ଓଡିଆ ଜୋକ୍ସ: କାଲି ମୁଁ ହୋଟେଲ କୁ ଖାଇବାକୁ ଗଲି ତ ଦେଖିଲି କି ସବୁ ସିଟରେ କପଲ ବସିଥିଲେ, ବସିବା ପାଇଁ ଜାଗା ହିଁ ନଥିଲା, ମୁଁ ପକେଟ ରୁ ଫୋନ କାଢିଲି ଓ ଜୋରରେ କହିଲି….

ସାଙ୍ଗମାନେ ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଜୀବନରେ ଟଙ୍କା ପଇସା ଯେତିକି ଜରୁରୀ ଭଲ ସ୍ୱାସ୍ଥ୍ୟ ତା ଠାରୁ ଅଧିକ ଜରୁରୀ ଅଟେ, ଆଉ ଗୋଟିଏ ଭଲ ସ୍ୱାସ୍ଥ୍ୟ ପାଇଁ ହସିବା କେତେ ଜରୁରୀ ଆପଣମାନେ ତ ଜାଣିଥିବେ । କିନ୍ତୁ ଆଜି କାଲିର ଦୁନିଆରେ ଲୋକ ପଇସା ଅଧିକ କମାଇବା ଚକରରେ ନିଜକୁ ସମୟ ଦେଇ ପାରୁ ନାହାଁନ୍ତି ଓ ତାଙ୍କ ଜୀବନରୁ ଯେମିତି ହସ ଖୁସି ଗାଯାବ ହିଁ ହେଇ ଯାଇଛି ଓ ସେମାନେ ମାନସିକ ଚିନ୍ତାରେ ରହିଥାନ୍ତି । ତେଣୁ ଆଜି ଆମେ ଆପଣଙ୍କ ପାଇଁ ଆଜି ଏମିତି କିଛି ଜୋକ୍ସ ଆଣିଛୁ ଯାହାକୁ ପଢିଲେ ଆପଣ ଖୁବ ହସିବେ ।

Jokes-1

ବାନ୍ତା- ପ୍ଲାଷ୍ଟିକ ସର୍ଜରୀ ରେ କେତେ ଟଙ୍କା ଖର୍ଚ୍ଚ ହେବ ?

ଡାକ୍ତର- 50 ହଜାର

ବାନ୍ତା- ଯଦି ପ୍ଲାଷ୍ଟିକ ମୁଁ ଦେଇ ଦେବି ତ ?

ଡାକ୍ତର(ରାଗି ଯାଇ)- ସାଲା ତରଳେଇ ଚିପକେଇ ବି ଦବୁ

Jokes-2

ଦୁଇଟି ଝିଅ ନିଜ ଭିତରେ କଥା ହେଉଥିଲେ

ପ୍ରଥମ ଝିଅ- ଆଜି ପର ଠାରୁ କୌଣସି ପୁଅ ଉପରେ ବିଶ୍ଵାସ କରିବିନି

ସବୁ ମିଛୁଆ ଧୋକେବାଜ ଓ କମିନା

ଦ୍ଵିତୀୟ ଝିଅ- କାହିଁକି କଣ ହେଲା ? ତୋ ବୟଫ୍ରେଣ୍ଡ ତତେ କିଛି କହିଲା କି ?

ପ୍ରଥମ ଝିଅ- ନାଁ ନେ ନା…ସେ ମିଛୁଆ ଧୋକେବାଜ ର

ମୁଁ ଆଜି ପର ଠାରୁ ତା’ ମୁହଁ ବି ଦେଖିବିନି !

ଦ୍ଵିତୀୟ ଝିଅ ଆଶ୍ଚର୍ଯ୍ୟ ହେଇ କହିଲା – କାହିଁକି, ଏମିତି କଣ ହେଲା କି ?

କଣ ତୁ ତାକୁ ଆଉ କଉ ଝିଅ ସହିତ ଧରିଲୁ ?

ପ୍ରଥମ ଝିଅ- ଆରେ ନା, ସେ ମତେ ମୋର ଆଉ ଗୋଟିଏ ବୟ ଫ୍ରେଣ୍ଡ ସହିତ ଦେଖି ନେଲା,

ଯେତେବେଳେ କି ସେ ମତେ କାଲୀ କହିଥିଲା କି ସେ କିଛି ଦିନ ପାଇଁ ସହର ବାହାରକୁ ଯାଉଛି ….!!!

Jokes-3

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଜବରଦସ୍ତ ଲଢେଇ ହେଲା

ଏତେ ଭୟଙ୍କର ଝଗଡା ହେଲା କି ସ୍ଵାମୀ ମରିବା ଧମକ ବି ଦେଲା

ଓ ଟୁଲ ଉପରେ ଚଢି ପଙ୍ଖାରେ ଦଉଡି ଦବାକୁ ଚେଷ୍ଟା କଲା

ସ୍ତ୍ରୀ(ଏକଦମ ରିଲାକ୍ସ ହେଇ)- ଯାହା କରିବାକୁ ଚାହୁଁଥିଲ କଣ ହେଇଗଲା,

ଟିକେ ଜଲ୍ଦି କର, ଡେରି କର ନାହିଁ, ମୋର ଟୁଲ ଟା ଦରକାର ….!!!

Jokes-4

ପୁଅ- ଯଦି ମୁଁ ତୁମକୁ ମୋ ସିଟ ଦେବି

ତ କଣ ତୁମେ ଭାବିବ ନାହିଁ କି ମୁଁ ତୁମକୁ

Impress କରୁଛି ବୋଲି

ଝିଅ- ନା, ବିଲକୁଲ ନୁହେଁ…

ପୁଅ- ତେବେ ଥାଉ…

ସିଟ ଦେଇ କି ଫାଇଦା …!!!

Jokes-5

ପପୁ ଚିନ୍ତାରେ ବସିଥିଲା….

ସେତିକିବେଳେ ଗପୁ ପଚାରିଲା- କଣ ହେଲା ଭାଇ ?

ପପୁ- ୟାର, ଜଣା ନାହିଁ ସେମାନେ କେମିତି ଲୋକ ଅଟନ୍ତି,

ଯାହାଙ୍କ ସ୍ଵପ୍ନରେ ରାଜକୁମାରୀ ବା ସୁନ୍ଦରୀ ମାନେ ଆସନ୍ତି

ମୋ ସ୍ଵପ୍ନରେ ତ ମୁଁ କେବେ ମରିଯାଏ

ତ କେତେବେଳେ ଘାଇରେ ଗଳି ପଡେ

ତ ଆଉ କେତେବେଳେ ମତେ ଭୁତ ଉଠେଇ ନେଇଯାଏ ….!!!

Jokes-6

କାଲି ମୁଁ ହୋଟେଲ କୁ ଖାଇବାକୁ ଗଲି ତ ଦେଖିଲି କି ସବୁ ସିଟ ରେ କପଲ ବସିଥିଲେ !

ବସିବା ପାଇଁ ଜାଗା ହିଁ ନଥିଲା !

ମୁଁ ପକେଟ ରୁ ଫୋନ କାଢିଲି ଓ ଜୋରରେ କହିଲି,

“ତୋ ଗର୍ଲଫ୍ରେଣ୍ଡ ଏଠି ଆଉ ଜଣଙ୍କ ସହ ବସିଛି, ତୁ ଜଲ୍ଦି ଆସ ସାଙ୍ଗ !”

ଦେଖୁ ଦେଖୁ 7 ଜଣ ଝିଅ ଗାୟବ ହେଇଗଲେ

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *