Breaking News: School ଉପରେ ଆତଙ୍କବାଦୀ ଙ୍କ ଆଖିବୁଜା ଗୁଳିମାଡ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣାର ଚର୍ଚା ହେଉଛି ।

ଏହି ଘଟଣାଟି ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମି-ଡି-ଆ ରିପୋର୍ଟସ ଅନୁସାରେ ଜମୁକଶ୍ମୀରର ଶ୍ରୀନଗରରେ ଏକ ବଡ ଧରଣର ଆ-ତ-ଙ୍କି ଆ-କ୍ର-ମ-ଣ ହୋଇଛି ।

ଶ୍ରୀନଗର ଇଦଘା ଅଞ୍ଚଳରେ ଥିବା ଏକ ସ୍କୁଲକୁ ଆ-କ୍ର-ମ-ଣ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଆ-ତ-ଙ୍କ-ବା-ଦୀ-ଙ୍କ ଗୁ-ଳି ମା-ଡ-ରେ ଦୁଇଜଣ ଶିକ୍ଷକଙ୍କର ମୃ-ତ୍ୟୁ ହୋଇଛି ।ଦୁଇଜଣ ମୃ-ତ-କ-ଙ୍କ ମଧ୍ୟରେ ସ୍କୁଲର ପ୍ରଧାନ ଶିକ୍ଷକ ରହିଛନ୍ତି । ଆତଙ୍କବାଦିଙ୍କ ଗୁ-ଳି ମା-ଡ-ରେ ଏହି ଦୁଇ ଶିକ୍ଷକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କିନ୍ତୁ ସେମାନଙ୍କୁ ମୃ-ତ ଘୋଷଣା କରିଛନ୍ତି । ମୃ-ତ-କ ଦୁଇଜଣ ଶ୍ରୀନଗର ଇଦଘାରେ ଥିବା ସରକାରୀ ହାୟର ସେକେଣ୍ଡାରିର ଅଧ୍ୟାପନା କରୁଥିଲେ ।

ମୃ-ତ ପ୍ରଧାନ ଶିକ୍ଷକ ଜନକ ସୁଖବିନ୍ଦର କୌର ନାମରେ ଚିହ୍ନଟ ହୋଇଛନ୍ତି ଓ ଅନ୍ୟ ଶିକ୍ଷକଙ୍କ ନାମ ଦୀପକ ବୋଲି ଜଣା ପଡିଛି । ସ୍କୁଲରେ ଏକ ବୈଠକ ଚାଲି ଥିବା ବେଳେ ଆ-ତ-ଙ୍କ-ବ-ଦୀ ମାନେ ଏହି ଆ-କ୍ର-ମ-ଣ କରିଥିଲେ । ଏହି ଘ-ଟ-ଣା-ର ଚର୍ଚା ବର୍ତ୍ତମାନ ବହୁତ ମାତ୍ରା ହେଉଛି ଓ ଲୋକମାନେ ଏହି ଘଟଣା ପ୍ରତି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *