ଚିତାବାଘକୁ ନାକେଦମ୍ କରିଦେଲା ମାଙ୍କଡ଼, ଗଛ ଉପରେ ଚିତାବାଘକୁ ଏମିତି ବୁଦ୍ଧି ଶିଖେଇଲା…ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ…

ବନ୍ଧୁଗଣ ନମସ୍କାର ତେବେ ଆପଣ ମାନେ ତ ଜାଣିଥିବେ ଯେ ସୋସିଆଲ ମିଡିଆ ହେଉଛି ଏଭଳି ଏକ ମାଧ୍ୟମ ଯାହା ସାହାଯ୍ୟ ରେ ଲୋକମାନେ ଅନେକ ଖବର ସମ୍ବନ୍ଧରେ ଅବଗତ ହୋଇଥାନ୍ତି । ସେହିପରି ସୋସିଆଲ ମିଡିଆ ରେ ଅନେକ କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥାଏ । ଯାହାଦ୍ୱାରା ଲୋକ ମାନଙ୍କ ମନୋରଞ୍ଜନ ମଧ୍ୟ ହେଉଛି । ଏହି ସୋସିଆଲ ମିଡିଆ ରେ କେତେବେଳେ କୌଣସି ଅଘଟଣ କୁ ନେଇ ଭିଡିଓ ଭାଇରାଲ ହୋଇଥାଏ ତ କେତେବେଳେ କିଛି ମଜାଦାରିଆ ଭିଡିଓ ଭାଇରାଲ ହୋଇଥାଏ ।


ଅଧିକାଂଶ ସମୟ ରେ ମହିଳା ମାନଙ୍କ ର କାର୍ଯ୍ୟକ୍ରମ ର ଭିଡିଓ ମଧ୍ୟ ଗଣ ମାଧ୍ୟମରେ ଭାଇରାଲ ହୋଇଥାଏ । ଏହାକୁ ଦର୍ଶକ ମାନେ ବହୁତ ପସନ୍ଦ ମଧ୍ୟ କରିଥାନ୍ତି । କେତେବେଳେ ମହିଳା ମାନେ ନିଜର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କ ମନକୁ କିଣି ନେଇଥାନ୍ତି । ତେବେ ଆଜି ଆମେ ଆପଣ ଙ୍କୁ ଏକ ମାଙ୍କଡ଼ ଓ ଚିତାବାଘ ଭିତରେ ହେଉଥିବା ହରକତ ବିଷୟରେ ଆଲୋଚନା କରିବୁ ତେବେ ଆସନ୍ତୁ ଜାଣିନେବା ସେହି ଭିଡିଓ ବିଷୟରେ ।

ତେବେ ଚିତା ବାଘ କୁ ସମସ୍ତେ ଜାଣନ୍ତି । ତେବେ ଚିତାବାଘର ଶରୀର ପତଳା, ମୁଣ୍ଡ ଛୋଟ, ଶରୀର ଚିତାଦାଗରେ ପୂର୍ଣ୍ଣ, ଗୋଡ଼ଗୁଡ଼ିକ ପତଳା ଓ ଲମ୍ବା ଓ ଲାଞ୍ଜ ଲମ୍ବା । ଏହାର ନାକ ଓ ଆଖି ମଝିରେ ଲୁହ ଗଡ଼ିଲା ପରି ଏକ କଳାଚିହ୍ନ ଥାଏ । ଶରୀର ଗଠନ ଦୃଷ୍ଟିରୁ ଚିତାବାଘ ପତଳା ଓ ହାଲୁକା ତେବେ ଏହାର ଶିକାର ଧରିବାର କଳା ଓ ଦକ୍ଷତା ଯୋଗୁଁ ପ୍ରାଚୀନ ସମୟରେ ଚିତାବାଘକୁ ମଣିଷ ପୋଷା ଜୀବ ଭାବେ ରଖୁଥିଲା ଓ ଶିକାର କରିବା ପାଇଁ ଚିତାବାଘକୁ ବ୍ୟବହାର କରୁଥିଲା ।

ସାହିତ୍ୟ, କଳାକୃତି ଓ ବିଜ୍ଞାପନ ଇତ୍ୟାଦିରେ ଚିତାବାଘଙ୍କ ବହୁଳ ଉଲ୍ଲେଖ ରହିଛି । ତେବେ ଏହା ପରେ ଆସୁଛି ମାଙ୍କଡ଼ । ତେବେ ଆପଣ ମାନେ ଜାଣିଥିବେ କି ପଶୁ ମାନଙ୍କ ଭିତରୁ ସବୁଠାରୁ ଦୁଷ୍ଟ ଏବଂ ବଦମାସ ହେଉଛନ୍ତି ମାଙ୍କଡ ସେମାନେ କେଉଁଠି ବି ଆସି ଯାଆନ୍ତି କାହାର ବି ଜିନିଷ ନେଇ ପଳାନ୍ତି ଏକ କାହା ସହ ମଧ୍ୟ ଲାଗିଥାନ୍ତି ।


ତେବେ ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଗଛରେ ଜଣେ ଚିତାବାଘ ନିଜ ଶିକାର ଅର୍ଥାତ ମାଙ୍କଡ଼ ର ଶିକାର ପାଇଁ ସେହି ଗଛ ଉପରକୁ ଚଢ଼ିକରି ଯାଉଛି । ଏହାପରେ ସେ ମାଙ୍କଡ଼କୁ ଧରିବାକୁ ଚେଷ୍ଟା କରୁଛି କିନ୍ତୁ ମାଙ୍କଡ଼ ତ ଆହୁରି ଚାଲାକ ସେ ଏ ଡାଳ ରୁ ସେ ଡାଳ କୁ ଡେଇଁବାରେ ଲାଗୁଛି କିନ୍ତୁ ଧରା ଦେଉ ନାହିଁ । ତେବେ କିନ୍ତୁ ବାଘ ମଧ୍ୟ ନିଜର କାମରେ ବିରତି ନେଉ ନାହିଁ ସେ ମାଙ୍କଡ଼ କୁ ଧରିବାରେ ବ୍ୟସ୍ତ ରହିଛି ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ସମସ୍ତେ ଏହି ଭିଡିଓ ରେ ନାନା ପ୍ରକାର କମେଣ୍ଟ ମଧ୍ୟ ଦେଉଛନ୍ତି କିଏ କହୁଛି,, ଧରି ପାରିବ ଯଦି ଧର,, ଆଉ କିଏ କହୁଛି ଆଜି ବାଘ ଭାଗ୍ୟରେ ଖାଇବା ନାହିଁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *