ମୟୂରକୁ ପିଟି ପିଟି ରିଲ୍ସ , ନିରୀହ ପକ୍ଷୀଙ୍କୁ ଦେଲେ ଭୟଙ୍କର ଦଣ୍ଡ ଦେଖିଲେ ଆଖି ଲୁହ ରହିବନି

ନମସ୍କାର ବନ୍ଧୁଗଣ ।ସୂଚନା ମୁତାବକ  ରିଲ୍ କରିବା ନିଶାରେ ଯୁବକଯୁବତୀ ମୟୂରକୁ ଦେଉଛନ୍ତି ଭୟଙ୍କର ଦଣ୍ଡ । ଆମେ ସମସ୍ତେ ଜାଣୁ କି ମୟୂର ହେଉଛି ଆମ ଜାତୀୟ ପକ୍ଷୀ । ଦେଶର ଜନସାଧାରଣଙ୍କ କର୍ତ୍ତବ୍ୟ ହେଲା ତାହାର ରକ୍ଷା କରିବା । ମାତ୍ର ଏଇଠି କଣ ହେଉଛି ଦେଖିଲେ ଆପଣ ମଧ୍ୟ ହେଇଯିବେ ଚକିତ । ଏହି ନିରୀହ ଜୀବ କାହାର ବା କଣ କ୍ଷତି କରିବ ଯେ ତାହାକୁ ଭୋଗିବାକୁ ପଡୁଛି ଏହି ଦଣ୍ଡ । ମୟୂର ର ସବୁଠାରୁ ସୁନ୍ଦର ଓ ଆକର୍ଷଣୀୟ ପକ୍ଷୀ ଅଟେ ।

ଲୋକମାନେ ମୟୂର ର ଗୋଟେ ଝଲକ ଦେଖିବାକୁ ଇଛା ପ୍ରକାଶ କରିଥାନ୍ତି । ମୟୂର ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଆଧୁନିକ ସମାଜରେ ସୋସିଆଲ ମିଡିଆରେ ନିଜର ଭିଉ ବଢେଇବା ପାଇଁ ଲୋକମାନେ କିଛି ବି କରୁବାକୁ ପଛଉ ନାହାନ୍ତି । ଏତେ ସୁନ୍ଦର ପକ୍ଷୀକୁ ଦେଲେ କଠୋର ଦଣ୍ଡ । ମୟୂର ଆମ ଭଳି ମଣିଷ ଟିଏ ନୁହେଁ ଯିଏ ମୁଖ ଦ୍ଵାରା ଯନ୍ତ୍ରଣାକୁ ପ୍ରକାଶ କରିପାରିବ । ବୋଧେ ତାହାରି ଫାଇଦା ନେଲେ ଯୁବତୀଯୁବକ ।

ଏହି ଘଟଣା ରେ ମୋବାଇଲ ଫୋନରେ ରିଲ୍ କରିବା ପାଇଁ ଆସିଥିବା ଯୁବତୀଯୁବକଙ୍କ ମନରେ ଆସିଥିଲା ଖରାପ ଯୋଜନା ଏବଂ ସେମାନେ ତାହାକୁ କର୍ମ ମାଧ୍ୟମରେ କରିବାକୁ ହେଲେ ଇଚ୍ଚୁକ । ଆମ ଜାତୀୟ ପକ୍ଷୀ ମୟୂରକୁ ଗୋଟେ ଗୋଟେ କରି ପକ୍ଷୀର ପରକୁ ଯନ୍ତ୍ରଣା ପୂର୍ବକ ବାହାର କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ବେସ୍ ଟ୍ରୋଲ ହେଉଛି ।

ଏହି ଦୃଶ୍ୟକୁ ଦେଖୁଥିବା ସାଧରାଣ ଜନସାଧାରଣ ମଧ୍ୟ କ୍ରୋଧ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ରିଲ୍ ଉପରେ ପୋଲିସ ମଧ୍ୟ ତଦନ୍ତ କରିବା ଆରମ୍ଭ କରିଦେଇଥିଲେ । ଘଟଣା କୁ ତଦନ୍ତ କରିବାରୁ ଜଣାପଡିଛି ଯେ ଯୁବକଙ୍କ ନାଁ ହେଉଛି ଅତୁଳ ସେ ରିତି ଅଞ୍ଚଳର ବାସିନ୍ଦା ।

ରିଲ୍ କରି ନିଜ ଉପରକୁ ବିପଦ ଆଣିଲେ ଅତୁଳ । ପୋଲିସ ଠାରୁ ଅତୁଳ ଲୁଚୁଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ମଧ୍ୟ ନିଜର ସ୍ଵତନ୍ତ୍ର ଟୀମ୍ କରି ଖୋଜୁଥିବା ସୂଚନା ମିଳିଛି । ତେବେ ଏହି ଖବରକୁ ଆପଣଙ୍କ ମତ କଣ ନିଶ୍ଚୟ ଆମକୁ କମେଣ୍ଟ କରି ଜଣାନ୍ତୁ । ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ, ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *