ମୋ ଜାଲରେ ଫଶିଗଲ ଏବେ ନାମ ନିଅ…ଆସିଲା ରିପୋର୍ଟ, ହେଲା ଭୟଙ୍କର ଖୁଲାସା…ଧରା ପଡିଲା ଗୋପାଳର ମିଛି ମିଛିକା ଖେଳ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଗୋପାଳ ପାଗଳ ନୁହେଁ ଆସିଲା ରିପୋର୍ଟ ! ଏତେ ଦିନ ଭୁଆଁ ବୁଲାଉଥିବା ଗୋପାଳର ସବୁ କିଛି କଥା ପଦାରେ ପଡିଯାଇଛି । ତେବେ ଗୋପାଳ କେତେବେଳେ ମନ୍ତ୍ରୀ ନବ ଦାସଙ୍କୁ guli mada କରି ଜେଲ୍ ରେ ଏପରି ରହୁଛି ତ ଆଉ କେତେବେଳେ ଗୋପାଳ ଜଣେ ପାଗଳ ବୋଲି କୁହାଯାଉଥିଲା । ତେବେ ସତରେ ଗୋପାଳ କଣ ଜଣେ ସତରେ ଜଣେ ମାନସିକ ରୋଗୀ ନା ନିଜର ଦୋଷ ଲୁଚାଇବା ପାଇଁ ଅନ୍ୟ ମାନଙ୍କ ଆଗରେ ପାଗଳ ହେବାର ନିଜ ପାଇଁ ଏକ ପରିଚୟ ସୃଷ୍ଟି କରୁଛି ।

ତାହାକୁ ଜାଣିବା ପାଇଁ କ୍ରାଇମ ବ୍ରାଞ୍ଚ ଟିମର ଗୋପାଳ ଦାସ ଉପରେ ତନାଘନା ଚାଲିଥିଲା । ତେବେ ସେଥିପାଇଁ ଗୋପାଳର ଅନେକ ପ୍ରକାର ଟେଷ୍ଟ ମଧ୍ୟ କରାଯାଇଥିଲା । ତେବେ ବିଶେଷ କରି ଗୋପାଳର ମାନସିକ ଟେଷ୍ଟ କରିବା ପାଇଁ ଏକ୍ସପର୍ଟ ମନୋସ୍ତତ୍ଵବିତ ମାନଙ୍କର ମଧ୍ୟ ପରାମର୍ଶ ନିଆଯାଇଥିଲା । ତେବେ ସେହି ମନୋସ୍ତତ୍ଵଟିମର ୪ ଜଣିଆ ବିଶେଷଜ୍ଞ ଟିମ ହିଁ ଅଭିଯୁକ୍ତ ଗୋପାଳ ଦାସର ସବୁ କିଛି ଖୁଲାସା କରିଦେଇଛି ।

ଯାହାକୁ ନେଇ ବର୍ତ୍ତମାନ ସମୟରେ ସବୁଆଡେ ଆଲୋଚନା ବିଷୟ ପାଲଟିଛି । ତେବେ ଗୋପାଳ ମାନସିକ ପରୀକ୍ଷା କରି ଗୋପାଳ ସତରେ ପାଗଳ କି ନାହିଁ ଜାଣିବା ପାଇଁ SCB ର ୪  ଜଣିଆ ଏକ୍ସପର୍ଟ ମନୋସ୍ତତ୍ଵବିତ ଏଥିପାଇଁ ଗୋପାଳର ମାନସିକତା ଟେଷ୍ଟ କରିଥିଲେ । ତେବେ ଗୋପାଳର ଆଚାର, ବ୍ୟବହାର ଚାଲି ଚଳନୀ ତାହା ଅନ୍ୟାନ୍ୟ କଥାକୁ ବିଚାର ପରିସର ଭୁକ୍ତ କରି ସର୍ବଶେଷରେ ଏପରି କିଛି ରେଜଲ୍ଟ ଆଜି ଆସି ପହଞ୍ଚି ଯାଇଛି ।

ଯେଉଁଥିରୁ ସ୍ପଷ୍ଠ ହୋଇଯାଉଛି । ଏହା କି ଯେ ଗୋପାଳର ମାନସିକତା ଟେଷ୍ଟ ରିପୋର୍ଟ ଅନୁଯାଇ ଗୋପାଳ ଜଣେ ମାନସିକ ରୋଗୀ ନୁହେଁ । କାରଣ ଗୋପାଳ ସଂପୂର୍ଣ୍ଣ ଭାବରେ ସବୁକିଛି ବିଷୟରେ ସଚେତ ଓ ସତର୍କ ରହୁଛି  । ଗୋପାଳର ସ୍ମରଣ ଶକ୍ତି ମଧ୍ୟ ଠିକ ଅଛି । ଯାହାକି ଜଣେ ମାନସିକ ରୋଗୀ ହୋଇଥିଲେ ଏପରି ଭାବରେ କୌଣସି ପାଇଁ ସତର୍କ ଭାବନା ତା’ ପାଖରେ ଦେଖିବାକୁ ମିଳିନଥାନ୍ତା ।

ତେବେ ଆଗାମୀ ସମୟରେ ଗୋପାଳ ଉପରେ ଅନ୍ୟାନ୍ୟ ସମସ୍ତ ତଦନ୍ତ ସାରି ଗୋପାଳର ସବୁ କିଛି କଥାକୁ ପଦାରେ ପକାଇ ମନ୍ତ୍ରୀ ନବ ଦାସ ଘଟଣାର ତଦନ୍ତ ସଫଳ ହୋଇବ ବୋଲି ସୂଚନା ମିଳିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *