ କାରଣରୁ ସେମାନେ ଋଣର ଆବଶ୍ୟକତା କରିଥାନ୍ତି । ତେବେ ଋଣ ଦେବା ପାଇଁ ବିଭିନ୍ନ ପ୍ରକାର ସୂତ୍ର ରହିଥିଲେ ।

ମଧ୍ୟ ବାଙ୍କ ରୁ ଋଣ ଆଣିବା ପାଇଁ ବହୁ ଲୋକ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ସେଥିପାଇଁ ଲୋକ ମାନେ ବାଙ୍କରୁ ଋଣ ମଧ୍ୟ ଆଣି ନିଜ କାର୍ଯ୍ୟରେ ତାହାକୁ ପ୍ରୟୋଗ କରିଥାନ୍ତି । ତେବେ ସେଥିପାଇଁ RBI ବା ରିସର୍ଭ ବାଙ୍କ ଅଫ ଇଣ୍ଡିଆ ବାଙ୍କ ତରଫରୁ ଏକ ନୂଆ ପ୍ରସ୍ତାବ ଋଣଧାରୀ ମାନଙ୍କ ପାଇଁ ଲାଗୁ କରାଯିବା ପାଇଁ ଯାଉଅଛି । ଯାହାକୁ ନେଇ ଭଲ ସୂଚନା ମିଳିଅଛି । ସୂଚନା ମୁତାବିକ ନୂଆ ପ୍ରସ୍ତାବ ଅନୁସାରେ ବକେୟା ପ୍ରିନ୍ସପାଲ ବା ମୂଳରେ ଯୋଡା ଯାଇପାରିବ ନାହିଁ ।

କେନ୍ଦ୍ରୀୟ ବ୍ଯାଙ୍କର ଏହି ପଦକ୍ଷେପ ରୁଣ ଖିଲାପ କ୍ଷେତ୍ରରେ ଗ୍ରାହକଙ୍କୁ ସହାୟକ ହେବେ । ଗ୍ରାହକଙ୍କ ଉପରେ ଲାଗୁ ହେଉଥିବା ଅତିରିକ୍ତ ସୁଧକୁ ରୋକିବାରେ ସହାୟକ ମଧ୍ୟ ହେବେ । ଏହି ପ୍ରସ୍ତାବରେ ଜୋରିମାନା ରାଶିର ପରିମାଣ ଆନୁପାତିକ କମ୍ ହେବ ଉଚିତ । RBIର ନିର୍ଦ୍ଧେଶ ଅନୁଯାଇ ବ୍ଯାଙ୍କ ମାନେ ନିଜ ବୋର୍ଡ ଦ୍ଵାରା ଜୋରିମାନା କରିପାରିବେ ।

ଗ୍ରାହକ ମାନେ ଠିକ ସମୟରେ ଋଣ ପ୍ରଦାନ କରିବାକୁ କିଭଳି ଭାବରେ ସମର୍ଥ ହୋଇପାରିବେ ତାହା ଉପରେ ଅଧିକ ଗୁରୁତ୍ଵ ଦେବା ଉପରେ ପ୍ରାଧାନ୍ୟ ମଧ୍ୟ ଦିଆଯିବ । ତେବେ RBI ର ଏଭଳି ପଦକ୍ଷେପ ପାଇଁ ଅଧିକରୁ ଅଧିକ ଗ୍ରାହକ ମାନେ ଉପକୃତ ହୋଇପାରିବେ ବୋଲି ମଧ୍ୟ ଆଶା ରହିଅଛି । ଏହା ଏକ ଡ୍ରାଫ ପ୍ରପୋଜାଲ ହିସାବରେ ରହିଅଛି ।

ଯାହାକୁ ଆଖି ଆଗରେ ରଖି ଏଭଳି କିଛି ନିଷ୍ପତ୍ତି RBI ପକ୍ଷରୁ ଗ୍ରହଣ କରାଯାଇଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ଅଧିକରୁ ଅଧିକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *