‘ମୁଁ ଯଦି ମରିଯିବି ଏମାନେ କେହି ଠିକସେ ବଞ୍ଚି ପାରିବେନି, ଗୋଟେ ଟୋକା ଆସି କହୁଛି…’ ଦେଖନ୍ତୁ ହଠାତ କାନ୍ଦି କାନ୍ଦି ଏମିତି କାହିଁକି କହିଲେ Tapaswini, ଦେଖନ୍ତୁ Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ବିଚ୍ଛେଦ ମାମଲାରେ ବର୍ତ୍ତମାନ ଏକ ବଡ ଟ୍ଵିଷ୍ଟ ସାମ୍ନାକୁ ଆସିଛି । ବନ୍ଧୁଗଣ କୋର୍ଟ ରାୟ ଦେବା ପରେ ସବୁ କିଛି ଠିକ ଥିଲା । ଗତ ପହଡଦିନ କୋର୍ଟ ରାୟ ଦେଇଥିଲେ ତପସ୍ଵିନୀ ନିଜ ଶଶୁର ଘରେ ରହିବେ । ଏହା ପରେ ଶଶୁର ପ୍ରମୋଦ ସାହୁ ତପସ୍ଵିନୀଙ୍କୁ ଉପର ଘରେ ରହିବା ପାଇଁ କହିଥିଲେ ଯାହା ଆଗରୁ ହଷ୍ଟେଲ ଥିଲା । ହେଲେ ତପସ୍ଵିନୀଙ୍କର ଇଛା ଥିଲା ସେ ତାଙ୍କ ସ୍ଵାମୀଙ୍କ ବେଡରୁମରେ ରହିବେ ।


ବନ୍ଧୁଗଣ ଉପର ଘରଟି ଅସଜଡା ହୋଇ ରହିଥିଲା ଓ ମଣିଷ ରହିବା ପାଇଁ ସେହି ଘରଟି ଉପଯୋଗୀ ନଥିଲା । ତପସ୍ଵିନୀ ନିଜ ଓକିଲଙ୍କ ସହ ଆଲୋଚନା କରିଛନ୍ତି ଓ ଯିଏ ପ୍ରୋଟେକ୍ସନ ଅଫିସର ସେ ମଧ୍ୟ କହିଛନ୍ତି ସେ ଘର ମଣିଷ ରହିବା ପାଇଁ ଉପଯୋଗୀ ନୁହେଁ । ଗତ କାଲି ତପସ୍ଵିନୀ ଏହି ପ୍ରସଙ୍ଗକୁ ନେଇ କୋର୍ଟ ଦ୍ଵାରସ୍ତ ଦେବେ ବୋଲି କହିଥିଲେ ଏହା ଜାଣିବା ମାତ୍ରେ ଅତି ଚତୁରତାର ସହ ପ୍ରମୋଦ ସାହୁ ଗତ କାଲି ଘର କାମ ଆରମ୍ଭ କରିଥିଲେ ।

ସେ କିଛି ମୁଲିଆ ମାନଙ୍କୁ ଡକାଇ ଘର ସଫା କରେଇଥିଲେ । ଘର ସଫା ହେବା ପରେ ତପସ୍ଵିନୀ ଆଜି ସକାଳେ ସେହି ଘର ଯାଇ ଦେଖିଥିଲେ ଓ ଘରେ ଆଉ ସବୁ କଣ ତ୍ରୁଟି ରହିଛି ତାହା ବିଷୟରେ ମଧ୍ୟ କହିଥିଲେ । ସେହି ସବୁ ତ୍ରୁଟିକୁ ପ୍ରମୋଦ ଠିକ ମଧ୍ୟ କରାଉ ଥିଲେ ଓ ଆଜି ସନ୍ଧ୍ୟାରେ ଯଦି ସବୁ ଠିକ ହୋଇଯାଏ ତା ହେଲେ ତପସ୍ଵିନୀ ଉପରେ ଘରେ ରହିଯିବେ ବୋଲି କହିଥିଲେ । ହେଲେ ବନ୍ଧୁଗଣ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ ଜନକ ଭିଡିଓ ସାମ୍ନାକୁ ଆସିଛି ।

ଏହି ଭିଡିଓ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭିଡିଓରେ ତପସ୍ଵିନୀ କାନ୍ଦୁ ଥିବାର ନଜର ଆସୁଛନ୍ତି ଓ କହୁଛନ୍ତି ‘ମୁ ମରି ଯିବି ଏମାନେ କେହି ଠିକସେ ବଞ୍ଚିପାରିବେ ନାହିଁ’ । ତା ହେଲେ ବନ୍ଧୁଗଣ ସବୁ କିଛି ଠିକ ହେବା ପରେ ମଧ୍ୟ ତପସ୍ଵିନୀ ଏମିତି କାହିଁକି କହିଲେ ତାହା ଏକ ବଡ ପ୍ରଶ୍ନ ।

ତପସ୍ଵିନୀଙ୍କ ମତରେ, ସୁମିତଙ୍କ ଓକିଲ କହିଛନ୍ତି ଘରେ ରହିବାର କୌଣସି ଅର୍ଡର ଲେଖା ହୋଇ ନାହିଁ । ଏହା ଛଡା ବାବୁରାଓ ବୋଲି ଜଣେ ଫିନାଇଲ ବେପାରୀ କହିଛନ୍ତି ଯେ, ତାଙ୍କ ଘର ସାମ୍ନାରେ ସେମାନେ ୭ ଜଣ ପିଲା ରହୁଛନ୍ତି । ବନ୍ଧୁଗଣ ଏମିତି ଅନେକ କଥା କହି ତପସ୍ଵିନୀଙ୍କ ଅବସ୍ଥା ସ୍ଵଚନୀୟ ହୋଇଯାଇଛି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *