Aryan ଆଉ ସାଥିଙ୍କୁ 14 ଦିନ ଜେଲ୍ କଷ୍ଟଡି, ରାୟ ଶୁଣି ଥରିଲେ Aryan, କାଲି ବେଲ୍ ପାଇଁ Shahrukh ଙ୍କ ଓକିଲଙ୍କ ଶେଷ ସୁଯୋଗ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମୁମ୍ବାଇର ଏକ କ୍ରୁଜରେ ଡ୍ର-ଗ୍ସ ମା-ମ-ଲା-ରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗି-ର-ଫ କରାଯାଇଥିଲା । ଏହି ମାମଲାରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ଦୁଇଜଣ ମଧ୍ୟ ଏନସିବି ହେପାଜତରେ ଅଛନ୍ତି । ତାଙ୍କର ଆଜି ରି-ମା-ଣ୍ଡ ଅବଧି ଶେଷ ହୋଇଥିଲା । ଏଭଳି ପରିସ୍ଥିତିରେ ଆର୍ଯ୍ୟନ ଖାନକୁ ମୁମ୍ବାଇର ଏକ କୋର୍ଟରେ ହାଜର କରାଯାଇଥିଲା ।

ଅକ୍ଟୋବର ୨ ତାରିଖରେ ବିଳମ୍ବିତ ରାତିରେ ଏନସିବି ଏହି କ୍ରୁଜ୍ ଉପରେ ଚ-ଢା-ଉ କରିଥିଲା, ପରେ ୮ ଜଣଙ୍କୁ ଗି-ର-ଫ କରିଥିଲା । ଅନେକ ଘଣ୍ଟା ଧରି ପଚରାଉଚରା ପରେ ଆର୍ଯ୍ୟନ ସମେତ ୮ ଜଣଙ୍କୁ ଏନସିବି ଗି-ର-ଫ କରିଥିଲା । ତେବେ ଆର୍ଯ୍ୟନ ଖାନ ଜାମିନ ପାଇଁ ଆବେଦନ କରିଥିଲେ କିନ୍ତୁ ସେ ନିରାଶ ହୋଇଛନ୍ତି ଏବଂ ଆର୍ଯ୍ୟନ ଖାନ୍ ଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହା-ଜ-ତ କୁ ପଠାଇଦିଆଯାଇଛି ।

ଆର୍ଯ୍ୟନଙ୍କୁ ଆଉ ଅଧିକ ଦିନ ରିମାଣ୍ଡରେ ନେବାକୁ ଅନୁମତି ମିଳିନାହିଁ । ୧୧ ପର୍ଯ୍ୟନ୍ତ ରି-ମା-ଣ୍ଡ-ରେ ନେବାକୁ ଆବେଦନ କରିଥିଲା ଏନସିବି । ତେବେ କୋ-ର୍ଟ ର ନିର୍ଦେଶ କ୍ରମେ ଆର୍ଯ୍ୟନ ଙ୍କୁ ଆହୁରୁ ୧୪ ଦିନ ପାଇଁ ଏନସିବି କସ୍ଟଡି ରେ ରହିବେ । ତେବେ କାଲି ଫୁଣି ଥରେ ତାଙ୍କ ଓକିଲ ବେ-ଲ ମାଗିବାର ଶେଷ ସୁଯୋଗ ଅଛି ଏବଂ ଏହା ଯଦି ଖାରଜ ହୋଇ ଯିବ ତେବେ ବେଲ ମିଳିବା କଷ୍ଟକର ହୋଇଯିବ ।

ଆର୍ଯ୍ୟନ ଙ୍କ ଓକିଲ ଙ୍କ ଅନୁସାରେ ଆର୍ଯ୍ୟନ ଙ୍କ ପାଖରେ କେବଳ ଦୁଇ ଗ୍ରାମ ର ଗ-ଞ୍ଜେ-ଇ ମିଳିଥିଲା ତେଣୁ ଏହାକୁ ଆଧାରିତ କରି ତାଙ୍କୁ ଏନସିବି ଜେ-ଲ ରେ ରଖି ପାରିବେ ନାହିଁ କିନ୍ତୁ ଏନସିବି ର କହିବା କଥା କି ଆର୍ଯ୍ୟନ ଙ୍କ ପାଖରୁ ଏବଂ ତାଙ୍କ ମୋବାଇଲ ଫୋନ ରୁ ବହୁତ ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ସବୁ ମିଳୁଛି ତେଣୁ ତାଙ୍କୁ ରି-ମା-ଣ୍ଡ-ରେ ରଖିବା ନିହାତି ଆବଶ୍ୟକ ଅଟେ । ତେବେ ଦେଖିବା କି ଆର୍ଯ୍ୟନ ଙ୍କୁ ଜାମିନ ମିଳୁଛି କି ନାହିଁ କିମ୍ବା ଏନସିବି କବଳ ରୁ ସେ କେବେ ମୁ-କୁ-ଳି ପାରୁଛନ୍ତି ତାହା ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *