ଆଜିର ରାଶିଫଳ, 18 ସେପ୍ଟେମ୍ବର 2020, ଶୁକ୍ରବାର, ଭୋଲେନାଥଙ୍କ କୃପାରୁ ଆଜି ଏହି ୫ଟି ରାଶିଙ୍କୁ ମିଳିବ ଖୁସି ଖବର

ଆଜି 18 ସେପ୍ଟେମ୍ବର 2020 ଶୁକ୍ରବାର । ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଏହି ରାଶିର ଲୋକଙ୍କୁ ଆଜି ନିଜ ଖର୍ଚ ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ । ଚାକିରି ଏବଂ ବ୍ୟବସାୟରେ ଲାଭ ମିଳିବ । ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ । ଶିକ୍ଷାଗତ ସ୍ତରରେ ଆଶା ଠାରୁ ମଧ୍ୟ ବଡ ସଫଳତା ମିଳିବାର ସମ୍ଭାବନା ଅଛି । ଚାପରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ପରିସ୍ଥିତି ବିଗିଡି ଯାଇପାରେ । ଆପଣଙ୍କର ପୁରୁଣା ରାଜ ବାହାରି ପାରେ । ରାଜନୀତିରେ ଲାଭ ହେବ । ଧନର ଆଗମନ ମଧ୍ୟ ହେବ । ଆଜି ନିଜ ମନ ପସନ୍ଦର ଭୋଜନ ମିଳିବ । ସାଙ୍ଗ ମାନଙ୍କ ସହିତ ଯାତ୍ରା କରି ପାରନ୍ତି ।

ବୃଷ

ନୂତନ ସ୍ରୋତରୁ ଆଜି ଆପଣଙ୍କୁ ଆଶା ଠାରୁ ଅଧିକ ଧନ ଲାଭ ହେବ ଯାହାକୁ ପାଇ ଆପଣ ମାଲାମାଲ ହୋଇ ପାରନ୍ତି । ଅନେକ ଦିନ ଧରି ଅଟକି ଥିବା କାମ ଆଜି ପୁରା ହେବ । ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । ଦୈନିକ କାମରେ ଆଗ୍ରହ ବଢିବ ଏବଂ ସଠିକ ସମୟରେ କାମକୁ ପୁରା କରିବାର ଲକ୍ଷ ରହିବ । ଭାଗ୍ୟ ଉପରେ ଭରସା କରିବା ପୂର୍ବରୁ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । କାରୋବାରରେ ବିବେକର ସହିତ କାମ କରନ୍ତୁ ଲାଭ ନିହାତି ମିଳିବ । ଅଳ୍ପ ଚେଷ୍ଟାରେ ଅଧିକ ଲାଭ ମିଳିପାରେ ।

ମିଥୁନ

ଆଜି ଆପଣ ନିଜ ଜୀବନରେ ନକରାତ୍ମକତା ଆଣୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ସେହି ଲୋକଙ୍କ ଉପରେ ନଜର ରଖନ୍ତୁ ଯିଏ ଆପଣଙ୍କୁ ଖରପା ରାସ୍ତାରେ ନେଇ ଯାଇ ପାରନ୍ତି କିମ୍ବା କିଛି ସୂଚନା ଦେଇ ପାରନ୍ତି ଯାହା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇ ପାରେ । ଆପଣଙ୍କର ସକାରାତ୍ମକ ମନୋଭାବ ଆପଣଙ୍କୁ ସତେଜ ରଖିବ । ପାର୍ଶ୍ଵ ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ମାନଙ୍କୁ ଆରାମ ମିଳିବ କାରଣ ଆପଣ ମାନଙ୍କୁ ଲାଭ ମିଳିପାରେ । ଲଭ ଲାଇଫରେ ନୂତନ ଆଣିବା ପାଇଁ କିଛି ନୂତନ ଚେଷ୍ଟା କରି ପାରନ୍ତି ।

କର୍କଟ

ଆପଣ ନିଜ ରାଗକୁ ସମ୍ପୂର୍ଣ ଭାବରେ ନିୟତ୍ରଣରେ ରଖନ୍ତୁ । ଜୀବନସାଥିଙ୍କ ସହଯୋଗରେ କଠିନ ପରିସ୍ଥିତିରୁ ବାହାରି ପାରିବେ । ସାମାନ୍ୟ ରୂପରେ ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ ଏବଂ ଆପଣଙ୍କର ଲୋକପ୍ରିୟତା ବଢିବ । ଆପଣଙ୍କର ବନ୍ଧୁ ପ୍ରେମ ସମ୍ପର୍କ ରଖିବା ପାଇଁ ଏକ ଗୁରୁତ୍ଵପୂର୍ଣ ଭୂମିକା ନିଭାଇ ପାରନ୍ତି । ବ୍ୟବସାୟୀକ ଚେଷ୍ଟା ବହୁତ ଲାଭକାରୀ ହୋଇ ପାରେ, ଆପଣ ମାନଙ୍କୁ ଏଥିରୁ ଲାଭ ଉଠାଇବାକୁ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ

ଆଜି ନକରାତ୍ମକ ବିଚାର ଆପଣଙ୍କ ସଫଳତାରେ ବାଧା ସୃଷ୍ଟି କରିପାରେ । ଏହା ସମ୍ଭବ ଯେ ଏହା ଆପଣଙ୍କର ରୋମାଣ୍ଟିକ ଜୀବନର ସବୁଠାରୁ କଠିନ ପର୍ଯ୍ୟାୟ ହେବ, ଯାହା ଆପଣଙ୍କ ହୃଦୟକୁ ସମ୍ପୂର୍ଣ ଭାବେ ଭାଙ୍ଗିପାରେ । ଜୀବନକୁ ସରଳ କରିବା ପାଇଁ ଆପଣ ମାନେ ପରିଚାଳନା କଳାକୁ ଆୟତ୍ତ କରିବା ଆବଶ୍ୟକ ଅଟେ । ସନ୍ତାନ ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ ମାନଙ୍କୁ ଚାପମୁକ୍ତ ରହି ଅଧୟନ କରିବା ଦରକାର ଯେମିତି କି ସେମାନଙ୍କର ସ୍ମରଣଶକ୍ତି ଭଲ ରହିବ ।

କନ୍ୟା

ଆପଣଙ୍କୁ ଆଜି ଦିନସାରା ଧର୍ଯ୍ୟ ରଖିବାକୁ ପଡିବ । ଆପଣଙ୍କ ସହିତ କାମ କରୁଥିବା ଲୋକଙ୍କୁ ନିଜର ବିଶ୍ଵାସରେ ନିଅନ୍ତୁ । ସଚେତନ ଭାବରେ ସମସ୍ୟା ଗୁଡିକର ସମାଧାନ କରନ୍ତୁ । ଧନ ଲାଭର ସୁଯୋଗ ଆସିବ, ଘରେ ଏବଂ ଅଫିସରେ ନିଜ ସକ୍ରିୟତା ଉପରେ ନିୟତ୍ରଣ ରଖନ୍ତୁ । ଆପଣଙ୍କ ଜୀବନସାଥୀ ସମୟ ଅଭାବର ଅଭିଯୋଗ କରି ପାରନ୍ତି କିନ୍ତୁ ଏହା ବହୁତ ଶୀଘ୍ର ଠିକ ହୋଇଯିବ । ଆଜି କୌଣସି କାମ ପାଇଁ ଆପଣ ଯାତ୍ରା କରି ପାରନ୍ତି । ଅସହାୟ ଲୋକଙ୍କୁ ଭୋଜନ କରିବାକୁ ଦିଅନ୍ତୁ, ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ।

ତୁଳା

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବହୁତ ଦୃତଗତିରେ ବୃଦ୍ଧି ହେବ । ନୂଆ ଘର କିଣିବା ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ଭାଗ୍ୟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଯାହାକୁ ଆପଣ ନିଜର ବିଶ୍ଵାସୀ ବୋଲି ଭାବୁଥିଲେ, ସେ ହିଁ ଆପଣଙ୍କ ବିଷୟରେ ଭୁଲ କଥା ପ୍ରସାର କରୁଛି । ଏମିତି ଲୋକଙ୍କୁ ଠାରୁ ସାବଧାନ ରୁହନ୍ତୁ । ଆପଣଙ୍କୁ ନିଜ ଉପରେ ବିଶ୍ଵାସ ରଖିବାକୁ ହେବ । ବେରୋଜଗାର ଲୋକଙ୍କୁ ବହୁତ ଶୀଘ୍ର ଭଲ ଚାକିରି ମିଳିପାରେ ।

ବିଛା

ଆଜି ଦିନରେ ଆପଣ ଶାନ୍ତ ରୁହନ୍ତୁ । ଶାରୀରିକ ଅସୁସ୍ଥତା ଆପଣଙ୍କୁ ବିଚଳିତ କରିପାରେ । ଆଜିର ଦିନ ଆର୍ଥିକ ସ୍ତରରେ ଏକ ଲାଭଦାୟକ ଦିନ ହେବ ଏବଂ ଆପଣ ନିଜର ଲକ୍ଷକୁ ହାସଲ କରିବା ପାଇଁ ବହୁତ କଠିନ ପରିଶ୍ରମ କରିବେ । ମନ ଥିବା ଆଶା ପୂରଣ ହେବ । ସନ୍ତାନ ମାନଙ୍କ ଠାରୁ ଭଲ ଖବର ମିଳିପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାମାନ୍ୟ ରହିବ । ହଠାତ ଖର୍ଚ ହେବ । ପାରିବାରିକ ଜୀବନରେ ବାତାବରଣ ଭଲ ରହିବ । ଛାତ୍ରମାନେ ପାଠ ପଢାରେ ମନ ଦେବେ ।

ଧନୁ

ଆଜି ବଡ ଲୋକଙ୍କ ଠାରୁ ଆପଣଙ୍କୁ ସଂମ୍ମାନ ମିଳିପାରେ । ନୂଆ ଲୋକଙ୍କ ସହିତ ଦେଖା ହୋଇ ଆପଣ ଭଲ ଅନୁଭବ କରିବେ । ଆପଣଙ୍କ ପରିଶ୍ରମ ବହୁତ ଶୀଘ୍ର ରଙ୍ଗ ଆଣିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନହେଲେ ନିଜ ଲୋକ ମାନଙ୍କ ମଧ୍ୟରେ ଦୂରତା ଆସିପାରେ । ଝଗଡାରୁ ଆପଣଙ୍କୁ କିଛି ଲାଭ ହେବ ନାହିଁ ବରଂ ଆପଣଙ୍କ ଚିନ୍ତା ଆହୁରି ବଢିଯିବ । ପାରିବାରିକ ଝଗଡା ପରିସ୍ଥିତିରେ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ ନହେଲେ ସମ୍ପର୍କରେ ଆହୁରି ଅଧିକ ମତଭେଦ ସୃଷ୍ଟି ହୋଇପାରେ । ଦାମୀ ଜିନିଷକୁ ସମ୍ଭାଳି ରଖନ୍ତୁ ।

ମକର

ଆଜି ବାଦ ବିବାଦ ଏବଂ ଝଗଡା ଠାରୁ ଦୂରେଇ ରୁହନ୍ତୁ । ରାଗ ଉପରେ କାବୁ ରହନ୍ତୁ । କଥା ଉପରେ ନିୟତ୍ରଣ ରଖିବା ଆପଣଙ୍କ ପାଇଁ ଲାଭକାରୀ ହେବ । ଆଜିର ସାମୀ ଟଙ୍କା ଏବଂ ଆର୍ଥିକ ସବନ୍ଧିତ ମାମଲାରେ ଟିକେ ସମ୍ଭାଳି ରହିବା ଆବଶ୍ୟକ ଅଟେ । ଆଜି ଆପଣଙ୍କ ଦିନ ଭଲ ରହିବ । ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କୁ ବ୍ୟାୟାମ କରିବା ଆବଶ୍ୟକ ଅଟେ ଯାହାଦ୍ୱାରା ଆପଣ ଲମ୍ବା ସମ୍ପା ପର୍ଯ୍ୟନ୍ତ ନିଜକୁ ସୁସ୍ଥ ରଖି ପାରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ବୟସ୍କ ଲୋକଙ୍କୁ ପୁରୁଣା ରୋଗ ପାଇଁ କଷ୍ଟ ହେବ ।

କୁମ୍ଭ

ଆଜି ଯାତ୍ରା ଶୁଭ ଏବଂ ଲାଭକାରୀ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉପରେ ଦାୟିତ୍ଵର ବୋଝ ବଢିପାରେ । ଆପଣଙ୍କର ଦେଖାଶୁଣା ଏବଂ ସ୍ନେହୀ ସ୍ଵଭାବ ଆପଣଙ୍କୁ ସଂମ୍ମାନ ଦେବ । ଆପଣଙ୍କ ମାଲିକ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ରାୟ ନେବେ । ନୂଆ କାମ ଆରମ୍ଭ କରିବା ପାଇଁ ଭଲ ଦିନ ଅଟେ । ପ୍ରେମ ମାମଲାରେ ସମ୍ପୂର୍ଣ ଭାବରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ପାଇଁ ସମୟ ବହୁତ ଭଲ ରହିବ ।

ମୀନ

କୌଣସି ନୂଆ କାମ କିମ୍ବା ପ୍ରୋଜେକ୍ଟ ମିଳିପାରେ । ପରିବାର କାମରେ ସାରାଦିନ ବ୍ୟସ୍ତ ରହିବେ । ଆପଣଙ୍କୁ ସଫଳତାର ନୂଆ ରାସ୍ତା ମିଳିବ । ମାନସିକ ଅଶାନ୍ତି ପାଇଁ ଆପଣ ବିଚଳିତ ଅନୁଭବ କରିପାରନ୍ତି । ବେପାରୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ପରିବାରର ଖୁସି ପାଇଁ ଆପଣ ସବୁ ପ୍ରକାରର ଚେଷ୍ଟା କରିବେ । ଆପଣଙ୍କ ମାଆଙ୍କ ସ୍ଵାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିବ, ଯାହାଦ୍ୱାରା ସମସ୍ତେ ଖୁସି ହେବେ । ଦିନର ଆରମ୍ଭ ଧ୍ୟାନରେ କରନ୍ତୁ । ଜୀବନସାଥିଙ୍କ ଠାରୁ ଆପଣଙ୍କୁ ଅନେକ ପ୍ରେମ ଏବଂ ସହଯୋଗ ମିଳିବ ।

Leave a Reply

Your email address will not be published. Required fields are marked *