ମାତ୍ର 5 ଶହ ଟଙ୍କିରେ ମିଳୁଛି ଏହି ମିନି AC, ଗୋଟିଏ ଗ୍ଳାସ ପାଣିରେ ଥଣ୍ଡା ହୋଇଯିବ ପୁରା ରୁମ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଏସି ର ମଜା ନିଅନ୍ତୁ ମାତ୍ର ଟଙ୍କା  ୫୦୦ ରେ ! ଗୋଟିଏ ଗ୍ଳାସ ପାଣିରେ ଥଣ୍ଡା ହୋଇଯିବ ପୁରା ରୁମ୍ ! ଖରା ଦିନ ଆରମ୍ଭ ହୋଇଗଲା ମାତ୍ରେ ଲୋକଙ୍କର ପବନ ଦେଉଥିବା ଇଲେକ୍ଟ୍ରି ଉପକରଣର ବହୁ ମାତ୍ରାରେ ଅବଶ୍ୟକ ହୋଇଯାଏ । ଛୋଟ ବଡ ଫ୍ୟାନ ଠାରୁ ଆରମ୍ଭ କରି ଏସି, କୁଲର ଏହିପରି ଥଣ୍ଡା ପବନ ଦେଉଥିବା ସାମଗ୍ରୀର ଆବଶ୍ୟକତା ସମସ୍ତଙ୍କର ପଡିଥାଏ ।

ତେବେ ସେହି ସବୁ ପବନ ଦେଉଥିବା ଉପକରଣ ମାନଙ୍କ ଠାରୁ ଥଣ୍ଡା ପବନ ପାଇବା ପାଇଁ ଲୋକ ମାନେ ଡହଳବିକଳ ଏହି ଖରା ମାସରେ ହୋଇଯାଇଥାନ୍ତି । ତେବେ ସେହି କଥାକୁ ଆଖିରେ ରଖି ସେହିପରି ଏକ ଏସି ର କଥା ଆମେ ଆପଣଙ୍କୁ ଏଠାରେ କହିବା ପାଇଁ ଚାହୁଁଛୁ । ଯାହାର ଦାମ କମ୍ ସହ ଏହାର ଆକାର ମଧ୍ୟ ସେହିପରି ଛୋଟ । ତେଣୁ ଏହାକୁ ମିନି ଏସି କହିଲେ କିଛି ମଧ୍ୟ ଅତ୍ଯୁକ୍ତି ହେବ ନାହିଁ ।

ତେବେ ଏସି ର ଆକାର ଛୋଟ ହୋଇଥିଲେ ସୁଦ୍ଧା ଏହାର ଥଣ୍ଡା ପବନ ଦେବା କାମ କିନ୍ତୁ ପୁରା ଦମଦାର ରହିଅଛି । ତେବେ ଏସି ପାଇଁ ଡ୍ରାଏ ଆଇସ ପାଣି ମଧ୍ୟ ବ୍ୟବହାର କରିପାରିବେ । ଏହା ଜରିଆରେରେ ହିଁ ଏହି ଏସି ଥଣ୍ଡା ପବନ ଦେବ । ତେବେ ଅଫିସରେ ବସି କାମ କରିବା କିମ୍ବା ପାଠ ପଢିବା ସମୟରେ ବସିଥିବା ବେଳେ ଏହାକୁ ଟେବୁଲ ଉପରେ ରଖି ଆରାମରେ ଥଣ୍ଡା ପବନ ପାଇପାରିବେ । ଏହି ମିନି ଏସି ର ଦାମ୍ ୫୦୦ ଟଙ୍କାରୁ ଆରମ୍ଭ ହୋଇ ୨୦୦୦ ଟଙ୍କା ପର୍ଯ୍ୟନ୍ତ ମଧ୍ୟ ରହିଛି ।

ଏହା ଠାରୁ କମ୍ କିମ୍ବା ବହୁତ ମଧ୍ୟ ହୋଇପାରେ । ଏହାକୁ ଆପଣ ଅନ ଲାଇନ କିମ୍ବା ଅଫ ଲାଇନ ମଧ୍ୟ ବ୍ୟବହାର କିଣି ପାରିବେ । ତେବେ ଆମେ ମଧ୍ୟ ଆଶା କରିବୁ । ଏହା କି ଯେ ଆପଣ ମଧ୍ୟ ଏହି କୁନି ଏସି ଘରକୁ କିଣି ଆଣନ୍ତୁ । ଏହା ସହ ଗରମ ଦିନରେ ଥଣ୍ଡା ପବନର ମଜା ନିଜେ ନେବା ସହ ସାରା ଘରକୁ କୁଲିଙ୍ଗ କରିଦିଅନ୍ତୁ ।

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକ ଲାଟେଷ୍ଟ ସୂଚନା ପାଇବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । । ଧନ୍ୟବାଦ

Leave a Reply

Your email address will not be published. Required fields are marked *