ଏହି ଭାରତୀୟ ବ୍ୟାଟ୍ସମ୍ୟାନ ଉପରେ ଫିଦା ହେଲେ କାଜଲ ଅଗ୍ରୱାଲ, ନା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ

ବର୍ତ୍ତମାନ ସମୟରେ ପୁରା ବିଶ୍ଵ କ୍ରିକେଟ ବହୁତ ପସନ୍ଦ କରୁଛନ୍ତି । ବିଶେଷ କରି ଭାରତରେ କ୍ରିକେଟ ଅଧିକ ହିଁ ପସନ୍ଦ କରାଯାଏ । ଏହା ସହିତ ଭାରତୀୟ ଦର୍ଶକ କ୍ରିକେଟରମାନଙ୍କୁ ବି ବହୁତ ଭଲ ପାଆନ୍ତି । କହିବାକୁ ଗଲେ ଟିମ ଇଣ୍ଡିଆର କେତେକ ଏମିତି ବିସ୍ଫୋଟକ ବ୍ୟାଟ୍ସମ୍ୟାନ ଅଛନ୍ତି ଯେଉଁମାନେ ନିଜର ବ୍ୟାଟିଙ୍ଗ ଦ୍ଵାରା ଲକ୍ଷ ଲକ୍ଷ ଲୋକମାନଙ୍କ ହୃଦୟକୁ ଜିତିଛନ୍ତି । ଏହି ବ୍ୟାଟ୍ସମ୍ୟାନମାନେ ସାଧାରଣ ଲୋକମାନଙ୍କ ଠାରୁ ନେଇ ବଡ ବଡ ଅଭିନେତ୍ରୀ ଓ ଅଭିନେତାଙ୍କ ହୃଦୟ ବି ଜିତିଛନ୍ତି ।

ଆଜି ଆମେ ଆପଣଙ୍କୁ ଇଣ୍ଡିଆ ଟିମର ଏକ ଏମିତି ହିଁ ବ୍ୟାଟ୍ସମ୍ୟାନ ବିଷୟରେ କହିବାକୁ ଯାଉଛୁ ଯିଏ ନିଜର ବ୍ୟାଟିଙ୍ଗ ଦ୍ଵାରା ବଲୀଉଡ ଓ ଟଲୀଉଡର ସୁନ୍ଦର ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କୁ ନିଜର ଦିବାନା କରି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବିଷୟରେ । ସେହି ଭାରତୀୟ ବ୍ୟଟ୍ସମ୍ୟାନଙ୍କ ନାମ ରୋହିତ ଶର୍ମା ଅଟେ । ରୋହିତ ଶର୍ମା ନିଜର ବ୍ୟଟିଙ୍ଗ ପାଇଁ ଜଣା ଯାଆନ୍ତି ।

ସେ ୱାଣ୍ଡେରେ ୩ ଥର ୨୦୦ ମାରିଛନ୍ତି । ଏତିକି ନୁହେଁ ଆଇପିଏଲରେ ସେ କ୍ୟାପଟେନ ହୋଇ ସବୁଠୁ ଅଧିକ ଥର ଆଇପିଏଲର ଟାଇଟେଲ ଜିତିଛନ୍ତି । ଏହା ସହିତ ସେ ଭାରତୀୟ ଟିମର ଏକ ଭଲ ଓପନର ବ୍ୟାଟ୍ସମ୍ୟାନ ବି ଅଟନ୍ତି । କହିବାକୁ ଗଲେ କାଜଲ ଅଗ୍ରୱାଲଙ୍କୁ ଯେତେବେଳେ ଏକ ଇଣ୍ଟରଭିୟୁରେ ପଚରାଗଲା କି ତାଙ୍କର ସବୁଠୁ ପସନ୍ଦିତା ବ୍ୟାଟ୍ସମ୍ୟାନ କିଏ ଅଟେ । ଏହାର ଜବାବରେ ସେ ରୋହିତ ଶର୍ମାଙ୍କ ନାମ ନେଲେ । କାଜଲ ଅଗ୍ରୱାଲଙ୍କୁ ରୋହିତ ଶର୍ମାଙ୍କ ବ୍ୟାଟିଙ୍ଗ ବହୁତ ଅଧିକ ପସନ୍ଦ ଅଟେ ଓ ସେ ତାଙ୍କର ବ୍ୟାଟିଙ୍ଗ ଉପରେ ଫିଦା ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟଟି ପସନ୍ଦ ଆସିଥିଲେ ଶେୟାର କରିବେ ଓ କ୍ରିକେଟ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *