ଭରାତ ର ବିମୁଦ୍ରୀକାରଣ ଇତିହାସ, ଜାଣନ୍ତୁ ଦେଶରେ କେବେ କେବେ ଓ କ ‘ଣ ପାଇଁ ହୋଇଥିଲା ନୋଟବନ୍ଦୀ

ଭାରତରେ ବିମୁଦ୍ରୀକାରଣ ଇତିହାସ । କାହିଁକି ହୁଏ ବିମୁଦ୍ରୀକାରଣ ? ଦେଶରେ କେବେ ଥର ହୋଇଛି ନୋଟବନ୍ଦୀ ? 2 ହଜାର ଟଙ୍କିଆ ନୋଟ୍ ଅଚଳ ହେବାର ଘୋଷଣା କରିଛି RBI । ତେବେ ଆପଣ ଜାଣିଛନ୍ତି କି କଣ ପାଇଁ ହୁଏ ନୋଟବନ୍ଦୀ ଓ ଆମ ଦେଶରେ କେବେଠୁ ହୋଇଥାଏ ଏପରି । ଜାତୀୟ ଗଣମାଧ୍ୟମ ରିପୋଟ ମୁତାବକ ସ୍ଵାଧୀନତା ପୂର୍ବରୁ ନୋଟବନ୍ଦୀ ହେବାର କୁହାଯାଏ ।

1946 ମସିହାରେ ପ୍ରଥମ ବିମୁଦ୍ରୀକାରଣ ହୋଇଥିଲା ଏବଂ 10 ହଜାର ଟଙ୍କିଆ ନୋଟ୍ ବନ୍ଦ କରାଯାଇଥିଲା । 1954 ମସିହା ରେ ନୂତନ 10 ହଜାର ଟଙ୍କିଆ ନୋଟ୍ ଛପା ହୋଇଥିଲା । 1978 ମସିହାରେ 5 ହଜାର ନୋଟ୍ କୁ ବନ୍ଦ କରାଯାଇଥିଲା । ଇତିହାସକାରୀମାନେ କୁହନ୍ତି କି ବ୍ୟବସାୟୀମାନେ ସରକାରଙ୍କ ଠାରୁ ବିଦେଶୀରୁ ଅଧିକ ଲାଭ ପାଉଥିଲେ ।

ଯେଉଁଥିପାଇ ସରକାର 100 ରୁ ଅଧିକ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଦେଶ ସ୍ଵାଧୀନତା ପରେ ମଧ୍ୟ ନୋଟବନ୍ଦୀ ହୋଇଥିବାର ସୂଚନା ମିଳିଛି । ଦେଶରେ କଳା ଟଙ୍କାକୁ ବନ୍ଦ କରିବା ଉଦେଶ୍ୟରେ ସରକାରକୁ ଏଭଳି ନିଷ୍ପତି ନେଇଥିଲେ । 1987 ମସିହାରେ ବିମୁଦ୍ରୀକାରଣ ହୋଇଥିଲା । ବ୍ରିଟିଶଙ୍କ ଠାରୁ କଳା ଟଙ୍କା ଫେରାଇବା  ପାଇଁ ଏଭଳି ନିଷ୍ପତି ନେଇଥିଲେ ମୋରାଜୀ ଦେଶାଇ ।

 

5 ଶହ, 2 ହଜାର, ଏବଂ 10 ହଜାର ଟଙ୍କିଆ ନୋଟ୍ ର ବିମୁଦ୍ରୀକରଣ କରିଥିଲେ । ଏବେ 2 ହଜାର ଟଙ୍କିଆ ନୋଟବନ୍ଦ  ହେବା ପୂର୍ବରୁ 2016 ମସିହାରେ ପ୍ରଧାନମନ୍ତ୍ରଙ୍କ ଦ୍ଵାରା 500 ଶହ ଟଙ୍କା ଏବଂ 1000 ଟଙ୍କିଆ ନୋଟ୍ ବନ୍ଦ କରଯାଇଥିଲା । କଳା ଧନ ଓ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗେଇବା ପାଇଁ ମୋଦୀ ସରକାର ଏଭଳି ନିଷ୍ପତି ନେଇଥିଲେ ।

ତେବେ ହଠାତ 2 ହଜାର ଟଙ୍କିଆ ନୋଟ୍ ଅଚଳ ବାର୍ତ୍ତା ଲୋକମାନଙ୍କ ଭିତରେ ହୋଲଚଳ କରିବା ବେଳେ ବ୍ୟାଙ୍କ ବାହାରରେ ଲମ୍ବା ଧାଡି ରହିବା ଦେଖାଯାଉଛି । କେତେକ ସ୍ଥାନମାନଙ୍କରେ 2 ହଜାର ଟଙ୍କିଆ ନୋଟ୍ କୁ ଜଳାଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି ।

2018 ମସିହାରେ 2 ହାଜର ଟଙ୍କିଆ ନୋଟ କୁ ଛପା କରିବା ସଂପୂର୍ଣ୍ଣ ବନ୍ଦ ହୋଇଛି । ତେବେ ସେପ୍ଟମ୍ବର 30 ତାରିଖ ସୁଦ୍ଧା ବଦଳାଇବା  ଘୋଷଣା କରିଛି RBI । ଏଭଳି ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ କରି ଅନ୍ୟମାନଙ୍କ ସହ ଶେୟାର କରନ୍ତୁ । ଆପଣଙ୍କ ମତକୁ ନିଶ୍ଚିତ କମେଣ୍ଟ କରି ଜଣାନ୍ତୁ ।   

Leave a Reply

Your email address will not be published. Required fields are marked *