ଦୁଇ ଭଉଣୀ ଗୋଟିଏ ପୁଅକୁ ହିଁ କଲେ ବିବାହ, ଆଉ ତା’ ପରେ ….

ଆଜିକାଲି ସୋସିଆଲ ମିଡିଆ ମାଧ୍ୟମରେ ଆପଣ ଦେଶ ବିଦେଶର ବିଭିନ୍ନ ଘଟଣା ବିଷୟରେ ଜାଣିପାରିବେ । ବର୍ତ୍ତମାନ ସୋସିଆଲ ମିଡିଆ ଜରିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ବିଷୟରେ ଆପଣମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ସବୁ ଘଟଣା ସାଧାରଣତଃ ସମସ୍ତ ସ୍ଥାନରେ ଚର୍ଚାର ବିଷୟ ମଧ୍ୟ ପାଲଟିଛି । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବାକୁ ଯାଉଛୁ, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ଆପଣ ମାନେ ବିଭିନ୍ନ ପ୍ରକାରର ବିବାହ ବିଷୟରେ ଶୁଣିଥିବେ ଓ ଦେଖି ଥିବେ ମଧ୍ୟ ହେଲେ ଏହି କିଛି ଦିନ ହେବ ପାକିସ୍ତାନରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ପାକିସ୍ତାନରେ ଦୁଇ ଜଣ ଭଉଣୀ ଗୋଟିଏ ପୁଅ ସହ ବିବାହ କରିଛନ୍ତି । ଏହି ବିବାହଟି ପାରମ୍ପାରିକ ପ୍ରଥାରେ ହୋଇଛି ।

ଅଜହର ହେଦରୀ ନାମକ ଜଣେ ଯୁବକ ନିଜ ସମ୍ପର୍କୀୟ ଭଉଣୀ ମାନଙ୍କୁ ପ୍ରେମ କରିଥିଲା । ଏହା ପରେ ପରିବାର ଲୋକଙ୍କ ସହମତିରେ ଏମାନଙ୍କର ବିବାହ ହୋଇଥିଲା । ପାକିସ୍ତାନରେ ସମ୍ପର୍କୀୟଙ୍କ ଭଉଣୀ ସହ ବିବାହ କରିବାର ପରମ୍ପରା ରହିଛି । ଭାରତ ଦେଶରେ ଏହି ପ୍ରଥାକୁ ପାପ ମାନିଥାନ୍ତି ।

ଗୋଟେ ଝିଅ ହେଉଛି ପୁଅ ମାମୁର ଝିଅ ଓ ଅନ୍ୟଟି ହେଉଛି ପୁଅ ଦାଦାର ଝିଅ । ଏହି ଦୁଇଜଣ ମଧ୍ୟ ଗୋଟିଏ ପୁଅ ସହ ବିବାହ କରିବା ପାଇଁ ସହମତି ରଖିଛନ୍ତି । ବିବାହରେ ଏମାନେ ବହୁତ ଖୁସି ନଜର ଆସିଛନ୍ତି ।

ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *