Interesting Odia Gk- 6 ଟି ବାଡି ଅଛି, 1 ଟି ଭାଙ୍ଗିଦେଲେ, ଆଉ କେତୋଟି ରହିବ ? କେବଳ ବୁଦ୍ଧିମାନ ଲୋକ ହିଁ କହି ପାରିବେ ?

ବନ୍ଧୁଗଣ, ଆଜି ଆମ୍ଭେ ଆପଣଙ୍କୁ କିଛି ଏଭଳି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ଜାଣିଥିଲେ ମଧ୍ୟ ହଠାତ କିଏ ପଚାରି ଦେଲେ ସେହି ପ୍ରଶ୍ନ ମାନଙ୍କର ଉତ୍ତର ଆସୁନଥିବ । ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଏହା ବହୁତ ଫଳପ୍ରଦ ହେବ । ଯେଉଁ ମାନେ IAS ନିମନ୍ତେ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ ସାବ୍ୟସ୍ଥ ହେବ । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କେଉଁ ଫଳରେ ସବୁ ପ୍ରକାରର ଭିଟାମିନ ଥାଏ ?

ଉତ୍ତର;- ଅମୃତଭଣ୍ଡା ।

୨;- ତାହା କଣ ଅଟେ ଯାହା ସ୍କୁଟରରେ ଅଛି ହେଲେ ସାଇକେଲରେ ନାହିଁ ମୋଟର ଗାଡିରେ ଅଛି ହେଲେ ବଳଦଗାଡିରେ ନାହିଁ ?

ଉତ୍ତର;- ଇଞ୍ଜିନ ।

୩;- ରାମାୟଣ କଥା ଅନୁସାରେ ‘ତାଡକା’ ପିତାଙ୍କ ନାମ କଣ ଥିଲା ?

ଉତ୍ତର;- ସୁକେତୁ ।

୪;- ରାମାୟଣ ଅନୁସାରେ ଅଶୋକ ବାଟିକରେ ରାବଣର କେଉଁ ପୁତ୍ର ହନୁମାନନକ ଦ୍ଵାରା ନିହତ ହୋଇଥିଲା ?

ଉତ୍ତର;- ଅକ୍ଷୟ କୁମାର ।

୫;- କାହାକୁ ଆଧୁନିକ ଭାରତର ଜନକ କୁହାଯାଏ ?

ଉତ୍ତର;- ରାଜା ରାମମୋହନ ରାୟ ।

୬;- କନ୍ୟାକୁମାରୀର ‘ରକ ମେମୋରିଆଲ’ କାହା ପ୍ରତି ସମର୍ପିତ ଅଟେ ?

ଉତ୍ତର;- ସ୍ଵାମୀ ବିବେକାନନ୍ଦ ।

୭;- ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁ କେଉଁ ମସିହାରେ ‘ରାଷ୍ଟ୍ରୀୟ ଏକତା ପରିଷଦ’ ର ସ୍ଥାପନା କରିଥିଲେ ?

ଉତ୍ତର;- ୧୯୬୧ ମସିହାରେ ।

୮;- ଏମିତି କେଉଁ ଜିନିଷ ରହିଆଚ୍ଚି ଯାହାକୁ ନିଆଁ ଜଳାଇ ପାରିବ ନାହିଁ, ଶସ୍ତ୍ର କାଟି ପାରିବ ନାହିଁ, ପାଣି ଓଦା କରିପାରିବ ନାହିଁ ଓ ମୃ-ତ୍ୟୁ ମାରି ପାରିବ ନାହିଁ ?

ଉତ୍ତର;- ଛାଇ ।

୯;- ଏମିତି କେଉଁ ଜିନିଷ ଅଛି ଯାହା ଆଲୁଅରେ ଆପଣଙ୍କ ସହିତ ରହିଥାଏ କିନ୍ତୁ ଅନ୍ଧାରରେ ରୁହେ ନାହିଁ ?

ଉତ୍ତର;- ଛାଇ ।

୧୦;- ଭାରତ ଛଡା ଅନ୍ୟ କେଉଁ ଦେଶରେ ୧୫ ଅଗଷ୍ଟ କୁ ସ୍ଵତନ୍ତ୍ରତା ଦିବସ ରୂପେ ପାଳନ କରାଯାଇଥାଏ ?

ଉତ୍ତର;- ଦକ୍ଷିଣ କୋରିଆ ।

୧୧;- କେଉଁ ଜାଗାରେ ସୂର୍ଯ୍ୟ ସବୁଜ ରଙ୍ଗର ଦେଖା ଯାଇଥାଏ ?

ଉତ୍ତର;- ଆଣ୍ଟାର୍ଟିକା ।

୧୨;- ତାହା କଣ ଅଟେ ଯାହାର ୪ ଟି ଗୋଡ ଥାଇ ମଧ୍ୟ ଚାଲିପାରେ ନାହିଁ ?

ଉତ୍ତର;- ଟେବୁଲ ।

୧୩;- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୋଇଥାଏ ?

ଉତ୍ତର;- ଅରୁଣାଞ୍ଚଳ ପ୍ରଦେଶ ।

୧୪;- କେଉଁ ଦେଶରେ ପ୍ରଥମେ କାଗଜର ଉଦ୍ଭାବନ ହୋଇଥିଲା ?

ଉତ୍ତର;- ଚୀନ ।

୧୫;- ଟେଲିସ୍କୋପ କିଏ ଉଦ୍ଭାବନ କରିଥିଲେ ?

ଉତ୍ତର;- ଗାଲିଲିଓ ।

୧୬;- ୬ ଟି ବାଡି ଅଛି, ୧ ଟି ଭାଙ୍ଗି ଗଲେ, ଆଉ କେତୋଟି ରହିବ ?

ଉତ୍ତର;- ୭ ଟି ରହିବ । ତେବେ ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *