ସୁବର୍ଣ୍ଣ ସୁଯୋଗ ! ଏହି ଫିଲ୍ମ ଦେଖିଲେ ପୁରସ୍କାର 1,00,000 ଟଙ୍କା, କଣ ବିଶ୍ଵାସ ହେଉ ନାହିଁ ନା ! ଦେଖନ୍ତୁ ଏହି Special Report

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପା-ଗ-ଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ସିନେମା ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ଚଳଚ୍ଚିତ୍ର ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି ।

ତେବେ ଲୋକମାନେ ନିଜର ଖାଲି ସମୟରେ ସିନେମା ଦେଖିବାକୁ ଅଧିକ ପସନ୍ଦ କରିଥାନ୍ତି ଏବଂ ଏହି ସିନେମା କୁ ଦେଖିବା ପାଇଁ ସେ ସିନେମା ହଲ କୁ ପଇସା ଦେଇ ଯାଇଥାନ୍ତି । ତେବେ ଯଦି ଆପଣ ଙ୍କୁ କୁହାଯାଏ କି ଆପଣ ଙ୍କୁ କିଛି ଫିଲ୍ମ ଦେଖିବାକୁ ମିଳିବ ଏବଂ ଆପଣ ଙ୍କୁ ଟଙ୍କା ଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ଓଲଟା ଆପଣଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ତେବେ ଆପଣ ଙ୍କୁ କିପରି ଲାଗିବ । ତେବେ ଆସନ୍ତୁ ଏହି ଆଶ୍ଚର୍ଯ୍ୟ ଖବର ବିଷୟ ରେ ଆଲୋଚନା କରିନେବା ।

ତେବେ ଏହା ଆପଣ ଙ୍କୁ ମି-ଛ ଲାଗୁଥାଇ ପାରେ କିନ୍ତୁ ଏହା ଏକ ସତ୍ୟ କଥା । ଆପଣ ଙ୍କୁ ୧୩ ଟି ଫିଲ୍ମ ଦେଖିବାକୁ ପଡିବ ଏବଂ ସେଥିପାଇଁ ଆପଣ ଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।
ତେବେ ଏହା କୌଣସି ରୋମାଣ୍ଟିକ କିମ୍ବା କମେଡ଼ି ସିନେମା ନୁହେଁ ବରଂ ଏହା ସବୁ ହରର ସିନେମା ଗୁଡିକ । ଏକ କଂପନି ପକ୍ଷରୁ ଏହା ଘୋଷଣା କରାଯାଇଛି କଂପନି ୧୩ ଟି ଭୟଙ୍କର ଭୁତ ଫିଲ୍ମ ର ତାଲିକା ପ୍ରସ୍ତୁତ କରିଛି । ଯାହାକୁ ଦେଖିବା ପରେ ସଂପୃକ୍ତ ବ୍ୟକ୍ତି କୁ ତେର ଶହ ଡଲାର ଅର୍ଥାତ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।

ତେବେ ସେହି ଫିଲ୍ମ ଗୁଡିକ ଦେଖିବା ସମୟରେ କଂପନି ତରଫରୁ ସେହି ବ୍ୟକ୍ତି ଙ୍କ ହୃ-ଦ-ସ୍ପ-ନ୍ଦନ କୁ ମପାଯିବ । ତେବେ ସେହି ସିନେମା ଗୁଡିକ ହେଉଛି ଆମେଟିଭ ଲେ ହରର, ଇକ୍ୱାଇଟ ପ୍ଲେସ,ଇକ୍ୱାଇଟ ପ୍ଲେସ ପାର୍ଟ ୨, କ୍ୟାଣ୍ଡି ମେନ, ଇଂସିଡିୟସ,ଦ ବ୍ଲେୟାର ବିଚ ପ୍ରୋଜେକ୍ଟ, ସିନେଷ୍ଟର,ଦ ପର୍ସ,୨୦୮୦ ରିମେକ ଅଫ ପାରାନର୍ମଲ ଆକଟିଭିଟି, ହେଲୋଇନ, ଆନାବେଲ ଇତ୍ୟାଦି ।

ଏହାର ଜରିଆରେ ସେମାନେ ବଡ଼ ବଜେଟ ହରର ସିନେମା ର ଡର କୁ ଲୋ ବଜେଟ ହରର ସିନେମା ସହିତ ତୁଳନା କରାଯିବ । ଏହି ସମୟରେ ଫିଲ୍ମ ଦେଖୁଥିବା ଲୋକ ମାନଙ୍କ ର ହୃଦ ସ୍ପନ୍ଦନ ମାପିବା ପାଇଁ ଫିଟବିଟ ଡିଭାଇସ ର ବ୍ୟବହାର କରାଯିବ । ଏହାର ଭାଗ୍ୟଶାଳୀ ବିଜେତା ଙ୍କୁ ପ୍ରାୟଃ ଏକ ଲକ୍ଷ ଟଙ୍କା ରାଶି ପୁରସ୍କାର କରାଯିବ ।

Leave a Reply

Your email address will not be published. Required fields are marked *