ଘଟଣାରେ ନୂଆ ମୋଡ, ଧୀରେ ଧୀରେ ଖୋଲୁଚି ସବୁ ଗୁମର, କାହିଁକି କ୍ୟାମେରା ଆଗକୁ ଆସୁନାଁହାନ୍ତି Silsila ଙ୍କ ରସିକିଆ ସ୍ୱାମୀ ? ରହିଛି କି କାହା ସହ ପାପ ସମ୍ପର୍କ…

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ସମସ୍ତେ ସମାଜସେବୀ ସିଲସିଲା ବେହେରାଙ୍କ କଳା କାର୍ଣ୍ଣମା ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ମହିଳା ଖାଲି ଯେ ସ୍ଵାମୀ ବିରୋଧରେ ସୁପାରୀ ଦେଇଛନ୍ତି ତାହା ନୁହେଁ ରଚି ଛନ୍ତି ଅନେକ ଅପରାଧରର କାହାଣୀ ଯାହା ବିଷୟରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ସ୍ଵାମୀ ବିନାୟକ ବେହେରାଙ୍କ ପଛରେ ଡ୍ରାଇଭର ଅଶୋକଙ୍କ ସହ ଖରାପ ସମ୍ପର୍କ ରଖିଥିଲେ ସିଲସିଲା ।

ତେବେ ସିଲସିଲା ବେହେରା ଦୀର୍ଘ ୧୯-୨୦ ବର୍ଷ ପୂର୍ବରୁ ବିନାୟକ ବେହେରାଙ୍କ ସହ ରାଉଲକେଲାରେ ବିବାହ କରିଥିଲେ । ବିନାୟକ ବେହେରା ଆର୍ମିରେ ଜଣେ ବଡ ଅଫିସର ଥିଲେ । ଉଭୟ ମଞ୍ଚେଶ୍ଵର ଥାନା ପାଖରେ ଏକ ଆପାର୍ଟମେଣ୍ଟରେ ମିଶି ବି ରହୁଥିଲେ । ପୁଅକୁ ନେବା ଆଣିବା କରିବାକୁ ଆଉ ସ୍ତ୍ରୀ ପାଇଁ ଗୋଟେ ବୋଲେରୋ ଗାଡି କିଣି ଥିଲେ ।

ସେହି ସମୟରେ ଆବଶ୍ୟକ ପଡିଥିଲା ଜଣେ ଡ୍ରାଇଭର ଅଶୋକ ନାମକ ଏକ ବ୍ୟକ୍ତିକୁ ବିନାୟକ ଡ୍ରାଇଭର ରୂପେ ନିଯୁକ୍ତି ଦେଇଥିଲେ । ହେଲେ ଡ୍ରାଇଭର ସହ ରାସଲୀଳା କରୁଥିଲେ ସିଲସିଲା ଏବେ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସିଲସିଲା ଏବେ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ସିଲସିଲାଙ୍କ ମତରେ-‘ଦୁଇ ଦିନ ଧରି ଯେଉଁ ଲମ୍ବା ଅଭିଯୋଗ ହେଉଛି ସେ ସଂପୂର୍ଣ୍ଣ ମିଥ୍ୟା ଅଛି ।

କୌଣସି ହିନ୍ଦୁ ନାରୀ କୌଣସି ଭାରତୀୟ ନାରୀ କେବେବି ଏମିତି କରିପାରିବ । ତେବେ ସେ ମନଗଣା କାହାଣୀ କହିଛନ୍ତି ତାଙ୍କର ମୋର ସେପାରେଟ ରାହୁଛୁ ୨୦୨୦  ଠାରୁ ଏହା ପରେ ସମାଜ ସମ୍ପର୍କୀୟ ତାଙ୍କୁ ଆଲିଗେସନ ଦେଲେ ଆଉ ଫୋର୍ସ କଲେ କି ତୋର ସ୍ତ୍ରୀ ଆଉ ତୋ ଛୁଆକୁ ତୁ ନେଇକି ଆସେ କିନ୍ତୁ ତାଙ୍କ ମାଇଣ୍ଡରେ ଅଛି ଯେ ସେ ନେବେ ନାହିଁ ।

ତେବେ ସେ ପର୍ମାନେଣ୍ଟ ସମାଧାନ ପାଇଁ ଏଭଳି ମନଗଣା କାହାଣୀ କରିଛନ୍ତି ।  ଆଉ ଯେଉଁ ମନଗଣା କାହାଣୀ ସେ ତିଆରି କରିଛନ୍ତି ତା ପଛରେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ଅଛି ଯେ, ସେ ମୋତେ ଆଉ ପୁଅକୁ ନେବେ ନାହିଁ । କାରଣ ତାଙ୍କର ଏକ୍ସଟର୍ନାଲ ମାରିଟିଆର ଅଫେୟାର ରହିଛି । ଅଶୋକ ସହ ମୋର ଭାଇ ଭଉଣୀର ସମ୍ପର୍କ କିନ୍ତୁ ପୋଲିସ ତାଙ୍କୁ ଥାର୍ଡ ଡିଗ୍ରୀ ଦେଉଥିବାରୁ ସେ ମୋତେ ତାଙ୍କ ପ୍ରେମିକା ବୋଲି କହୁଥିବେ ।

ତେବେ ମୁଁ ଫେରାର ହୋଇ ନାହିଁ ଫେରାର ହୋଇଥିଲେ ମିଡ଼ିଆ ସାମ୍ନା କୁ କିଭଳି ଆସିଥାନ୍ତି ଏହାଛଡା ମୋ ସ୍ୱାମୀ ଯଦି ଠିକ ତେବେ ସେ କଣ ପାଇଁ କ୍ୟାମେରା ସାମ୍ନା କୁ ଆସୁ ନାହାନ୍ତି । ତେବେ ବର୍ତ୍ତମାନ ଏହି ପ୍ରଶ୍ନ ମଧ୍ୟ ସମସ୍ତଙ୍କ ମନକୁ ଆସୁଛି କି ପୋଲିସ କୁ ସିଲସିଲା ମିଳୁନି କିପରି ଏବଂ ତାଙ୍କ ସ୍ୱାମୀ ଙ୍କର କୌଣସି ବୟାନ ସାମ୍ନା କୁ ଆସି ନାହିଁ କଣ ପାଇଁ ? ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *