କାହିଁକି ଚାଲିଗଲେ Pintu Nanda ? ସବୁଠୁ ବଡ ଖୁଲାସା କଲେ Sidhanta Mohapatra, ଦେଖନ୍ତୁ ସେ କଣ କହିଲେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡୋନର ଯୋଗାଡ ହୋଇପାରିଲା ନାହିଁ । ଡୋନର ମିଳିଯାଇଥିଲେ ହୁଏତ ପିନ୍ଟୁ ବଞ୍ଚି ଯାଇଥାନ୍ତା । ତେବେ ଏପରି କିଛି କହି କହି ନିଜର ମନର ଯନ୍ତ୍ରଣାଙ୍କୁ ମିଡିଆ ଆଗରେ କହୁଥିଲେ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ! ତେବେ ଅଭିନେତା ପିନ୍ଟୁଙ୍କର ଦେହାନ୍ତ ପରେ ସାରା ଓଡିଶାବ୍ୟାପୀ ଦୁଃଖର କଳା ବାଦଲ ଘୋଟିଯାଇଛି । ତେଣୁ ଏହାକୁ ନେଇ ପିନ୍ଟୁ ନନ୍ଦଙ୍କର ଅନେକ ଆତ୍ମୀୟ ସ୍ଵଜନ ଓ ପରିବାରବର୍ଗ ଦୁଃଖ ଭାଙ୍ଗିପଡିଛନ୍ତି ।

ତେବେ ଖାଲି ପିନ୍ଟୁଙ୍କର ପରିବାରବର୍ଗ କାହିଁକି ସାରା ଓଡିଆ ସିନେମା ଇଣ୍ଡଷ୍ଟ୍ରିର ପରିବାର ମଧ୍ୟ ଏହି ଖବର ଶୁଣି ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ତେବେ ପିନ୍ଟୁଙ୍କର ଦେହାନ୍ତକୁ ନେଇ ମେଗାଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏଭଳି କିଛି ମିଡିଆ ଆଗରେ ଖୋଲି କହିଛନ୍ତି । ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ କହିବା ଆଧାରରେ ପିନ୍ଟୁର ତ ଲିଭର ଶିରୋସିସ ଭଳି ଏକ ଡିଜିଜ ହୋଇଥିଲା । ତେବେ ଯେଉଁଥିରେ ପିନ୍ଟୁର ସ୍ଵାସ୍ଥବସ୍ତା ବହୁ ମାତ୍ରାରେ ଗୁରୁତର ହୋଇଯାଇଥିଲା ।

ହେଲେ ଯଦି ପିନ୍ଟୁର ଲିଭର ଟ୍ରାନ୍ସପ୍ଳାଣ୍ଟେସନ ହୋଇପାରିଥାନ୍ତା । ତେବେ ହୁଏତ ପିନ୍ଟୁ ଆଜି ଆମ ସମସ୍ତଙ୍କ ଗହଣରେ ରହିପାରିଥାନ୍ତା । ତେବେ ପିନ୍ଟୁଙ୍କୁ ଲିଭର ଡୋନୋର ଠିକ ସମୟରେ ମିଳିପାରିଲେ ନାହିଁ । ତେଣୁ ଭାଗ୍ୟରେ ଯାହା ଥିଲା ତାହା ଆଜି ଘଟିଗଲା । ବହୁତ ଦୁଃଖ ତ ଲାଗୁଛି ଏଭଳି କିଛି ନିଜର କୋହଭରା ମନ୍ତବ୍ୟ ଦେଇ ମିଡିଆ ଆଗରେ ପିନ୍ଟୁ ନନ୍ଦଙ୍କ ଦେହାନ୍ତ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି ।

ତେବେ ସିଦ୍ଧାନ୍ତ ମହାପାତ୍ରଙ୍କ କହିବା ଆଧାରରେ ଯେହେତୁ ପିନ୍ଟୁ ଆଉ ମୁଁ ବହୁତ କିଛି କାମ ମିଶିକି କରିଛୁ । ତେବେ ସେ ମୋର ଯାହା ହେଲେ ବି ସାନ ଭାଇ ଭଳି ହେବ । ତେଣୁ ପିନ୍ଟୁର ଏପରି ଦେହାନ୍ତ ଘଟିବା ଆମ ଓଡିଆ ସିନେମା ଜଗତ ପାଇଁ ନିହାତି ଭାବରେ ଏକ ଅପୂରଣୀୟକ୍ଷତି ଘଟିବ । କାରଣ ଆଉ ଯିଏ ମଧ୍ୟ ନୂଆ କରି କଳା ଜଗତକୁ ଆସିବ ।ସେ ପିନ୍ଟୁଙ୍କ ଜାଗା ସଙ୍ଗେ ସଙ୍ଗେ ତ ନେଇପାରିବନି ।

ଆଉ ଜଣେ ପିନ୍ଟୁ ନନ୍ଦ ହେବା ପାଇଁ କିଛି ସମୟ ତ ଲାଗିବ ।  ପିନ୍ଟୁ ନନ୍ଦଙ୍କ ଆତ୍ମାର ସଦଗତି ହେଉ ବୋଲି ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ତରଫରୁ ଭଗବାନଙ୍କ ନିକଟରେ ପ୍ରାଥନା ରହୁଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *