‘କହିଥିଲେ ଶୀଘ୍ର ଫେରି ଆସିବି, କିନ୍ତୁ ଆଉ ଫେରିଲେନି’ ଦେଖନ୍ତୁ କାନ୍ଦି କାନ୍ଦି କଣ କହୁଛନ୍ତି ODRAF ଜବାନ Sitaram ଙ୍କ ପତ୍ନୀ, Video ଦେଖିଲେ ଆପଣ ବି କାନ୍ଦି ପକେଇବେ

ନମସ୍କାର ବନ୍ଧୁଗଣ ତେବେ ଶୁକ୍ରବାର ଦିନର ଦୁଃଖଦ ଘ-ଟ-ଣା ବିଷୟରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ କି ମୁଣ୍ଡୁଳି ପାଖରେ ଫ-ସି-ଯାଇଥିବା ହାତୀ କୁ ଉଦ୍ଧାର କରୁଥିବା ସମୟରେ ଦୁ-ର୍ଘ-ଟ-ଣା ର ଶି-କା-ର ହୋଇ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଙ୍କ ର ଅ-କା-ଳ ବି-ୟୋ-ଗ ଘ-ଟି-ଥିଲା । ତେବେ ଏହି ଘଟଣା ଟି ଓଡ଼ିଆ ଏବଂ ଓଡ଼ିଶା ର ଗଣମାଧ୍ୟମ ରେ ଶୋ-କା-କୁ-ଳ ପରିବେଶ ସ୍ଥାପନ କରିଥିଲା ।

ତେବେ ଏହା ଛଡା ୨୪ ଘଂଟା ପରେ ଓଡ୍ରାଫ ଟିମ ର ଜଣେ ସଦସ୍ୟ ଯିଏ ନି-ଖୋ-ଜ ହୋଇ ଯାଇଥିଲେ ସୀତାରାମ ଙ୍କ ଶ-ବ ଗତ କାଲି ଉଦ୍ଧାର କରାଯାଇଛି । ତେବେ ସୂଚନା ଅନୁଯାୟୀ ଶୁକ୍ରବାର ସକାଳେ କିଛି ହାତୀ ନଦୀ ପାର ହେବା ବେଳେ ଗୋଟିଏ ଛୁଆ ହାତୀ ଟି ମୁଣ୍ଡୁଳି ପାଖରେ ଫ-ସି ଯାଇଥିଲା ଏବଂ ପାଣି ର ସୁ-ଅ ଯୋଗୁଁ ଆଗକୁ ମଧ୍ୟ ଯାଇ ପାରୁ ନଥିଲା ।

ତେବେ ସେହି ହାତୀ ଟି କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ର କିଛି ସଦସ୍ୟ ଙ୍କ ସହ ଓଟିଭି ର ପ୍ରୀତିନିଧି ଭାବରେ ବେଶ ପରିଚିତ ଏବଂ ଜଣେ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଏବଂ କ୍ୟାମେରା ପର୍ସନ ମଧ୍ୟ ଥିଲେ । ତେବେ ହାତୀ କୁ ଉଦ୍ଧାର କରିବାର ଉଦ୍ୟମ ଚାଲୁଥିବା ବେଳେ ଅରିନ୍ଦମ ଲାଇଭ ରିପୋର୍ଟିଂ କରୁଥିଲେ ଏବଂ ହାତୀ ଉଦ୍ଧାର ର ଭିଡିଓ ଦେଖାଉଥିଲେ ତେବେ ସେହି ସମୟରେ ହଠାତ ପାଣି ର ସୁଅ ଯୋଗୁଁ ଏକ ଦୁ-ର୍ଘ-ଟ-ଣା ଘ-ଟି ବୋଟ ଟି ଓଲଟି ଯାଇଥିଲା ।

ସେହି ସମୟରେ ସେମାନେ ସେହି ପାଣି ରେ ଫ-ସି ଯାଇଥିଲେ ଏବଂ ବାହାରି ପାରୁ ନଥିଲେ ତେବେ ଅନେକ ଉଦ୍ୟମ ପରେ ସେମାନ ଙ୍କୁ ଉଦ୍ଧାର କରାଯାଇ ବଡ଼ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ଏବଂ ସୂଚନା ଅନୁଯାୟୀ ସେହି ହସ୍ପିଟାଲରେ ହିଁ ଅରିନ୍ଦମ ନିଜର ଶେ-ଷ ନିଶ୍ୱାସ ତ୍ୟା-ଗ କରିଥିଲେ । ତେବେ ଏହା ସହ ଓଡ୍ରାଫ ଟିମ ର ଜଣେ ସଦସ୍ୟ ସୀତାରାମ ସେ ମଧ୍ୟ ସେହି ପାଣି ର ସୁଅ ରେ ନି-ଖୋ-ଜ ହୋଇ ଯାଇଥିଲେ ।

ତେବେ ୨୪ ଘଂଟା ପରେ କାଲି ତାଙ୍କ ଶ-ବ କୁ ଉଦ୍ଧାର କରାଯାଇଛି । ଏହି ଖବର ଶୁଣିବା ପରେ ତାଙ୍କ ପରିବାର ଲୋକ ଏକ ଦମ ଭା-ଙ୍ଗି ପଡି ଛନ୍ତି ଏବଂ ଶୋ-କା-କୁ-ଳ ପରିବେଶ ମଧ୍ୟ ଖେଳି ଯାଇଛି । ତେବେ ସୀତାରାମ ଙ୍କ ପତ୍ନୀଙ୍କ କହିବା କଥା ଥିଲା କି ସେ ଶୀଘ୍ର ଫେରି ଆସିବେ ବୋଲି କହି ଯାଇଥିଲେ ଏବଂ ଆସିଲେ ତାଙ୍କ ଝିଅ ର କାଶ ଏବଂ ଦେହ ଖରାପ ରହୁ ଥିବାରୁ ଡାକ୍ତର ଙ୍କ ପାଖକୁ ନେଇ ଯାଇଥାନ୍ତେ ।

ତେବେ ଶୀଘ୍ର କହି ଯାଇଥିଲେ କିନ୍ତୁ ଆଉ ଫେରିଲେ ନାହିଁ । ତେବେ ସେ ଜଣେ ଜୀବ କୁ ବଂଚାଇବା ପାଇଁ ନିଜର ଜୀଵନ ହରାଇ ବସିଲେ । ତେବେ ସରକାର ତାଙ୍କ ପରିବାର ଙ୍କୁ ସହାୟତା ର ହାତ ବଢ଼ାନ୍ତୁ ବୋଲି ନିବେଦନ କରୁଛୁ ।

Leave a Reply

Your email address will not be published. Required fields are marked *