ରାସ୍ତାରେ ରୋମିଓ ଗିରି ପଡିଲା ମହଙ୍ଗା ! ଗୋଡେଇ ଗୋଡେଇ ପିଟିଲେ ଲୋକ, ମାଡ ଖାଇବା ପରେ ଲୋକଟି ଯାହା କହିଲା ହସି ହସି ଗଡିବେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ଆଜି କାଲି ରାସ୍ତା ରେ ଚାଲିବା ବହୁତ ଅସୁରକ୍ଷିତ ଏବଂ ଖାସ କରି ଝିଅ ମାନଙ୍କ ପାଇଁ ବହୁତ ଅଧିକ । ତେବେ ସ୍ୱାଧୀନ ଦେଶ ରେ ଝିଅ ମାନେ ସ୍ୱାଧୀନ ଭାବରେ ଆଜି ବି ଯାଇ ପାରୁ ନାହାଁନ୍ତି । କୌଣସି ଏକୁଟିଆ ଯାଉଥିବା ଝିଅ କୁ ଦେଖି ଦିଅନ୍ତି ତେବେ ତାକୁ ହ-ଇ-ରା-ଣ କରିବା ତା ସହ ଲାଗିବା ଆଦି ଏଭଳି କାମ କରିଥାନ୍ତି । ତେବେ ଆଗରୁ ତ ରାତିରେ ଏପରି ହରକତ ହେଉଥିଲା କିନ୍ତୁ ବର୍ତ୍ତମାନ ଦିନ ଦି ପହରରେ ଏଭଳି ଘ-ଟ-ଣା ଘ-ଟୁ-ଛି ।

ତେବେ ସେହି ଭଳି ଏକ ଘଟଣା ଘଟିଛି ବର୍ତ୍ତମାନ କିନ୍ତୁ ଏଠି ସେହି ରୋଡ଼ ସାଇଡ଼ ରୋମିଓ କୁ ଲୋକମାନେ ଖୁବ ଉତ୍ତମ ମଧ୍ୟମ ଦେଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଘଟଣା ବିଷୟରେ । ତେବେ ଏହି ଘଟଣା ଟି ହେଉଛି ସାଲେପୁର ର । ସେଠାକାର ଲୋକ ମାନେ ଏକ ଯୁବକ କୁ ମିଶି ମା-ଡ଼ ମା-ରି-ବା-ରେ ଲାଗିଥିଲେ । ତେବେ ପଚାରିବା ପରେ ଜଣା ପଡିଥିଲା କି ସେହି ଯୁବକ ଜଣେ ରୋଡ଼ ସାଇଡ଼ ରୋମିଓ ରାସ୍ତା ରେ ଯାଉଥିବା ଗୋଟିଏ ଝିଅ କୁ ଦେଖି ତାକୁ ହ-ଇ-ରା-ଣ କରିବା ସହ ଫୋନ ଚୋ-ରି କରିବାକୁ ମଧ୍ୟ ଚେଷ୍ଟା କରୁଥିଲା ।

ତେବେ ଝିଅ ଟି ର ପାଟି ଶୁଣିବା ପରେ ଲୋକମାନେ ଏକାଠି ହୋଇ ସେହି ଯୁବକ କୁ ବହେ ମା-ଡ଼ ମା-ରି-ବା ସହ ପୋଲିସ କୁ ମଧ୍ୟ ଡାକିଥିଲେ । ତେବେ ସେହି ରୋମିଓ ଜଣଙ୍କ ର କହିବା କଥା ସେ ଏଭଳି କିଛି କରି ନାହାନ୍ତି କି କୌଣସି ଫୋନ ଚୋ-ରି କରି ନାହାନ୍ତି । ମୁଁ ଜଷ୍ଟ ଟିକେ ତାଙ୍କ ସହ ପିଟି ହୋଇଗଲି । ଲୋକେ ଭାବିଲେ ଅଲଗା କିଛି ,ଟିକେ ବାଡେଇଦେଲେ ଆଉ ।

ତେବେ ସେ ଝିଅ ଲୋକ ମାନଂକୁ ଡାକି ବା କାରଣ ରୁ ଏବଂ ଲୋକମାନେ ମା-ରି-ବା ଯୋଗୁଁ ସେ ପଳେଇଯିବାର ଉଦ୍ୟମ କରୁଥିଲେ । ତେବେ ଝିଅ ଟି ର କହିବା କଥା କି ତାଙ୍କ ସାଇକେଲ ଧ-କ୍କା ହେବା ପରେ ସେ ପୁଅ ଜଣଙ୍କ ତାଙ୍କୁ ହ-ଇ-ରା-ଣ କରିଥିଲା ଏବଂ ଫୋନ ମଧ୍ୟ ଛଡେଇ ନେବାକୁ ଚେଷ୍ଟା କରୁଥିଲା । ତେବେ ପୋଲିସ ଘଟଣା ସ୍ଥଳ ରେ ଆସି ସେହି ଯୁବକ କୁ ଗି-ର-ଫ କରି ନେଇ ଯାଇଥିଲା ।

Leave a Reply

Your email address will not be published. Required fields are marked *