ଆସିଥିଲେ ବୁଲିବାକୁ ଆକାଶ ରୁ ହଠାତ୍ ଆସି… କାରକୁ କରିଦେଲା ଚୁରମାର …

ଆସିଥିଲେ ବୁଲିବାକୁ ଆକାଶରୁ ହଠାତ୍ ଖସିଲା …. ଚାହୁଁଚାହୁଁ କାର ହୋଇଗଲା ଚୁରମାର । ହଁ ଦର୍ଶକବନ୍ଧୁ ଆକାଶରୁ ଆସିଥିବା ସେହି ଭୟାନକ ଓ ଆଚମ୍ବିତ ଜିନିଷ ଦେଖୁଦେଖୁ କାରକୁ କରିଦେଇଥିଲା ଖଣ୍ଡଖଣ୍ଡ । ତେବେ କଣ ଘଟିଛି ସେଠାରେ ଆପଣମାନେ ଦେଖିପାରୁଥିବେ ଦୃଶ୍ୟରେ କାର ଚିତ୍ର । ହସ ଖୁସିରେ ଆସିଥିଲେ ସପରିବାର ବୁଲିବାକୁ ହେଲେ ଅଟକିଗଲେ ମଝି ରାସ୍ତାରେ । ସୁନ୍ଦରଗଡ ଜିଲ୍ଲାରେ ତାଣ୍ଡବ ରଚିଲା କାଳ ବୈଶାଖୀ ।

ସକାଳୁ  ଖରା ନିଆଁ ପରି ଜଳାଉଥିବା ବେଳେ ଅପରାହ୍ନ ହେଲେ କଳା କଳା ବାଦଲ ଦେଖାଉଛି ତାହାର ରୂପ । ଏହା ସହ ସୁ ସୁ ହୋଇ ଧାଇଁ ଆସୁଛି ଝଡ଼ ତୁଫାନ । କାଳ ବୈଶାଖୀ ଦେଖାଉଛି ତାହାର ତାଣ୍ଡବ ନିରୀହ ଲୋକମାନଙ୍କ ଉପରେ । କାରରେ ଆନନ୍ଦରେ  ବୁଲିବାକୁ ଯାଉଥିଲେ ପରିବାର । ତେବେ  ଅଚାନକ ଆସିଗଲା ଝଡ଼ ତୁଫାନ ଗାଡି ଚାଳକ ନିକଟରେ ଥିବା ଦୋକାନ କଡରେ କାରକୁ ପାର୍କ କରିଯାଇଥିବା ବେଳେ ହଠାତ୍ ବିରାଟ କାୟ ବୃକ୍ଷ ଭୁସୁଡି ପଡି ଆସି ପଡିଲା କାର ଉପରେ ଏବଂ କାର କୁ ଉଡାଇଲା  ।

ବିରାଟ ବୃକ୍ଷକୁ  ଅସହ କାରଟି ହୋଇଯାଇଥିଲା ଚୁରମାର । ତେବେ ଖୁସିର କଥା ଯେ ସେହି ସମୟରେ କାର ଭିତରେ କିଏ ନ ଥିଲେ । କାରରେ ଆସିଥିବା ପରିବାର ଅଳ୍ପକେ ବତ୍ତିଯାଇଥିଲା  ଗୋଟେ ବଡ ଦୁର୍ଘଟଣା । ମାତ୍ର କାରଟିର ଅବସ୍ଥା ପୁରା ଖରାପ ହୋଇଯାଇଥିଲା । ଗତ ଦିନମାନଙ୍କରେ ବର୍ଷାର ମାତ୍ର ଏତେ ଅଧିକ ହୋଇଥିଲା ଯେ ବଡ ବଡ ବିରାଟ କାୟ ବୃକ୍ଷକୁ ମଧ୍ୟ କରିଦେଉଛି ଭୂମିସ୍ମାତ ।

ଏହି ଘଟଣା ଟିଏ ହେଉଛି କାଳ ବୈଶାଖୀ ପରର  କାର ଉପରେ ବିରାଟ ବୃକ୍ଷ ପଡି ଯାତାୟାତ ପଥ ବନ୍ଦ କରିଦେଇଥିଲେ । ସ୍ଥାନୀୟ ଲୋକମାନେ ଅଗ୍ନିଶମ ବାହିନୀକୁ ସୂଚନା ଦେବା ତୁରନ୍ତ ସେଠାରେ ପହଞ୍ଚି ଦୀର୍ଘ ଦୁଇ ଘଣ୍ଟା ସମୟ କାର ଉପରି ବୃକ୍ଷକୁ ବାହାର କରି ଯିବାଆସିବା ପାଇ ରାସ୍ତା କରିଥିଲେ । ତେବେ ଝଡ଼ ତଫାନ ଦାୟିରୁ ସପରିବାର ସୁରକ୍ଷିତ ଥିବାବେଳେ କାର ର ଅବସ୍ଥା ଦେଖିହୋଇନଥିବା ସୂଚନା ମିଳିଛି ।

ତେବେ ଖବର ସମ୍ବନ୍ଧରେ ଅଧିକ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ କରି ଆପଣଙ୍କ ବନ୍ଧୁମାନଙ୍କ ସହ ଶେୟାର କରନ୍ତୁ । ଆପଣଙ୍କ ମତ କଣ କମେଣ୍ଟ କରି ଜଣାନ୍ତୁ । 

Leave a Reply

Your email address will not be published. Required fields are marked *