‘କାମ ସରିଲେ ତୁ ଆସିବୁ ମା, କାଇଁ ହଇରାଣ ହୋଉଛୁ’ ଦେଖନ୍ତୁ Tapaswini ଙ୍କୁ ଏମିତି କାହିଁକି କହିଲେ ଶ୍ଵଶୁର ପ୍ରମୋଦ ସାହୁ, ଦେଖନ୍ତୁ Video

ବନ୍ଧୁଗଣ ଦୀର୍ଘ ଦେଢ ମାସ ଧରି ଧାରଣାରେ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି । ଗତ ପହଡଦିନ ଜିଲ୍ଲା କୋର୍ଟ ଏକ ବଡ ରାୟ ଶୁଣାଇ ଥିଲେ । ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲା ଦୀର୍ଘ ଦିନ ଧରି ଚାଲି ଆସୁଛି । ତେବେ ତପସ୍ଵିନୀଙ୍କୁ ବର୍ତ୍ତମାନ ଜନସାଧାରଣଙ୍କ ସମର୍ଥନ ମିଳୁଥିବା ବେଳେ ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି । ଏହି ମାମଲାଟି ବର୍ତ୍ତମାନ ସାରା ଓଡିଶାରେ ଚର୍ଚାର ବିଷୟ ପାଲଟିଛି ।

ବନ୍ଧୁଗଣ ଓଡିଶାରେ ଏପରି ଏକ ଘଟଣା ବୋଧେ ପ୍ରଥମ ଥର ଦେଖିବାକୁ ମିଳିଛି ଯେଉଁଠି ଜଣେ ନାରୀ ନିଜ ଅଧିକାର ପାଇଁ ଦୀର୍ଘ ଦୁଇ ମାସ କାଳ ନିଜ ଶାଶୁ ଘର ସାମ୍ନାରେ ଶିତ କାକରରେ ଧାରଣା ଦେଇଛି । ଗତ ପହଡଦିନ ଜିଲ୍ଲା କୋର୍ଟ ଶୁଣାଣି କରିଥିଲା ଯେ, ତପସ୍ଵିନୀ ନିଜ ଶଶୁର ଘରେ ରହିବେ । ତପସ୍ଵିନୀ ନିଜ ସ୍ଵାମୀଙ୍କ ବେଡରୁମରେ ରହିବାକୁ ଚାହୁଁ ଥିବା ବେଳେ ତାଙ୍କ ଶଶୁର ତାଙ୍କୁ ଉପର ଘରେ ରଖିବା ପାଇଁ କହିଛନ୍ତି ।

ବନ୍ଧୁଗଣ ଉପର ଘରଟି ହଷ୍ଟେଲ ବୋଲି ଡିମ୍ପଲ କହୁଛନ୍ତି ଓ ବର୍ତ୍ତମାନ ସେହି ଘରଟି ଅସଜଡା ହୋଇ ରହିଛି । ସେହି ଉପର ଘରେ ଗୋଟେ ମଣିଷ ରହିବା ପାଇଁ ଉପଯୋଗୀ ନାହିଁ । ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ ।ତେବେ ଏହି ସବୁ କଥା ଜାଣିବା ପରେ ପ୍ରମୋଦ ସାହୁ ମୁଲିଆ ଲଗାଇ ସେହି ଘରଟି ଗତ କାଲି ସଫା କରାଇଥିଲେ ।

ଆଜି ସକାଳେ ତପସ୍ଵିନୀ ସେହି ଘରକୁ ଯାଇ ସବୁ ଦେଖିଥିଲେ । ସେହି ଘରେ କଣ ସବୁ ଅସୁବିଧା ଅଛି ତାହା ବିଷୟରେ ମଧ୍ୟ ସେ କହିଥିଲେ । ତେବେ ତପସ୍ଵିନୀଙ୍କ ଡିମାଣ୍ଡକୁ ଆଖି ଆଗରେ ରଖି ପ୍ରମୋଦ ସାହୁ ସେହି ଘରର ଅନ୍ୟାନ୍ୟ କାମ ଗୁଡିକ ବର୍ତ୍ତମାନ କରୁଛନ୍ତି । ତେବେ ପ୍ରମୋଦ ସାହୁଙ୍କ ଉପସ୍ଥିତିରେ ଘରର ସମସ୍ତ କାମ ହେଉଛି ଓ ଏହାର ଭିଡିଓ ମଧ୍ୟ ସୋ-ସି-ଆ-ଲ ମି-ଡି-ଆରେ ଭା-ଇ-ରା-ଲ ହେଉଛି ।

ଏବେ ଘର କାମ ଚାଲିଥିବା ବେଳେ ତପସ୍ଵିନୀ ମଧ୍ୟ ସେହି ସ୍ଥାନରେ ଉପସ୍ଥିତ ଅଛନ୍ତି । ସେହି ସମୟରେ ପ୍ରମୋଦ ସାହୁ ତପସ୍ଵିନୀଙ୍କୁ କାମ ସରିବା ପାଇଁ ଆସିବାକ ପାଇଁ କହୁଛନ୍ତି ଯାହାର ଭିଡିଓ ବର୍ତ୍ତମାନ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ପ୍ରମୋଦ ତପସ୍ଵିନୀଙ୍କୁ ଝିଅ ଭଳି ଡାକୁ ଛନ୍ତି ଓ କାମ ସରିବା ପରେ ଆସିବା ପାଇଁ କହୁଛନ୍ତି । ତେବେ ଆଶା ଅଛି ଆଜି ସନ୍ଧ୍ୟା ଭିତରେ ଘର କାମ ଶେଷ ହୋଇଯିବ ଓ ତପସ୍ଵିନୀ ଆଜି ଘରକୁ ଯିବେ ।

Leave a Reply

Your email address will not be published. Required fields are marked *