ଏମିତି କଣ ହେଲା କି ଧାରଣାରତ Doctor ଙ୍କୁ ମୁଣ୍ଡିଆ ମାରି ଭୁଲ ମାଗିଲେ CDMO, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଆମ ଜୀଵନ ବଞ୍ଚାଉ ଥିବା ଡାକ୍ତର ଙ୍କୁ ଆମେ ଭଗବାନ ବୋଲି ମାନିଥାଉ ଏବଂ ତାଙ୍କୁ ମୁଣ୍ଡିଆ ମଧ୍ୟ ମା-ରି- ଥାଉ ଏବଂ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇ ଥାଉ ଏହା ଛଡା ଏହି କରୋନା କାଳରେ ଏହି ଡାକ୍ତର ମାନଙ୍କ ବଡ଼ ଅବଦାନ ଏବଂ ଯୋଗଦାନ ଯୋଗୁଁ ଆମେ କରୋନା କୁ କିଛି ପରିମାଣରେ ନି-ୟ-ନ୍ତ୍ର-ଣ ରେ ରଖି ପାରୁଛୁ । ତେବେ ସେତେବେଳେ କଣ ହେବ ଯେତେ ବେଳେ ସେହି ଡାକ୍ତର ମାନଙ୍କ ସହ ହିଁ ବହୁତ ଖରାପ ବ୍ୟବହାର ମିଳିବ କିମ୍ୱା ତାଙ୍କୁ ମା-ନ-ସି-କ ଚା-ପ ରେ ରହିବାକୁ ପଡିବ ।

ତେବେ ସେହିଭଳି ଏକ ଘ-ଟ-ଣା ବର୍ତ୍ତମାନ ସାମ୍ନା କୁ ଆସିଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ନବରଙ୍ଗପୁର ର ସେଠାକାର ଏକ ହସ୍ପିଟାଲରେ ଜଣେ ଡାକ୍ତର ନିରବ ଧାରଣା ରେ ବସି ରହିଥିଲେ ଏବଂ ତାହା ଫୁଣି ସିଡିଏମ ଙ୍କ ବି-ରୋ-ଧ-ରେ । ତେବେ ଏଥିରେ ଜିଲ୍ଲାପାଳ ମଧ୍ୟ ମାମଲା କୁ ସୁଲଝେଇବା ପାଇଁ ଆସିଥିଲେ । ତେବେ ସେଠି ଏକ ହାଇଡ୍ରାମା ଦେଖିବାକୁ ମିଳିଛି ।

ସିଡିଏମ ଯାଇ ଡାକ୍ତର ଙ୍କ ଆଗରେ ହାତ ଯୋଡି ତଳେ ପଡିବାର ଦେଖିବାକୁ ମିଳୁଛି । ତେବେ ଧାରଣା ରେ ବସିଥିବା ଡାକ୍ତର ଙ୍କ କହିବା କଥା ହେଉଛି କି ତାଙ୍କ ସିନିୟର ଡାକ୍ତର ମାନେ ତାଙ୍କୁ ମେଂ-ଟା-ଲି ହା-ର-ସ-ମେ-ଣ୍ଟ କରିଥିଲେ । ତାଙ୍କୁ କ୍ୱାଟର ମଧ୍ୟ ଦେଉ ନାହାନ୍ତି ତାଙ୍କର ସାତ ମାସ ର ଛୁଆ ତାଙ୍କୁ ଯା-ଯା-ବ-ର ଭାବରେ ଟ୍ରାନ୍ସଫର କରାଯାଉଛି ଏବଂ ଏହାର ଏକ ଅ-ଭି-ଯୋ-ଗ ନେଇ ସେ ସିଡିଏମ ଙ୍କ ପାଖକୁ ଯାଇଥିଲେ । ତେବେ ସିଡ଼ିଏମ ତାଙ୍କ କଥା ନ ଶୁଣି ବରଂ ଏଠି କାହିଁ ଭୋ-କୁ-ଚୁ ବୋଲି କହିଥିଲେ ।

ତେବେ ଜଣେ ଉଚ୍ଚ ପଦରେ ଥିବା କର୍ମଚାରୀ ଙ୍କ ମୁହଁରୁ ଏଭଳି କଥା ଶୁଣିବା କଣ ଶୋଭା ପାଉଛି । ତେଣୁ ସେ ଏହାର ବି-ରୋ-ଧ କରି ଏଠାରେ ନି-ର-ବ ଧାରଣା କରୁଛନ୍ତି । ତେବେ ଏହି ଅ-ଭି-ଯୋ-ଗ ବି-ରୋ-ଧ-ରେ ସିଡିଏମଓ ମ୍ୟାଡାମ କହିଛନ୍ତି କି ସେ ଏହା ବିଷୟ ରେ କିଛି ଜାଣି ନାହାଁନ୍ତି ଓଲଟା ସେ ଗୁରୁବାର ଦିନ ଆସି ଗା-ଳି ଗୁ-ଲ-ଜ କରିଥିଲେ । ସେ ମୋତେ କୌଣସି ଅ-ଭି-ଯୋ-ଗ କରିନାହାନ୍ତି କିମ୍ବା ଲିଖିତ ଭାବରେ ଦେଇ ନାହାନ୍ତି । ତେବେ କିଏ ସତ କହୁଛି କିଏ ମି-ଛ କହୁଛି ତାହା ତ-ଦ-ନ୍ତ କରାଯାଉ ବୋଲି ସିଡିଏମଓ ଏବଂ ଡାକ୍ତର ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *