‘କାଲି ରାତିରେ ଦିନେଶ ହଠାତ ମୋ ପାଖରେ ପହଞ୍ଚିଗଲା, ସେତେବେଳେ କେହି ପାଖରେ ନଥିଲେ, ସେ ମତେ…’ କଣ କହିଲେ ଦୀପିକା, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ଦିନେଶ ଆସିଲା ଆଉ ସବୁ ରାଗରୁଷା ଭୁଲି ତାଙ୍କୁ କୋଳେଇ ନେଲା । ଏବଂ ସେ କେବେ ଚିନ୍ତା କରି ନଥିଲେ ଯେ ଦିନେଶ ତାଙ୍କ ପାଖକୁ ଆସିବେ ବୋଲି । ମାତ୍ର ଆଜି ସେ ବହୁତ ଖୁସି ଅଛନ୍ତି କାରଣ ଦିନେଶ ତାଙ୍କ ପାଖକୁ ଯାଇଥିଲେ । ଦିନେଶ ଦୀପିକା ଙ୍କୁ କଥା ଦେଇଥିଲେ ସେ ଦୀପିକାଙ୍କୁ ଆଉ ଛାଡି ଯିବେ ନାହିଁ । ସେ ତାଙ୍କ ପାଖରେ ସବୁବେଳେ ରହିବ ।

ଦୀପିକା କେବେ ମଧ୍ୟ ବିଶ୍ଵାସ କରି ନଥିଲେ ଯେ ଦିନେଶ ତାଙ୍କ ପାଖକୁ ଆସିବେ ବୋଲି । ଦିନେଶ ଆସି ତାଙ୍କୁ ବିବାହ କରିବେ ବୋଲି କହିଲେ ଏବଂ କହିଲେ ଯେ ତାଙ୍କୁ ଘରକୁ ନେଇଯିବେ । ଆଉ କାନ୍ଦି କାନ୍ଦି କହିଲେ ମୋର ଭୁଲ ହୋଇ ଯାଇଅଛି ଘରକୁ ପୁଅ ଏବଂ ଦୀପିକା କୁ ନେଇ ଗଲେ । କିନ୍ତୁ ହଠାତ ଆଖି ଖୋଲିଗଲା ଦୀପିକା ଙ୍କର ଏବଂ ସେ ଜାଣିଲେ ଯେ ସେ କେବଳ ଏକ ସ୍ଵପ୍ନ ଦେଖୁଥିଲେ ।

ସ୍ଵପ୍ନ ତାଙ୍କର ଆଧାରେ ରହିଗଲା । ଦିନେଶ ଙ୍କ ଘର ସାମ୍ନାରେ ବସି ବସି ସବୁବେଳେ ତାଙ୍କ ଅତୀତ କୁ ମନେ ପକାଊଛନ୍ତି ଦୀପିକା । ବୋଧ ହୁଏ ସେ ସେଥି ନିମନ୍ତେ ବାରମ୍ବାର ଦିନେଶ ଦୀପିକା ଙ୍କ ସ୍ଵପ୍ନ ରେ ଆସିଯାଉଛନ୍ତି । ମାତ୍ର ଦୀପିକା ଙ୍କ ଦିନେଶ କେବେ ତାଙ୍କ ପାଖକୁ ଯିବେ ତାହା କେହି ମଧ୍ୟ ଜାଣି ନାହାଁନ୍ତି ।

କିନ୍ତୁ ଦୀପିକା ତାଙ୍କ ଦିନେଶ ଙ୍କୁ ପାଇବାକୁ ଏଭଳି ଅପେକ୍ଷା କରି ରହିଥିବେ ବୋଲି କହିଛନ୍ତି । ସ୍ଵପ୍ନ ରେ ଦିନେଶ ଙ୍କୁ ଦେଖି ନିଜ ମନକୁ ବୁଝାଇବା ଛଡା ଦୀପିକା ଆଉ କିଛି କରିପାରିବେ ନାହିଁ ବୋଲି କହିଛନ୍ତି । ତେବେ ଏହି ଘଟଣା ଦୀର୍ଘ ଦିନ ଧରି ଚାଲିଛି । କିନ୍ତୁ କାହା ମନରେ ଟିକିଏ ଦୟା ଆସୁନାହିଁ ଯେ ସେମାନେ ଗୋଟିଏ ଝିଅକୁ ନ୍ୟାୟ ଦେବେ ।

ନ୍ୟାୟ ଦେବା ବଦଳରେ ଆହୁରି ରାସ୍ତାରେ ଜଣେ ଝିଅର ଏଭଳି ଅବସ୍ଥା ଦେଖି ସମସ୍ତେ ହସୁଛନ୍ତି । ନାନା ପ୍ରକାରର ନିନ୍ଦା ମଧ୍ୟ ଦେଉଛନ୍ତି । କିନ୍ତୁ ଏ ସବୁ କାହା କାରଣରୁ ହେଉଛି ? ଗୋଟିଏ ଝିଅ ର ଯେତିକି ଭୁଲ ଜଣେ ପୁଅ ର ମଧ୍ୟ ସେତିକି ଭୁଲ । ତେବେ କେବଳ ଦୀପିକା କଣ ପାଇଁ ନିଜ ଶିଶୁ ପୁତ୍ର କୁ ଧରି ଦୁଃଖ ଭୋଗ କରିବେ ?

ଏଭଳି ଅନେକ ପ୍ରଶ୍ନ ମନରେ ଉଠିଲେ ମଧ୍ୟ ଦୀପିକା ଙ୍କ ପାଇଁ ପ୍ରଶାସନ ତଥା ସମାଜ କିଛି ପଦକ୍ଷପ ଗ୍ରହଣ କରୁନାହାଁନ୍ତି । ସେ ବହୁତ ମର୍ମାହତ ହୋଇ କୋହଭରା କଣ୍ଠରେ କହିଛନ୍ତି ଯେ ସବୁ ତାଙ୍କ ଭାଗ୍ୟ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *