‘ମୋ ବରକୁ ପୋଲିସ ମାରିଛି’ ଦେଖନ୍ତୁ ଏହି ମହିଳା ଜଣଙ୍କ ପୋଲିସ ବିରୁଦ୍ଧରେ କାନ୍ଦି କାନ୍ଦି କଣ କହୁଛନ୍ତି, ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ର ବଡ଼ ଖବର ବିଷୟ ରେ ଆପଣ ଅବଗତ ଥିବେ କି ବରଗଡ଼ ରେ ଜଣେ ଗୋବିନ୍ଦ କୁମ୍ଭାର ନାମକ ବ୍ୟକ୍ତି ଙ୍କୁ ପୋଲିସ ମା-ରି ମା-ରି ଜୀଵନ ରୁ ମା-ରି ଦେଇଛି ବୋଲି ତାଙ୍କ ପରିବାର ଲୋକ ଅ-ଭି-ଯୋ-ଗ କରିଛନ୍ତି । ତେବେ ମୃ-ତ ଗୋବିନ୍ଦ ଙ୍କ ସ୍ତ୍ରୀ ଙ୍କ କହିବା କଥା ହେଲା କି ପୋଲିସ କୌଣସି କାର୍ଯ୍ୟ ପାଇଁ ଆଧାର କାର୍ଡ ମାଗିଥିଲା ତେବେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ଆଧାର କାର୍ଡ କୁ ଠିକ ସମୟରେ ଦେଇ ପାରି ନଥିଲେ ।

ତେବେ ଶୁକ୍ରବାର ଦିନ କିଛି ପୋଲିସ ଵାଲା ଆସି ତାଙ୍କ ଘର ବା-ଡେ-ଇ ଥିଲେ ଏବଂ ଆମକୁ କଣ ତୁ ଚା-କ-ର ବୋଲି ଭାବୁଛୁ ବୋଲ କହି ଗା-ଳି ଗୁ-ଲ-ଜ କରିଥିଲେ । ତେବେ ସେ କ୍ଷମା ମା-ଗି-ଥି-ଲେ ଏବଂ ସକାଳେ ଯାଇଥାନ୍ତି ବୋଲି କହିଲେ କିନ୍ତୁ ପୋଲିସ ଵାଲା ତାଙ୍କ କଥା କୁ ନ ଶୁଣି ତାଙ୍କୁ ଘୋ-ଷା-ଡ଼ି ଘୋ-ଷା-ଡି ଏବଂ ମା-ଡ଼ ମା-ରି-କି ନେଇ ଯାଇଥିଲେ ।

ତେବେ ସେମାନେ ତାଙ୍କୁ ଏତେ ମା-ଡ଼ ମା-ରି-ଛ-ନ୍ତି କି ସେ ମ-ରି-ଗ-ଲେ । ଏହା ପରେ ତାଙ୍କୁ ଗୁରୁତର ଦେଖି ହସ୍ପିଟାଲରେ ଭର୍ତ୍ତି କରିଥିଲେ ତେବେ ସାମାନ୍ୟ ଆଧାର କାର୍ଡ ପାଇଁ ତାଙ୍କ ସ୍ୱାମୀ ଙ୍କୁ ପୋଲିସ ମା-ରି ଦେଇଛନ୍ତି । ଏହା ଛଡା ସେ ଏହା ମଧ୍ୟ କହୁଛନ୍ତି କି ମୋର ଦୁଇ ଦୁଇ ଟା ଛୁଆ ତାଙ୍କୁ କେମିତି ସମ୍ଭାଳିବି କଣ କରିବି କିଛି ବୁଝି ପାରୁ ନାହିଁ । ତେବେ ଗୋବିନ୍ଦ ଙ୍କ ଭାଇ ନିଜ ଭାଇଙ୍କୁ ନ୍ୟାୟ ମିଳିବା ପାଇଁ ହସ୍ପିଟାଲର ସାତ ମହଲା ଉପରେ ଚଢ଼ି ଆ-ତ୍ମ-ହ-ତ-ୟା ର ଉଦ୍ୟମ କରିଥିଲେ ।

ଏହା ଛଡା ସେ କହିଥିଲେ କି ଯେପର୍ଯ୍ୟନ୍ତ ତାଙ୍କ ଭାଇ ଙ୍କୁ ନ୍ୟାୟ ମିଳି ନାହିଁ ସେ ସେପର୍ଯ୍ୟନ୍ତ ସେ ଛାତ ରୁ ଓଲହେଇବେ ନାହିଁ ତେବେ ପରେ ତାଙ୍କୁ ବୁଝା ବୁଝି କରି ତଳ କୁ ଅଣା ଯାଇଥିଲା ।
ତେବେ ପୋଲିସ ର ଏଭଳି ଦାଦା ଗିରି କିଛି ନୂଆ କଥା ନୁହେଁ ତେବେ ସରକାର ଏହା ଉପରେ କିଛି ପଦକ୍ଷେପ ନେବେ କି ନାହିଁ ତା ଦେଖିବାର ଅଛି ।

Leave a Reply

Your email address will not be published. Required fields are marked *