ମା’ Gouri Khan ଙ୍କ ଗଣେଶ ପୂଜା ବଞ୍ଚେଇ ପାରିବନି Aryan ଙ୍କୁ, ପୁଣି NCB ରେ କଟିବ ରାତି, ଏ ଯାଏଁ ୧୮ ଗିରଫ, ଦେଖନ୍ତୁ VIdeo

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ଖବର ଏବଂ ଚର୍ଚ୍ଚିତ ଖବର ରହୁଛି ବଲିଉଡ ର ବାଦଶାହା ଙ୍କ ପୁଅ ଆର୍ଯ୍ୟନ ଖାନ ଙ୍କ ଗି-ର-ଫ । ତେବେ ଆପଣ ମାନେ ଜାଣିଥିବେ କି ୩ ଅକ୍ଟୋବର ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କିମ୍ବା ଏନସିବି ଦ୍ୱାରା ମୁମ୍ବାଇ ଉପକୂଳରେ ଥିବା ଏକ କ୍ରୁଜ୍ ଜାହାଜରେ ଏକ ପାର୍ଟୀରେ ଚଢାଉ ପରେ ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ୨୩ ବର୍ଷର ପୁଅ ଆର୍ଯ୍ୟନ ଖାନଙ୍କୁ ଗି-ର-ଫ କରାଯାଇଥିଲା ।

ଏହି ଆ-କ୍ର-ମ-ଣ ପରେ ପଚରା ଯାଇଥିବା ଆଠ ଜଣଙ୍କ ମଧ୍ୟରେ ସେ ଥିଲେ । ସୂତ୍ରରୁ ପ୍ରକାଶ ଯେ ଏନସିବି ଦଳ ଯାତ୍ରୀ ରୂପେ ଛ-ଦ୍ମ-ବେଶିତ ଗୋଆ ଜାହାଜରେ ଚ-ଢି-ଥିଲେ । ଅଧିକାରୀଙ୍କ ଅନୁଯାୟୀ, ଜାହାଜ ମୁମ୍ବାଇ ଛାଡି ସମୁଦ୍ରରେ ରହିବା ପରେ ପାର୍ଟି ଆରମ୍ଭ ହୋଇଥିଲା । ଜାହାଜରେ ଥିବା ପାର୍ଟିରୁ ଇ-କ-ଷ୍ଟା-ସୀ, କୋ-କେ-ନ, ଏ-ମ-ଡି (ମେ-ଫେ-ଡ୍ରୋ-ନ) ଏବଂ ଚ-ର-ସ ଭଳି ଡ୍ର-ଗ୍ ଉଦ୍ଧାର କରାଯାଇଛି ବୋଲି ଏଜେନ୍ସି କହିଛି ।

ଅପରେସନ ସମୟରେ ସ-ନ୍ଦି-ଗ୍ଧ-ମାନଙ୍କୁ ଖୋଜାଖୋଜି କରା ଯାଇଥିଲା ଏବଂ ସେମାନଙ୍କଠାରୁ ବିଭିନ୍ନ ଔ-ଷ-ଧ ଜ-ବ-ତ କରା ଯାଇଥିଲା, ଯାହାକୁ ସେମାନେ ନିଜ ପୋଷାକ, ଅଣ୍ଡରମେଣ୍ଟ ଏବଂ ପର୍ସ ଆଦିରେ ମିଳିଥିଲା । ତେବେ ପୁଅ କୁ ଉଦ୍ଧାର କରିବା ପାଇଁ ବାପା ସାହାରୁଖ ସବୁଠାରୁ ମହଙ୍ଗା ଓକିଲ ଙ୍କୁ ମଧ୍ୟ ରଖିଛନ୍ତି ଏବଂ ଚାଦର ମଧ୍ୟ ଚ-ଢ଼ା-ଉ ଛନ୍ତି ଏବଂ ମାତା ଗୌରୀ ସିଦ୍ଧି ବିନାୟକ ଙ୍କ ପୂଜା ଅର୍ଚ୍ଚନା କରୁଛନ୍ତି କିନ୍ତୁ ଯେତେ ଯାହା କଲେ ବି ପୁଅ ର କର୍ମ ର ଫଳ ତ ନିଶ୍ଚିତ ଭୋଗିବାକୁ ପଡ଼ିବ ।

ତେବେ ଆର୍ଯ୍ୟନ ଙ୍କ ଓକିଲ ନିଜର ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଲେଇ ଛନ୍ତି ଏବଂ ସେ କହିଛନ୍ତି କି ଆର୍ଯ୍ୟନ ଙ୍କ ପାଖରେ ମାତ୍ର ପାଞ୍ଚ ଗ୍ରାମ ର ଗ-ଞ୍ଜେ-ଇ ଥିଲା ଯାହା ଆଧାର ରେ କୋର୍ଟ ତାଙ୍କୁ ଦ-ଣ୍ଡ ଦେଇ ପାରିବେ ନାହିଁ । ତେବେ ଏନସିବି ର ଅଫିସର ସମୀର ୱାନକେଡ କିନ୍ତୁ ଛାଡିବା ଲୋକ ନୁହେଁ ସେ ନିଜର ଚେଷ୍ଟା ରେ ଆର୍ଯ୍ୟନ ଙ୍କୁ ଆହୁରି କିଛି ଦିନ ନିଜ ରି-ମା-ଣ୍ଡ-ରେ ରଖିବାକୁ ଅନୁରୋଧ କରିଛନ୍ତି କୋ-ର୍ଟ କୁ ।

ତେବେ ସେପଟେ ଶାହାରୁଖ ଙ୍କ ଫ୍ୟାନ ମାନେ ତାଙ୍କ ଘର ପାଖରେ ଛିଡା ହୋଇ ତାଙ୍କୁ ସମର୍ଥନ ମଧ୍ୟ ଜଣାଉଛନ୍ତି । ଏହା ଛଡା ଆର୍ଯ୍ୟନ ଙ୍କୁ ଜାମିନ ମିଳୁ ବୋଲି ମଧ୍ୟ ଦାବି ରଖୁଛନ୍ତି ।
ତେବେ ଆର୍ଯ୍ୟନ ଏବଂ ତାଙ୍କ ସାଙ୍ଗ ମାନଙ୍କ ପାଖରେ ସବୁଠାରୁ ମହଙ୍ଗା ଡ୍ର-ଗ୍ସ ମିଳିଛି ଏବଂ ଯାହା ସବୁଠାରୁ ଖ-ତ-ର-ନା-କ ମଧ୍ୟ ତେଣୁ ଏନସିବି ସବୁ ସତ କଥା ଆର୍ଯ୍ୟନ ଙ୍କ ଠାରୁ ହାସଲ କରିବାରେ ଚେଷ୍ଟା ଚଳେଇଛନ୍ତି । ତେବେ ଦେଖିବା କି ଆର୍ଯ୍ୟନ ଙ୍କୁ ବେ-ଲ ମିଳୁଛି କିମ୍ବା ନାହିଁ ।

Leave a Reply

Your email address will not be published. Required fields are marked *